No lexicon data found for Strong's number: 2296

ମାଥିଉଲିଖିତ ସୁସମାଚାର 8:10
ଯୀଶୁ ଏହା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ମୁଁ ଏଭଳି ଗଭୀର ବିଶ୍ବାସ ଇଶ୍ରାୟେଲ ରେ କାହାରି ପାଖ ରେ ପାଇନାହିଁ।

ମାଥିଉଲିଖିତ ସୁସମାଚାର 8:27
ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଏ କି ପ୍ରକାର ବ୍ଯକ୍ତି? ଏପରିକି ପବନ ଓ ହ୍ରଦ ମଧ୍ଯ ତାହାଙ୍କ କଥା ମାନୁଛନ୍ତି?

ମାଥିଉଲିଖିତ ସୁସମାଚାର 9:8
ଜମା ହାଇେଥିବା ଲୋକେ ଏ କଥା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ପରମେଶ୍ବର ଜଣେ ମଣିଷକୁ ଏପରି ଶକ୍ତି ଦଇେଥିବାରୁ ସମାନେେ ପରମେଶ୍ବରଙ୍କର ମହିମା ଗାନ କଲେ।

ମାଥିଉଲିଖିତ ସୁସମାଚାର 9:33
ଯୀଶୁ ତା' ଦହରେୁ ଭୂତକୁ ତଡି ଦେଲେ। କିଛି କହି ପାରୁ ନଥିବା ଲୋକଟି ପୁଣି ତା'ର କହିବା ଶକ୍ତି ଫରେି ପାଇଲା। ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଇଶ୍ରାଯାଲ ରେ ଏଭଳି ଘଟଣା ଘଟିବା ଆମ୍ଭେ କବେେ ହେଲେ ଦେଖି ନଥିଲୁ।

ମାଥିଉଲିଖିତ ସୁସମାଚାର 15:31
ଲୋକେ ଦେଖିଲେ ଯେ, ଯେଉଁ ଲୋକ କଥା କହିପାରୁନଥିଲା ସେ କଥା କହି ପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହାଇେଛନ୍ତି; େଛାଟାମାନେ ଚାଲି ପାରୁଛନ୍ତି, ଅନ୍ଧମାନେ ପୁଣି ଦେଖି ପାରୁଛନ୍ତି, ଏସବୁ ଦେଖି ସମାନେେ ବହୁତ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ମହିମା ଗାନ କଲେ।

ମାଥିଉଲିଖିତ ସୁସମାଚାର 21:20
ଯୀଶୁଙ୍କ ଶିଷ୍ଯମାନେ ଏହା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଯୀଶୁଙ୍କୁ ପଚ଼ାରିଲେ, ଏତେ ଶୀଘ୍ର ଡ଼ିମ୍ବିରି ଗଛଟି କିପରି ଶୁଖି ମରିଗଲା?

ମାଥିଉଲିଖିତ ସୁସମାଚାର 22:22
ଏ କଥା ଶୁଣି ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଓ ତାହାଙ୍କୁ ଛାଡ଼ି ସଠାରୁେ ଚ଼ାଲିଗଲେ।

ମାଥିଉଲିଖିତ ସୁସମାଚାର 27:14
କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦବୋକୁ ମନାକଲେ। ଏଥି ରେ ପୀଲାତ ବଡ଼ ଆଶ୍ଚର୍ୟ୍ଯ ହାଇଗେଲେ।

ମାର୍କଲିଖିତ ସୁସମାଚାର 5:20
ତେଣୁ ସେ ଚାଲିଗଲା ଓ ଦକୋପଲି ଅଞ୍ଚଳର ଲୋକଙ୍କୁ କହିବାକୁ ଲାଗିଲା ଯେ ଯୀଶୁ କିପରି ତା ପାଇଁ କେତେ ବଡ କାମ କରିଛନ୍ତି। ସମସ୍ତ ଲୋକ ଏ କଥା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ।

ମାର୍କଲିଖିତ ସୁସମାଚାର 6:6
ଏ ଲୋକମାନଙ୍କର କୌଣସି ବିଶ୍ବାସ ନଥିବାରୁ ଯୀଶୁ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସଠାେରେ ଶିକ୍ଷା ଦବୋକୁ ଲାଗିଲେ।

Occurences : 46

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்