No lexicon data found for Strong's number: 2243

ମାଥିଉଲିଖିତ ସୁସମାଚାର 11:14
ଯଦି ତୁମ୍ଭେ ସମାନଙ୍କେ ଭବିଷ୍ଯଦ୍ବାଣୀ ବିଶ୍ବାସ କରିବାକୁ ଇଚ୍ଛା କରୁଛ ତବେେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସମାନେେ ଭବିଷ୍ଯଦ୍ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ।

ମାଥିଉଲିଖିତ ସୁସମାଚାର 16:14
ଶିଷ୍ଯମାନେ ଉତ୍ତର ଦେଲେ, କେତକେ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତକେ ଏଲିୟ ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ୟିରିମିୟ ବା ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ବୋଲି କହୁଛନ୍ତି।

ମାଥିଉଲିଖିତ ସୁସମାଚାର 17:3
ହଠାତ୍ ସେ ସ୍ଥାନ ରେ ଦୁଇଜଣ ବ୍ଯକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସମାନେେ ଏଲିୟ ଓ ମାଶାେ ଥିଲେ।

ମାଥିଉଲିଖିତ ସୁସମାଚାର 17:4
ଏହା ଦେଖି ପିତର ଯୀଶୁଙ୍କୁ କହିଲେ, ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠା ରେ ଅଛୁ। ଆପଣ ଚାହିଁଲେ ମୁଁ ଏଠା ରେ ତିନୋଟି ତମ୍ବୁ ଟାଣି ଦବେି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।

ମାଥିଉଲିଖିତ ସୁସମାଚାର 17:10
ଯୀଶୁଙ୍କୁ ଶିଷ୍ଯମାନେ ପଚାରିଲେ, ତବେେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?

ମାଥିଉଲିଖିତ ସୁସମାଚାର 17:11
ଯୀଶୁ ଉତ୍ତର ଦେଲେ, ସମାନେେ ଠିକ୍ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରେତ୍ୟକକ ବସ୍ତୁକୁ ଠିକ୍ କ୍ରମ ରେ ରଖିବେ।

ମାଥିଉଲିଖିତ ସୁସମାଚାର 17:12
କିନ୍ତୁ ମୁଁ ତୁମ୍ଭକୁ କହି ଦେଉଛି ଯେ ଏଲିୟ ଆସି ସାରିଛନ୍ତି। ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ, ତାହାଙ୍କୁ ସହେି ପ୍ରକାର ବ୍ଯବହାର କଲେ। ସହେିଭଳି ମନୁଷ୍ଯପୁତ୍ର ମଧ୍ଯ ସମାନଙ୍କେଠାରୁ ସହେି ପ୍ରକାର ଯାତନା ଭୋଗ କରିବେ।

ମାଥିଉଲିଖିତ ସୁସମାଚାର 27:47
ସଠାେରେ ଠିଆହାଇେଥିବା କେତକେ ଲୋକ ଏକଥା ଶୁଣିଲେ ଓ କହିଲେ, ସେ ଏଲିୟଙ୍କୁ ଡ଼ାକୁଛି।

ମାଥିଉଲିଖିତ ସୁସମାଚାର 27:49
କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।

ମାର୍କଲିଖିତ ସୁସମାଚାର 6:15
ଅନ୍ୟମାନେ କହୁଥିଲେ, ସେ ହେଉଛନ୍ତି ଏଲିୟ।

Occurences : 30

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்