ମାଥିଉଲିଖିତ ସୁସମାଚାର 12:45
ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସଠାେରେ ବସବାସ କରନ୍ତି। ସେତବେେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚ଼ନୀୟ ହାଇପେଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସହେି ଏକାକଥା ଘଟିବ।
ମାଥିଉଲିଖିତ ସୁସମାଚାର 15:34
ଯୀଶୁ ପଚାରିଲେ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?
ମାଥିଉଲିଖିତ ସୁସମାଚାର 15:36
ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା'ପରେ ସେ ପରମେଶ୍ବରଙ୍କୁ ଖାଦ୍ୟ ପାଇଁ ଧନ୍ଯବାଦ ଦେଲେ। ଯୀଶୁ ସଗେୁଡିକୁ େଛାଟ େଛାଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ଯମାନଙ୍କୁ ଦେଲେ। ଶିଷ୍ଯମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ।
ମାଥିଉଲିଖିତ ସୁସମାଚାର 15:37
ସମସ୍ତେ ଖାଇଲେ ଓ ସନ୍ତଷେ ଲାଭ କଲେ। ତା'ପରେ ଶିଷ୍ଯମାନେ ବଳକା ଖାଦ୍ୟକୁ ସାତଟି ଟୋକଇେ ରେ ଭର୍ତ୍ତି କଲେ।
ମାଥିଉଲିଖିତ ସୁସମାଚାର 16:10
ସାତଟେି ରୋଟୀକୁ ଚାରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନକେ ଟୋକଇେ ରେ ଭର୍ତ୍ତି କରିଥିବା ବିଷୟ ରେ କହୁ ନଥିଲି?
ମାଥିଉଲିଖିତ ସୁସମାଚାର 18:22
ଯୀଶୁ କହିଲେ, ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥର ଠାରୁ ଅଧିକ ଥର କ୍ଷମା କରିବା ଉଚିତ। ଏପରିକି ଯଦି ସେ ସାତଗୁଣ ସତୁରି ଥର ପର୍ୟ୍ଯନ୍ତ ମଧ୍ଯ ତୁମ୍ଭ ପ୍ରତି ଅପରାଧ କରେ, ତବେେ ମଧ୍ଯ ତୁମ୍ଭେ କ୍ଷମା ଦବୋ ଜାରି ରଖ।
ମାଥିଉଲିଖିତ ସୁସମାଚାର 22:25
ଆମ୍ଭ ଭିତ ରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତାର କୌଣସି ସନ୍ତାନ ନଥିଲେ। ତେଣୁ ତାର ଭାଇ ସହେି ସ୍ତ୍ରୀ ଲୋକଟିକୁ ବିବାହ କଲା।
ମାଥିଉଲିଖିତ ସୁସମାଚାର 22:26
ଦ୍ବିତୀୟ ଭାଇଟି ମଧ୍ଯ ମରିଗଲା। ଏହାପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସହେି ଅବସ୍ଥା ହେଲା।
ମାଥିଉଲିଖିତ ସୁସମାଚାର 22:28
କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତବେେ କୁହନ୍ତୁ, ପୁନରୁତ୍ଥାନ ପରେ ସେ କାହାର ସ୍ତ୍ରୀ ହବେ?
ମାର୍କଲିଖିତ ସୁସମାଚାର 8:5
ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭମାନଙ୍କ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?
Occurences : 87
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்