ମାଥିଉଲିଖିତ ସୁସମାଚାର 20:8
ସନ୍ଧ୍ଯା ହବୋରୁ ଦ୍ରାକ୍ଷା ବଗିଚ଼ାର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡ଼ାକି କହିଲେ, 'ଶ୍ରମିକମାନଙ୍କୁ ଡ଼ାକ। ମୁଁ ଯେଉଁମାନଙ୍କୁ ଶଷେ ରେ କାମ ରେ ଲଗାଇଲି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦବୋ ଆରମ୍ଭ କର। ସର୍ବ ଶଷେ ରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।'
ଲୂକଲିଖିତ ସୁସମାଚାର 8:3
େ ହରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ୟୋହାନ୍ନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନକେ ସ୍ତ୍ରୀ ଲୋକ ମଧ୍ଯ ଯାଉଥିଲେ। ସହେି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ ରରେିତମାନଙ୍କୁ ସାହାୟ୍ଯ କରିବା ପାଇଁ ସମାନଙ୍କେ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:2
କାରଣ ସହେି ଶିଶୁ ଆପଣା ପିତାଙ୍କ ଦ୍ବାରା ନିଶ୍ଚିତ କରାଯାଇଥିବା ସମୟ ପର୍ୟ୍ଯନ୍ତ ଅଭିଭାବକ ଓ ତାର ଯତ୍ନ ନ୍ଯସ୍ତ କରା ଯାଇଥିବା ବ୍ଯକ୍ତିମାନଙ୍କର ଅଧୀନ ରେ ଥାଏ।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்