ଲୂକଲିଖିତ ସୁସମାଚାର 13:32
ଯୀଶୁ ସମାନଙ୍କେୁ କହିଲେ, ଯାଅ, ସହେି କୋକିଶିଆଳିକୁ କୁହ, 'ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦହରେୁ ଭୂତମାନଙ୍କୁ ତଡି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା'ପର ଦିନ ମାରେ କାମ ସରିୟିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:28
ଅତଏବ, ମୁଁ ଏହି ସବୋମୂଳକ କର୍ମ ଏକାଠି ଶଷେ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ୟିରୁଶାମଲର ଗରିବମାନଙ୍କୁ ଦଲୋ ପରେ ତୁମ୍ଭମାନଙ୍କ ନଗର ବାଟ ଦଇେ ସ୍ପନେ ୟିବି। ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ଓ ସଠାେରେ ରହିବି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:1
ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:6
ପରମେଶ୍ବର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ୟ୍ଯକୁ ଯେପରି ଆରମ୍ଭ କରିଥିଲେ, ସହେିପରି ଏହି ବିଶଷେ ଅନୁଗ୍ରହର କାର୍ୟ୍ଯକୁ ସମାପ୍ତ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ ମଧ୍ଯ କରନ୍ତୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:11
ତା' ହେଲେ ଯାଇ ତୁମ୍ଭମାନଙ୍କର କରିବା ତୁମ୍ଭମାନଙ୍କର ଇଚ୍ଛା କରିବା ସହିତ ସମାନ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ତହିଁରୁ ଦାନ କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:11
ତା' ହେଲେ ଯାଇ ତୁମ୍ଭମାନଙ୍କର କରିବା ତୁମ୍ଭମାନଙ୍କର ଇଚ୍ଛା କରିବା ସହିତ ସମାନ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ତହିଁରୁ ଦାନ କର।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:3
ତୁମ୍ଭମାନେେ ଆତ୍ମାଙ୍କ ସହିତ ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ। ଏବେ କ'ଣ ତୁମ୍ଭମାନେେ ଭାବୁଛ ଯେ ତୁମ୍ଭମାନେେ ନିଜର ଶକ୍ତି ବଳ ରେ ଶଷେ ପର୍ୟ୍ଯନ୍ତ ଚଳି ପାରିବ ? ତୁମ୍ଭମାନେେ କ'ଣ ଏତେ ବୋକା ?
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:6
ପରମେଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ ସେ ସହେି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥି ରେ ନିଶ୍ଚିତ ଅଟେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 8:5
ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତ ରେ ସ୍ବର୍ଗ ରେ ଥିବା କାମଗୁଡ଼ିକର ଛାଯା ଓ ନମୁନା ମାତ୍ର। ସେଥିପାଇଁ ମାଶାେ ତମ୍ମୁ312 ନିର୍ମାଣ କରିବାକୁ ଗଲା ବେଳେ ପରମେଶ୍ବର ତାହାଙ୍କୁ ଚତାବେନୀ ଦଇେ କହିଥିଲେ : ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦଖାଇେ ଥିଲି, ତଦନୁସା ରେ ସମସ୍ତ ନିର୍ମାଣ କର।313
ଏବ୍ରୀମାନଙ୍କ ନିକଟକୁ ପତ୍ର 9:6
ମାରେ କହିବା ଅନୁଯାଯୀ ସହେି ତମ୍ବୁ ରେ ସମସ୍ତ କିଛି ପ୍ରସ୍ତୁତ କରି ରଖା ଯାଇଥିଲା। ଯାଜକମାନେ ଉପାସନା କର୍ୟ୍ଯ କରିବା ପାଇଁ ପ୍ରଥମ ବଖରାଟିକୁ ପ୍ରତିଦିନ ଯାଆନ୍ତି।
Occurences : 11
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்