No lexicon data found for Strong's number: 1992

ରେରିତମାନଙ୍କ କାର୍ଯ୍ୟର ବିବରଣ 9:2
ସେ ମହାୟାଜକଙ୍କ ପାଖକୁ ଯାଇ ଦମ୍ମସକେ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହାଦ୍ବାରା ସେ ଯେତବେେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତବେେଳେ ସମାନଙ୍କେୁ ବନ୍ଦୀ କରି ୟିରୂଶାଲମକୁ ନଇେ ଆସିପାରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:30
ତା'ପରେ ବର୍ଣ୍ଣବ୍ବା, ପାଉଲ, ଯିହୁଦା ଓ ଶୀଲା ୟିରୂଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସଠାେରେ ସମାନେେ ଏକାଠି ହାଇେଥିବା ବିଶ୍ବାସୀମାନଙ୍କୁ ପତ୍ର ଦେଲେ। ସଠାେରେ ସମାନେେ ଏକାଠି ହାଇେଥିବା ବିଶ୍ବାସୀମାନଙ୍କୁ ପତ୍ର ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:5
ମହାୟାଜକ ଓ ପ୍ରାଚ଼ୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସମାନଙ୍କେଠାରୁ ଦମ୍ମସକରେେ ଥିବା ସମାନଙ୍କେର ଭାଇମାନଙ୍କ ପାଖକୁ ପତ୍ର ନଇେ ଯାଇଥିଲି। ସଠାେରେ ଥିବା ଯୀଶୁଙ୍କର ଶିଷ୍ଯମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସମାନଙ୍କେୁ ବନ୍ଦୀ କରି ୟିରୁଶାଲମକୁ ନଇେ ଆସିବା ପାଇଁ ମୁଁ ଯାଉଥିଲି।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:25
ସନୋଧ୍ଯକ୍ଷ ରାଜ୍ଯପାଳଙ୍କୁ ଗୋଟିଏ ପତ୍ର ଲେଖିଲେ, ପତ୍ରର ମର୍ମ ହେଲା;

ରେରିତମାନଙ୍କ କାର୍ଯ୍ୟର ବିବରଣ 23:33
ସମାନେେ କାଇସରୀଆ ରେ ପହଞ୍ଚି ରାଜ୍ଯପାଳକୁ ପତ୍ରଟି ଦେଲେ। ତା'ପରେ ସମାନେେ ପାଉଲଙ୍କୁ ତାହାଙ୍କ ହାତ ରେ ସମର୍ପଣ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:22
ଏହି ପତ୍ରର ଲେଖକ ମୁଁ ତର୍ତ୍ତିୟ ଅଟେ। ମୁଁ ମଧ୍ଯ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମ ରେ ନମସ୍କାର କରୁଅଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:9
ମାରେ ପୂର୍ବ ପତ୍ର ରେ ମୁଁ ଲେଖିଥିଲି ଯେ, ତୁମ୍ଭମାନେେ ୟୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:3
ସଠାେରେ ପହଞ୍ଚିଲା ପରେ, ତୁମ୍ଭମାନେେ ଯେଉଁ ବ୍ଯକ୍ତିମାନଙ୍କୁ ବାଛିବ, ମୁଁ ସମାନଙ୍କେର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ୟିରୁଶାଲମକୁ ପଠାଇ ଦବେି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 3:1
ଆମ୍ଭେ କ'ଣ ପୁନର୍ବାର ନିଜ ପ୍ରଶଂସା ନିଜେ କରିବାକୁ ଆରମ୍ଭ କରିଅଛୁ ? ଆମ୍ଭେ କ'ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନବୋ ଦରକାର କି ? କେତକେ ଲୋକ ଏପରି କରନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 3:2
ତୁମ୍ଭମାନେେ ନିଜେ ଆମ୍ଭର ପ୍ରଶଂସା ପାତ୍ର ଅଟ। ଏହା ଆମ୍ଭ ହୃଦୟ ରେ ଲେଖି ହାଇେ ରହିଛି। ଏହା ସମସ୍ତଙ୍କୁ ଜଣା ଓ ସମସ୍ତେ ତାହାକୁ ପଢ଼ି ପାରିବେ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்