No lexicon data found for Strong's number: 1912

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:5
ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜଣେ ମାେତେ ଦୁଃଖିତ କରିଛି, ସେ କବଳେ ମାେତେ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରା ରେ ତୁମ୍ଭମାନଙ୍କୁ ମଧ୍ଯ କରିଛି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:9
ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭମାନେେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କଲା ବେଳେ, ତୁମ୍ଭମାନେେ ଆମ୍ଭକୁ କିଛି ଦଇେ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଚାହିଁଲୁ ନାହିଁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:8
ମୂଲ୍ଯ ନ ଦଇେ ଆମ୍ଭେ କାହାରି ଘ ରେ ଭୋଜନ ଗ୍ରହଣ କରି ନାହୁଁ। ଆମ୍ଭମାନେେ କାହାରି ଉପରେ ଭାର ସ୍ବରୂପ ନ ହବେୁ ବୋଲି ସର୍ବଦା କର୍ମରତ ରହୁଥିଲୁ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்