No lexicon data found for Strong's number: 189

ମାଥିଉଲିଖିତ ସୁସମାଚାର 4:24
ସମଗ୍ର ସୁରିଯା ଦେଶ ରେ ତାହାଙ୍କର ସମାଗ୍ଭର ବ୍ଯାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡା ରେ ଭୋଗୁଥିଲେ, ଯାଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛା ରୋଗୀ ଓ ପକ୍ଷଘାତ ରୋଗୀ ଥିଲେ, ସମାନେେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 13:14
ଭବିଷ୍ଯଦ୍ବକ୍ତା ୟିଶାଇୟ ସମାନଙ୍କେ ବିଷୟ ରେ ଯାହା କହିଥିଲେ, ତାହା ସତ୍ଯ ବୋଲି ସହେିମାନେ ପ୍ରମାଣିତ କରି ଦେଉଛନ୍ତି। ୟିଶାଇୟ କହିଥିଲେ, 'ତୁମ୍ଭମାନେେ ଶୁଣୁଥିବ, କିନ୍ତୁ ବୁଝି ପାରିବ ନାହିଁ। ତୁମ୍ଭମାନେେ ଦେଖୁଥିବ କିନ୍ତୁ କିଛି ଜାଣିପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 14:1
ସହେି ସମୟରେ ଯୀଶୁଙ୍କ ବିଷୟ ରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହରେୋଦ ଶୁଣିଲେ।

ମାଥିଉଲିଖିତ ସୁସମାଚାର 24:6
ତୁମ୍ଭମାନେେ ୟୁଦ୍ଧ ବିଷୟ ରେ ଓ ୟୁଦ୍ଧର ଗୁଜବ ବିଷୟ ରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।

ମାର୍କଲିଖିତ ସୁସମାଚାର 1:28
ତେଣୁ ଯୀଶୁଙ୍କ ବିଷୟ ରେ ଗାଲିଲୀ ଅଞ୍ଚଳର ଚାରିଆଡେ ଖୁବ୍ ଶୀଘ୍ର ଖବର ବ୍ଯାପିଗଲା।

ମାର୍କଲିଖିତ ସୁସମାଚାର 7:35
ଇପ୍ପଥଃ ଅର୍ଥାତ 'ଖାଲିେ ଯାଉ। ତତ୍କ୍ଷଣାତ୍ ତାର କାନ ଖାଲିେ ଗଲା। ଜିଭର ଗ୍ରନ୍ଥି ଖାଲିଗେଲା। ସେ ସ୍ପଷ୍ଟ ଭାବରେ କହି ପାରିଲା।

ମାର୍କଲିଖିତ ସୁସମାଚାର 13:7
ତୁମ୍ଭେ ୟୁଦ୍ଧ ବିଷୟ ରେ କିମ୍ବା ୟୁଦ୍ଧ ଚାଲିଥିବା ବିଷୟ ରେ ଉଡା ଖବର ଶୁଣି ଭୟଭୀତ ହାଇେ ୟିବନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।

ଲୂକଲିଖିତ ସୁସମାଚାର 7:1
ଯୀଶୁ ଲୋକମାନଙ୍କୁ ଯାହାସବୁ ଶୁଣଇବୋକୁ ଚାହୁଁଥିଲେ, ସେ ସମସ୍ତ କହି ସାରିବା ପରେ ସେ କଫର୍ନାହୂମ ଚାଲିଗଲେ।

ଯୋହନଲିଖିତ ସୁସମାଚାର 12:38
ଅତଏବ ଭବିଷ୍ଯଦ୍ବକ୍ତା ୟିଶାଇୟ ଯାହା କହିଥିଲେ ତାହା ସତ୍ଯ ହେଲା, ସେ କହିଥିଲେ,

ରେରିତମାନଙ୍କ କାର୍ଯ୍ୟର ବିବରଣ 17:20
ତୁମ୍ଭେ ଆମ୍ଭ ନିକଟରେ କେତକେ ଅଦ୍ଦ୍ଭୂତ ବିଚ଼ାରମାନ ଉପସ୍ଥାପିତ କରୁଛ ଓ ଆମ୍ଭମାନେେ ସଗେୁଡ଼ିକ କ'ଣ ତାହା ଜାଣିବାକୁ ଚ଼ାହୁଁ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்