ମାର୍କଲିଖିତ ସୁସମାଚାର 13:36
ସେ ଖୁବ୍ ଶୀଘ୍ର ମଧ୍ଯ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତବେେ ସେ ତୁମ୍ଭକୁ କଦାବି ଶାଇେଥିବା ଅବସ୍ଥା ରେ ଦେଖି ପାରିବେ ନାହିଁ।
ଲୂକଲିଖିତ ସୁସମାଚାର 2:13
ସହେି ସମୟରେ ସ୍ବର୍ଗରୁ ବହୁସଂଖ୍ଯା ରେ ସ୍ବର୍ଗଦୂତମାନେ ଆସି ସହେି ସ୍ବର୍ଗଦୂତଙ୍କ ସହିତ ୟୋଗ ଦେଲେ। ସମସ୍ତ ସ୍ବର୍ଗଦୂତ ଏହିପରି ପରମେଶ୍ବରଙ୍କ ସ୍ତୁତି କରୁଥିଲେ:
ଲୂକଲିଖିତ ସୁସମାଚାର 9:39
ସେ ମାରେ ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା' ନିଜର ନିୟନ୍ତ୍ରଣ ହ ରଇେ ବସୁଛି। ତା ମୁହଁରୁ ଫଣେ ବାହାରି ପଡୁଛି। ସେ ଭୂତ ତାକୁ ବାରମ୍ବାର ୟନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡି ଯାଉନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:3
ସେ ଦମ୍ମସକେ ନିକଟକୁ ଆସିଲେ। ହଠାତ୍ ସ୍ବର୍ଗରୁ ଗୋଟିଏ ଆଲୋକ ତାହାଙ୍କ ଚ଼ାରିପଟେ ଉଦ୍ଭାସିତ ହାଇଗେଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 22:6
ମୁଁ ଦମ୍ମସକରେ ନିକଟବର୍ତ୍ତୀ ହେଲା ବେଳେ ହଠାତ୍ ଗୋଟଏ ଘଟଣା ଘଟିଲା। ଦମ୍ମସକରେେ ପହଞ୍ଚିବା ବେଳେ ପ୍ରାୟ ଦ୍ବିପହର ହାଇେଥିଲା। ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ବଳ ଆଲୋକ ମାେ ଚ଼ାରିପାଖ ରେ ପ୍ରକାଶିତ ହେଲା।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்