No lexicon data found for Strong's number: 1734
ମାଥିଉଲିଖିତ ସୁସମାଚାର 20:6
ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାର ରେ ଦେଖିଲେ ଯେ କେତକେ ଲୋକ ଠିଆ ହାଇେଛନ୍ତି। ସେ ସମାନଙ୍କେୁ ପଚାରିଲେ, 'ତୁମ୍ଭମାନେେ ଦିନସାରା କିଛି କାମ ନକରି ଏଠା ରେ ଏମିତି କାହିଁକି ଠିଆ ହାଇେଛ?'
ମାଥିଉଲିଖିତ ସୁସମାଚାର 20:9
ଯେଉଁମାନେ ପାଞ୍ଚଟା ବେଳେ ଆସିଥିଲେ, ସମାନେେ ମଜୂରୀ ନବୋକୁ ଆସିଲେ। ପ୍ରେତ୍ୟକକ ଶ୍ରମିକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:20
ପଞ୍ଚମ ରେ ପୁଲକମଣି, ଷଷ୍ଠ ମଣିକ୍ଯମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମ ରେ ଫିରୋଜମଣି, ନମମ ରେ ଗୋମଦେକମଣି, ଦଶମ ରେ ଲଶୁନୀୟମଣି, ଏକାଦଶ ରେ ଇନ୍ଦ୍ରନୀଳମଣି, ଓ ଦ୍ବାଦଶ ରେ ସୁଗନ୍ଧମଣି ଖଚିତ ଥିଲା।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்