No lexicon data found for Strong's number: 1637

ମାଥିଉଲିଖିତ ସୁସମାଚାର 25:3
ବୋକୀ ଝିଅ ପାଞ୍ଚଜଣ ସମାନଙ୍କେ ସାଥିଲେ ଦୀପ ସିନା ନଇେଥିଲେ, କିନ୍ତୁ ଦୀପ ଜାଳିବାପାଇଁ ବେଶୀ ତଲେ ଆଣି ନଥିଲେ।

ମାଥିଉଲିଖିତ ସୁସମାଚାର 25:4
ଚ଼ତୁର ଝିଅ ପାଞ୍ଚଜଣ ଦୀପ ତ ନଇେଥିଲେ, ତା'ଛଡ଼ା କାଚ଼ ପାତ୍ର ରେ ଅଧିକ ତଲେ ନଇେଥିଲେ।

ମାଥିଉଲିଖିତ ସୁସମାଚାର 25:8
ବୋକୀ ଝିଅମାନେ ଚ଼ତୁର ଝିଅମାନଙ୍କୁ କହିଲେ, 'ତୁମ୍ଭ ତଲରେୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତଲେ ପ୍ରାୟ ସରି ଯାଇଛି।'

ମାର୍କଲିଖିତ ସୁସମାଚାର 6:13
ସମାନେେ ଲୋକଙ୍କ ଦହରେୁ ଅନକେ ଭୂତଙ୍କୁ ତଡି ଦେଲେ। ସମାନେେ ଅନକେ ରୋଗୀଙ୍କୁ ତୈଳ ଲଗାଇ ସୁସ୍ଥ କରି ଦେଲେ।

ଲୂକଲିଖିତ ସୁସମାଚାର 7:46
ତୁମ୍ଭେ ମାେ ମୁଣ୍ଡ ରେ ତଲେ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମାେ ପାଦ ରେ ଅତର ଲଗାଇଲା।

ଲୂକଲିଖିତ ସୁସମାଚାର 10:34
ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତ ରେ ତଲେ ଓ ଅଙ୍ଗୁର ରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖ ରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନଇଗେଲେ। ଚଟିଘ ରେ ସେ ଆହତ ଲୋକଟିର ଯତ୍ନ ନେଲେ।

ଲୂକଲିଖିତ ସୁସମାଚାର 16:6
ଲୋକଟି ଉତ୍ତର ଦଲୋ, 'ଶ ହେ ଟିଣ ତଲେ।' ଗୁମାସ୍ତା ତାକୁ କହିଲେ, 'ଏଇଟି ତୁମ୍ଭର ହିସାବ କାଗଜ ନିଅ। ବସି ପଡି ତାକୁ କମ୍ କରି ଶୀଘ୍ର ପଚାଶ ବୋଲି ଲେଖିଦିଅ।'

ଏବ୍ରୀମାନଙ୍କ ନିକଟକୁ ପତ୍ର 1:9
ତୁମ୍ଭେ ଧାର୍ମିକତାକୁ ଭଲ ପାଅ, ଓ ତୁମ୍ଭେ ଭୁଲକୁ ଘୃଣା କର। ଅତଏବ ପରମେଶ୍ବର, ତୁମ୍ଭ ପରମେଶ୍ବର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦ ପ୍ରଦାନ କରିଛନ୍ତି।

ଯାକୁବଙ୍କ ପତ୍ 5:14
ଯଦି ତୁମ୍ଭ ମଧ୍ଯରୁ କହେି ଜଣେ ଅସୁସ୍ଥ ଅଛି, ତବେେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ337 ଡ଼ାକିବା ଦରକାର। ସମାନେେ ପ୍ରଭୁଙ୍କ ନାମ ରେ ତାହାଙ୍କୁ ତଲେ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:6
ତା'ପରେ ଚାରି ଜୀବିତପ୍ରାଣୀଙ୍କ ମଧ୍ଯରୁ କହେି ଜଣେ କହିଲା ପରି ମାେତେ ଗୋଟିଏ ସ୍ବର ଶୁଭିଲା। ସେ ସ୍ବର କହୁଥିଲା, ଗୋଟିଏ ଦିନକର ମଜୁରୀ ଏକ କିଲୋ ଗହମ, ଗୋଟିଏ ଦିନକର ମଜୁରୀ ତିନି କିଲୋ ୟବ ହବେ। କିନ୍ତୁ ତଲେ ଓ ଅଙ୍ଗୁରରସର କ୍ଷତି କରି ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்