No lexicon data found for Strong's number: 1624

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:6
କେତେ ଲୋକ ଏହି ବିଷୟଗୁଡ଼ିକ ପ୍ରତି ଧ୍ଯାନ ନ ଦଇେ, ପଥଭ୍ରଷ୍ଟ ହାଇେଛନ୍ତି। ସମାନେେ ଏବେ ମୂଲ୍ଯହୀନ କଥାଗୁଡ଼ିକ କୁହନ୍ତି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:15
ଏଥିପୂର୍ବରୁ କେତେ ଜଣ ୟୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:20
ତୀମଥି, ପରମେଶ୍ବର ତୁମ୍ଭ ଉପରେ ଅନକେ ବିଷୟର ଭାର ଦଇେଛନ୍ତି। ସଗେୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ସତ୍ଯ ବିରୁଦ୍ଧ ରେ ୟୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ଏହାକୁ ସମାନେେ ମିଛ ରେ ଜ୍ଞାନ ବୋଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:4
ଲୋକେ ସତକଥା ଶୁଣିବା ବନ୍ଦ କରି ଦବେେ। ମଥ୍ଯା କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କର। ସୁସମାଚାର ପ୍ରଚାର କାମ କରି ଚାଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରିବାକୁ ସମାନେେ ଆରମ୍ଭ କରିବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:13
ଧାର୍ମିକ ହାଇେ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହବୋର କାରଣ ହବେ ନାହିଁ, ଓ ତୁମ୍ଭମାନେେ ରକ୍ଷା ପାଇପାରିବ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்