Base Word
διαφθορά
Short Definitiondecay
Long Definitioncorruption, destruction
Derivationfrom G1311
Same asG1311
International Phonetic Alphabetði.ɑ.fθoˈrɑ
IPA modði.ɑ.fθowˈrɑ
Syllablediaphthora
Dictionthee-ah-fthoh-RA
Diction Modthee-ah-fthoh-RA
Usagecorruption

ରେରିତମାନଙ୍କ କାର୍ଯ୍ୟର ବିବରଣ 2:27
ମାେ ଶରୀର ମଧ୍ଯ ଭରସା ରେ ବଞ୍ଚି ରହିବ, ଯେ ହତେୁ ତୁମ୍ଭେ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନ ରେ ଛାଡ଼ିଦବେ ନାହିଁ। ତୁମ୍ଭେ ନିଜର ପବିତ୍ର ବ୍ଯକ୍ତିକୁ କବର ରେ କ୍ଷୟ ହବୋକୁ ଦବେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:31
ଏଣୁ ଭବିଷ୍ଯତ ରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସମ୍ପର୍କ ରେ କହିଥିଲେ, ତାହାଙ୍କ ମୃତ୍ଯୁର ସ୍ଥାନ ରେ ଛାଡ଼ି ଦିଆ ଯାଇନାହିଁ ଓ ତାହାଙ୍କର ଦହେ କବର ରେ ପଚିସଢ଼ି ଯାଇନାହିଁ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 13:34
ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣିଥରେ କବରପ୍ରାପ୍ତ ହାଇେ କ୍ଷୟ ନହୁଏ। ଏ ବିଷୟ ରେ ସେ କହିଲେ,

ରେରିତମାନଙ୍କ କାର୍ଯ୍ୟର ବିବରଣ 13:35
ପବିତ୍ର ବାକ୍ଯର ଅନ୍ୟ ସ୍ଥାନ ରେ ମଧ୍ଯ ଲଖାେଅଛି,

ରେରିତମାନଙ୍କ କାର୍ଯ୍ୟର ବିବରଣ 13:36
ଦାଉଦ ତାହାଙ୍କ ୟୁଗ ରେ ପରମେଶ୍ବରଙ୍କର ଇଚ୍ଛା ଅନୁସାରେ ସବୋକାର୍ୟ୍ଯ କରି ସାରିଲାପରେ ଦହେତ୍ଯାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:37
କିନ୍ତୁ ପରମେଶ୍ବର ଯାହାଙ୍କୁ ମୃତ୍ଯୁରୁ ଉେଠଇଲେ ସେ କ୍ଷୟପ୍ରାପ୍ତ ହାଇେ ନଥିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்