No lexicon data found for Strong's number: 1303

ଲୂକଲିଖିତ ସୁସମାଚାର 22:29
ମାରେ ପରମପିତା ମାେତେ ଗୋଟିଏ ରାଜ୍ଯ ଦଇେଛନ୍ତି। ମାେ ସହିତ ତୁମ୍ଭମାନେେ ମଧ୍ଯ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି।

ଲୂକଲିଖିତ ସୁସମାଚାର 22:29
ମାରେ ପରମପିତା ମାେତେ ଗୋଟିଏ ରାଜ୍ଯ ଦଇେଛନ୍ତି। ମାେ ସହିତ ତୁମ୍ଭମାନେେ ମଧ୍ଯ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:25
ତୁମ୍ଭମାନେେ ସହେି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ବର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭମାନେେ ମଧ୍ଯ ତା'ର ଉତ୍ତରାଧିକାରୀ। ସେ ଅବ୍ରାହାମଙ୍କୁ କହିଥିଲେ, 'ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ବାରା ଜଗତ ରେ ସବୁ ଲୋକ ଆଶୀର୍ବାଦ ପାଇବେ।'

ଏବ୍ରୀମାନଙ୍କ ନିକଟକୁ ପତ୍ର 8:10
ଏହି ନୂତନ ନିୟମଟି ମୁଁ ଇଶ୍ରାୟେଲର ଲୋକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ଯତ ରେ କରିବି ପ୍ରଭୁ କୁହନ୍ତି : ମୁଁ ସମାନଙ୍କେ ମନ ରେ ଆପଣା ବ୍ଯବସ୍ଥା ଦବେି ସମାନଙ୍କେ ହୃଦୟ ରେ ସହେିସବୁ ଲେଖିବି। ମୁଁ ସମାନଙ୍କେ ପରମେଶ୍ବର ହବେି, ଓ ସମାନେେ ମାରେ ଲୋକ ହବେେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:16
ଯେତବେେଳେ ଜଣେ ଲୋକ ମୃତ୍ଯୁବରଣ କରେ ସେ ଗୋଟିଏ ଉଇଲ୍ ଛାଡ଼ି ଯାଏ। କିନ୍ତୁ ଲୋକେ ସହେି ଲୋକଜଣକର ମୃତ୍ଯୁ ପ୍ରମାଣିତ କରିବା ଉଚିତ୍।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:17
ଚୁକ୍ତି ଲେଖିଥିବା ଲୋକ ଯଦି ଜୀବିତ, ତା ହେଲେ ସହେି ଉଇଲ୍ଟି କାର୍ୟ୍ଯକାରୀ ହାଇେ ପାରିବ ନାହିଁ। ମଣିଷଟି ମରିଗଲା ପରେ ଯାଇ ଉଇଲ୍ଟି ଲାଗୁ ହାଇେ ପାରିବ।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:16
ପ୍ରଭୁ କହିଲେ, ଭବିଷ୍ଯତ ରେ ମାେ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ହୃଦୟ ରେ ରଖିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ମନ ରେ ଲେଖିବି। ୟିରିମିୟ 31:33

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்