Base Word
διαπαντός
Short Definitionthrough all time, i.e., (adverbially) constantly
Long Definitionconstantly, always, continually
Derivationfrom G1223 and the genitive case of G3956
Same asG1223
International Phonetic Alphabetði.ɑ.pɑnˈtos
IPA modði.ɑ.pɑnˈtows
Syllablediapantos
Dictionthee-ah-pahn-TOSE
Diction Modthee-ah-pahn-TOSE
Usagealway(-s), continually

ମାର୍କଲିଖିତ ସୁସମାଚାର 5:5
ସେ ଦିନରାତି ସଦା ବେଳେ କବର ଓ ପାହାଡ ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥର ରେ କ୍ଷତ ବିକ୍ଷତ କରି ପକାଉଥିଲା।

ଲୂକଲିଖିତ ସୁସମାଚାର 24:53
ସମାନେେ ସବୁ ସମୟରେ ମନ୍ଦିର ରେ ରହି ପରମେଶ୍ବରଙ୍କ ସ୍ତୁତି କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:2
ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହ ରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ଯ ପରମେଶ୍ବରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:16
ସେଥିପାଇଁ ମୁଁ ପରମେଶ୍ବର ଓ ଲୋକମାନଙ୍କ ପାଖ ରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ସର୍ବଦା ଚେ଼ଷ୍ଟା କରେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:10
ସମାନଙ୍କେର ଆଖି ସତ୍ଯକୁ ଦେଖି ନ ପାରିବା ପାଇଁ ବନ୍ଦ ହଇେ ଯାଉ। ସର୍ବଦା ପାଇଁ ସମାନଙ୍କେର ଅଣ୍ଟା ନଇଁ ପଡୁ। ଗୀତସଂହିତା 69:22-23

ଏବ୍ରୀମାନଙ୍କ ନିକଟକୁ ପତ୍ର 9:6
ମାରେ କହିବା ଅନୁଯାଯୀ ସହେି ତମ୍ବୁ ରେ ସମସ୍ତ କିଛି ପ୍ରସ୍ତୁତ କରି ରଖା ଯାଇଥିଲା। ଯାଜକମାନେ ଉପାସନା କର୍ୟ୍ଯ କରିବା ପାଇଁ ପ୍ରଥମ ବଖରାଟିକୁ ପ୍ରତିଦିନ ଯାଆନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 13:15
ଅତଏବ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କବେେ ହେଲେ ବନ୍ଦ କରିବା ଉଚିତ ନୁହେଁ। ମୁଖ ଦ୍ବାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସହେି 'ବଳି' ଅଟେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்