ମାଥିଉଲିଖିତ ସୁସମାଚାର 5:29
ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର
ମାଥିଉଲିଖିତ ସୁସମାଚାର 5:30
ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗି ଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କ ରେ ପଡିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହାଇଯେିବା ଭଲ।
ମାଥିଉଲିଖିତ ସୁସମାଚାର 5:39
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ କୌଣସି ମନ୍ଦ ଲୋକର ବିରୁଦ୍ଧ ରେ ଠିଆ ହୁଅନାହିଁ। ବରଂ ଯଦି କହେି ତୁମ୍ଭର ଡାହାଣ ଗାଲ ରେ ଗ୍ଭପୁଡାଟିଏ ମା ରେ ତବେେ ତୁମ୍ଭେ ତା ଆଡକୁ ଆର ଗାଲଟି ମଧ୍ଯ ଦେଖଇେ ଦିଅ।
ମାଥିଉଲିଖିତ ସୁସମାଚାର 6:3
ଯେତବେେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତବେେଳେ ତୁମ୍ଭର ଡାହାଣ ହାତ କଣ କରୁଛି, ସେ ବିଷୟ ରେ ବାମ ହାତକୁ ମଧ୍ଯ ଜାଣିବାକୁ ସୁଯୋଗ ଦିଅନାହିଁ। ତୁମ୍ଭେ କ'ଣ କରୁଛ, ତାହା ଯେପରି କହେି ନ ଜାଣନ୍ତୁ।
ମାଥିଉଲିଖିତ ସୁସମାଚାର 20:21
ଯୀଶୁ ପଚ଼ାରିଲେ, ତୁମ୍ଭେ କ'ଣ ଚ଼ାହୁଁଛ?
ମାଥିଉଲିଖିତ ସୁସମାଚାର 20:23
ଯୀଶୁ ସମାନଙ୍କେୁ କହିଲେ, ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭମାନେେ ମଧ୍ଯ ପ୍ରକୃତ ରେ ସହେିଭଳି ଯାତନା ଭୋଗ କରିବ। କିନ୍ତୁ ମାରେଡ଼ାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମାରେ ନାହିଁ। କାରଣ, କିଏ କେଉଁଠା ରେ ବସିବେ, ତାହା ମାରେ ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସମାନଙ୍କେ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସମାନେେ ସହେି ସ୍ଥାନ ରେ ବସିବେ।
ମାଥିଉଲିଖିତ ସୁସମାଚାର 22:44
ପ୍ରଭୁ ମାରେ ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ, ମୁଁ ତୁମ୍ଭର ଶତୃମାନଙ୍କୁ ତୁମ୍ଭର ନିୟନ୍ତ୍ରଣ ରେ ଦବେି ଏବଂ ତୁମ୍ଭେ ମାରେ ଡ଼ାହାଣ ପଟେ ବସିବ। ଗୀତସଂହିତା 110:1
ମାଥିଉଲିଖିତ ସୁସମାଚାର 25:33
ମନୁଷ୍ଯପୁତ୍ର ମଷେମାନଙ୍କୁ ତାହାଙ୍କ ଡ଼ାହାଣ ପଟେ ରଖିବେ ଓ ଛାଗକୁ ତାହାଙ୍କ ବାମ ପଟେ ରଖିବେ।
ମାଥିଉଲିଖିତ ସୁସମାଚାର 25:34
ତା'ପରେ ରାଜା ତାହାଙ୍କ ଡ଼ାହାଣ ପଟ ରେ ଥିବା ଲୋକମାନଙ୍କୁ କହିବେ, 'ଆସ, ମାରେ ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ବର ତୁମ୍ଭକୁ ଯେଉଁ ରାଜ୍ଯ ଦବୋକୁ ପ୍ରତିଶ୍ରୁତି ଦଇେଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହବୋ କାଳରୁ ତୁମ୍ଭ ପାଇଁ ସେ ରାଜ୍ଯ ପ୍ରସ୍ତୁତ ହାଇେ ସାରିଛି।
ମାଥିଉଲିଖିତ ସୁସମାଚାର 26:64
ଯୀଶୁ କହିଲେ, ହଁ, ମୁଁ ପରମେଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ଭବିଷ୍ଯତ ରେ ମନୁଷ୍ଯପୁତ୍ରଙ୍କୁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କ ଡ଼ାହାଣ ପଟେ ବସିଥିବାର ଓ ଆକାଶର ମେଘମାଳା ରେ ଆସୁଥିବାର ଦେଖିବ।
Occurences : 53
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்