ଗୀତସଂହିତା 106:19 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 106 ଗୀତସଂହିତା 106:19

Psalm 106:19
ସହେି ଲୋକମାନେ ହୋରବରେେ ଏକ ଗୋବତ୍ସ ନିର୍ମାଣ କଲେ ଓ ଛାଞ୍ଚରେ ଢ଼ଳା ପ୍ରତିମାକୁ ପୂଜା କଲେ।

Psalm 106:18Psalm 106Psalm 106:20

Psalm 106:19 in Other Translations

King James Version (KJV)
They made a calf in Horeb, and worshipped the molten image.

American Standard Version (ASV)
They made a calf in Horeb, And worshipped a molten image.

Bible in Basic English (BBE)
They made a young ox in Horeb, and gave worship to an image of gold.

Darby English Bible (DBY)
They made a calf in Horeb, and did homage to a molten image;

World English Bible (WEB)
They made a calf in Horeb, And worshiped a molten image.

Young's Literal Translation (YLT)
They make a calf in Horeb, And bow themselves to a molten image,

They
made
יַעֲשׂוּyaʿăśûya-uh-SOO
a
calf
עֵ֥גֶלʿēgelA-ɡel
Horeb,
in
בְּחֹרֵ֑בbĕḥōrēbbeh-hoh-RAVE
and
worshipped
וַ֝יִּשְׁתַּחֲו֗וּwayyištaḥăwûVA-yeesh-ta-huh-VOO
the
molten
image.
לְמַסֵּכָֽה׃lĕmassēkâleh-ma-say-HA

Cross Reference

ଯାତ୍ରା ପୁସ୍ତକ 32:4
ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ର ରେ ଛାଞ୍ଚ ପ୍ରସ୍ତୁତ କରି ସେଥି ରେ ଢଳା ବାଛୁରୀ ନିର୍ମାଣ କଲେ।

ଯାତ୍ରା ପୁସ୍ତକ 32:35
ତେଣୁ ସଦାପ୍ରଭୁ ଲୋକମାନଙ୍କ ଉପରେ ଭୟଙ୍କର ଅସୁସ୍ଥତା ଆଣିଲେ, ସେ ଏପରି କଲେ କାରଣ ଲୋକମାନେ ହାରୋଣଙ୍କୁ ଏହି ସୁବର୍ଣ୍ଣ ବାଛୁରୀ ତିଆରି କରିବାକୁ କହିଥିଲେ।

ଦିତୀୟ ବିବରଣ 9:8
ତୁମ୍ଭମାନେେ ହାରେବେ ରେ ସଦାପ୍ରଭୁଙ୍କୁ କ୍ରୋଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କୋର୍ଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ଯତ ହେଲେ।

ଦିତୀୟ ବିବରଣ 9:12
ସଦାପ୍ରଭୁ ମାେତେ କହିଲେ, 'ଉଠ' ଏସ୍ଥାନରକ୍ସ୍ଟ ଶୀଘ୍ର ତଳକକ୍ସ୍ଟ ୟାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଅଛ। ତୁମ୍ଭର ଲୋକମାନେ ସହେି ନିଜକକ୍ସ୍ଟ ଦକ୍ସ୍ଟର୍ନୀତି ଗ୍ରସ୍ଥ କରିଅଛନ୍ତି। ମୁ ସମାନଙ୍କେୁ ଯେଉଁ ପଥ ନିର୍ଦ୍ଦେଶ ଦଇେଥିଲି ତହିଁରକ୍ସ୍ଟ ସମାନେେ ଶୀଘ୍ର ବିମକ୍ସ୍ଟଖ ହେଲେ। ସମାନେେ ସମାନଙ୍କେ ନିମନ୍ତେ ଏକ ସ୍ବର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।'

ଦିତୀୟ ବିବରଣ 9:21
ମୁ ତୁମ୍ଭମାନଙ୍କର ପାପପୂର୍ଣ ବସ୍ତକ୍ସ୍ଟକକ୍ସ୍ଟ ଦଗ୍ଧ କଲି। ତୁମ୍ଭମାନେେ ଛାଞ୍ଚ ରେ ଢଳାଇଥିବା ବାଛକ୍ସ୍ଟରିକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲି। ତା'ପରେ ମୁ ଏହାକକ୍ସ୍ଟ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସକ୍ସ୍ଟକ୍ଷ୍ମ ହବୋ ପର୍ୟ୍ଯନ୍ତ ମୁ ଏହାକକ୍ସ୍ଟ ଦଳିଲି। ତା'ପରେ ଢାଞ୍ଚା ନିର୍ମିତ ବାଛକ୍ସ୍ଟରିର ଭସ୍ମକକ୍ସ୍ଟ ଜଳଷୋର୍ତ ରେ ନିକ୍ଷପେ କଲି। ଯାହା ପର୍ବତରକ୍ସ୍ଟ ଆସକ୍ସ୍ଟଥିଲା।

ନିହିମିୟା 9:18
ସମାନେେ ଯେତବେେଳେ ଛାଞ୍ଚଢଳା ଗୋବତ୍ସ ନିର୍ମାଣ କଲେ, ' ଯେଉଁ ଦବେତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ,' ସେ ଇଏ ଅଟେ। ଏହା କହି ସମାନେେ ପରମେଶ୍ବରଙ୍କର ବହୁତ ନିନ୍ଦା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:41
ସହେି ସମୟରେ ସମାନେେ ଗୋଟିଏ ବାଛୁରୀର ମୂର୍ତ୍ତି ତିଆରି କରି ସହେି ମୂର୍ତ୍ତି ଆଗ ରେ ବଳି ଦେଲେ। ସମାନେେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସି ହେଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:7
ସମାନଙ୍କେ ଭିତ ରେ କେତକଙ୍କେ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁ ହେ : ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।