Proverbs 21:14
ଗୁପ୍ତ ରେ ଦାନ ଦେଲେ କୋରଧ ଶାନ୍ତ ହୁଏ। ପୁଣି ଅଣ୍ଟି ରେ ଲାଞ୍ଚ ପ୍ରଦାନ ପ୍ରଚଣ୍ଡ କୋପ ଶାନ୍ତ କରେ।
Proverbs 21:14 in Other Translations
King James Version (KJV)
A gift in secret pacifieth anger: and a reward in the bosom strong wrath.
American Standard Version (ASV)
A gift in secret pacifieth anger; And a present in the bosom, strong wrath.
Bible in Basic English (BBE)
By a secret offering wrath is turned away, and the heat of angry feelings by money in the folds of the robe.
Darby English Bible (DBY)
A gift in secret pacifieth anger; and a present in the bosom, vehement fury.
World English Bible (WEB)
A gift in secret pacifies anger; And a bribe in the cloak, strong wrath.
Young's Literal Translation (YLT)
A gift in secret pacifieth anger, And a bribe in the bosom strong fury.
| A gift | מַתָּ֣ן | mattān | ma-TAHN |
| in secret | בַּ֭סֵּתֶר | bassēter | BA-say-ter |
| pacifieth | יִכְפֶּה | yikpe | yeek-PEH |
| anger: | אָ֑ף | ʾāp | af |
| reward a and | וְשֹׁ֥חַד | wĕšōḥad | veh-SHOH-hahd |
| in the bosom | בַּ֝חֵ֗ק | baḥēq | BA-HAKE |
| strong | חֵמָ֥ה | ḥēmâ | hay-MA |
| wrath. | עַזָּֽה׃ | ʿazzâ | ah-ZA |
Cross Reference
ହିତୋପଦେଶ 18:16
ମନୁଷ୍ଯର ଭଟେୀ ତାକୁ ପ୍ରବେଶ ଦିଏ। ପ୍ରଭାବଶାଳୀ ଲୋକମାନଙ୍କର ଉପସ୍ଥିତ ଭିତରକୁ।
ହିତୋପଦେଶ 19:6
ଅନକେ ଲୋକ ବଦାନ୍ଯ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି। ପୁଣି ପ୍ରେତ୍ୟକକ ଲୋକ ସହେି ଲୋକର ବନ୍ଧୁ ହୁଅନ୍ତି ୟିଏ ଉପହାର ଦିଏ।
ହିତୋପଦେଶ 17:8
ଗୋଟିଏ ଉତ୍କୋଚ ଗୋଟିଏ ୟାଦୁ ପଥର ପରି, ଏହା ଜଣେ ଦଇେଥିବାର ଆଖି ରେ ଅଟେ, ସେ ଯେଉଁ ଦିଗ ରେ ଘୂ ରେ, ସେ କୃପାଲାଭ କରେ।
ଆଦି ପୁସ୍ତକ 32:20
ତୁମ୍ଭମାନେେ କହିବ, 'ଏହିସବୁ ତୁମ୍ଭପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛ ରେ ଆସୁଛି।'
ଆଦି ପୁସ୍ତକ 43:11
ଏହାପରେ ତାଙ୍କର ପିତା ଇଶ୍ରାୟେଲ କହିଲେ, ଯଦି ଏହା ସତ୍ଯ ତବେେ ବିନ୍ଯାମୀନକୁ ତୁମ୍ଭ ସହିତ ନଇୟୋଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନଇୟୋଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁଗ୍ଗୁଳ ଓ ଗନ୍ଧରସ ନଇେ ୟାଅ।
ପ୍ରଥମ ଶାମୁୟେଲ 25:35
ତହକ୍ସ୍ଟଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରକ୍ସ୍ଟ ତାହା ଗ୍ରହଣ କଲେ ଓ ତାକକ୍ସ୍ଟ କହିଲେ, ଭଲ ରେ ତୁମ୍ଭେ ଘରକକ୍ସ୍ଟ ୟାଅ, ଦେଖ, ମୁ ତକ୍ସ୍ଟମ୍ଭ କଥା ଶକ୍ସ୍ଟଣିଲି ଓ ତୁମ୍ଭକୁ ଗ୍ରହଣ କଲି।
ହିତୋପଦେଶ 17:23
ଦୁଷ୍ଟ ଲୋକ ନ୍ଯାଯରୁ ବଞ୍ଚିବାକୁ ଲୁଚଇେ କରି ଉତ୍କୋଚ ନିଏ।
ମାଥିଉଲିଖିତ ସୁସମାଚାର 6:3
ଯେତବେେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତବେେଳେ ତୁମ୍ଭର ଡାହାଣ ହାତ କଣ କରୁଛି, ସେ ବିଷୟ ରେ ବାମ ହାତକୁ ମଧ୍ଯ ଜାଣିବାକୁ ସୁଯୋଗ ଦିଅନାହିଁ। ତୁମ୍ଭେ କ'ଣ କରୁଛ, ତାହା ଯେପରି କହେି ନ ଜାଣନ୍ତୁ।