Matthew 26:46
ଉଠ, ଆମ୍ଭେ ୟିବା। ଦେଖ, ମାେତେ ଶତୃମାନଙ୍କ ହାତ ରେ ଯେଉଁ ଲୋକଟି ଦଇଦେବେ, ସେ ଏଠାକୁ ଆସୁଛି।
Matthew 26:46 in Other Translations
King James Version (KJV)
Rise, let us be going: behold, he is at hand that doth betray me.
American Standard Version (ASV)
Arise, let us be going: behold, he is at hand that betrayeth me.
Bible in Basic English (BBE)
Up, let us be going: see, he who gives me up is near.
Darby English Bible (DBY)
Arise, let us go; behold, he that delivers me up has drawn nigh.
World English Bible (WEB)
Arise, let's be going. Behold, he who betrays me is at hand."
Young's Literal Translation (YLT)
Rise, let us go; lo, he hath come nigh who is delivering me up.'
| Rise, | ἐγείρεσθε | egeiresthe | ay-GEE-ray-sthay |
| let us be going: | ἄγωμεν· | agōmen | AH-goh-mane |
| behold, | ἰδού, | idou | ee-THOO |
| hand at is he | ἤγγικεν | ēngiken | AYNG-gee-kane |
| ὁ | ho | oh | |
| that doth betray | παραδιδούς | paradidous | pa-ra-thee-THOOS |
| me. | με | me | may |
Cross Reference
ଯୋହନଲିଖିତ ସୁସମାଚାର 14:31
କିନ୍ତୁ ଏହି ଜଗତ ଜାଣିବା ଉଚିତ ଯେ, ମୁଁ ପରମପିତାଙ୍କୁ ପ୍ ରମେ କରେ। ତେଣୁ ପରମପିତା ମାେତେ ଯେପରି କହିଛନ୍ତି, ମୁଁ ଠିକ୍ ସପରେି କରିବି। ଚାଲ ୟିବା । ଆମ୍ଭେ ଏ ସ୍ଥାନ ତ୍ଯାଗ କରିବା।
ପ୍ରଥମ ଶାମୁୟେଲ 17:48
ଏହାପରେ ସହେି ପଲେଷ୍ଟୀୟ ଦାଉଦକକ୍ସ୍ଟ ଆକ୍ରମଣ କରିବାକୁ ଉଠି ପଡିଲା ଏବଂ ଦାଉଦର ନିକଟରକ୍ସ୍ଟ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭଟେିବାକକ୍ସ୍ଟ ସୈନ୍ଯବାହିନୀ ଆଡେ ଦୌଡିଲେ।
ଲୂକଲିଖିତ ସୁସମାଚାର 9:51
ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।
ଲୂକଲିଖିତ ସୁସମାଚାର 12:50
ମାେତେ 'ଅନ୍ୟପ୍ରକାରର ବାପ୍ତିସ୍ମ' ଦ୍ବାରା ବାପ୍ତିଜିତ ହବୋକୁ ପଡିବ। ଏହା ନ ହବୋ ପର୍ୟ୍ଯନ୍ତ ମୁଁ ପୀଡା ଅନୁଭବ କରୁଛି।
ଲୂକଲିଖିତ ସୁସମାଚାର 22:15
ଯୀଶୁ ସମାନଙ୍କେୁ କହିଲେ, ମୁଁ ମାେ ମୃତ୍ଯୁ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏକାଠି ଏହି ନିସ୍ତାର ପର୍ବର ଖାଦ୍ୟ ଖାଇବା ପାଇଁ ଏକାନ୍ତ ଇଚ୍ଛା କରିଥିଲିା
ରେରିତମାନଙ୍କ କାର୍ଯ୍ୟର ବିବରଣ 21:13
କିନ୍ତୁ ପାଉଲ କହିଲେ, ତୁମ୍ଭମାନେେ କାହିଁକି କାନ୍ଦୁଛ? ତୁମ୍ଭମାନେେ କାହିଁକି ଏପରି ମାେତେ ଦୁଃଖିତ କରୁଛ? ୟିରୂଶାଲମ ରେ ମୁଁ ବନ୍ଧା ହବୋ ପାଇଁ ଯେ କବଳେ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମ ରେ ମରିବା ପାଇଁ ମଧ୍ଯ ପ୍ରସ୍ତୁତ ଅଛି।