English
ମାର୍କଲିଖିତ ସୁସମାଚାର 14:1 ଚିତ୍ର
ନିସ୍ତାର ପର୍ବ ଓ ଖମୀର ଶୁନ୍ଯ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନ ଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳ ରେ ବନ୍ଦୀ କରି ତା'ପରେ ମାରି ଦବୋ ପାଇଁ ଉପାୟ ଖୋଜୁ ଥିଲେ।