ଯିରିମିୟଙ୍କ ବିଳାପ 3:38 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟଙ୍କ ବିଳାପ ଯିରିମିୟଙ୍କ ବିଳାପ 3 ଯିରିମିୟଙ୍କ ବିଳାପ 3:38

Lamentations 3:38
ପରମେଶ୍ବର ସମସ୍ତ ମଙ୍ଗଳ ଓ ଅମଙ୍ଗଳର ସର୍ବୋପରିସ୍ଥ ଆଜ୍ଞାଦାତା।

Lamentations 3:37Lamentations 3Lamentations 3:39

Lamentations 3:38 in Other Translations

King James Version (KJV)
Out of the mouth of the most High proceedeth not evil and good?

American Standard Version (ASV)
Out of the mouth of the Most High cometh there not evil and good?

Bible in Basic English (BBE)
Do not evil and good come from the mouth of the Most High?

Darby English Bible (DBY)
Out of the mouth of the Most High doth not there proceed evil and good?

World English Bible (WEB)
Doesn't evil and good come out of the mouth of the Most High?

Young's Literal Translation (YLT)
From the mouth of the Most High Go not forth the evils and the good.

Out
of
the
mouth
מִפִּ֤יmippîmee-PEE
High
most
the
of
עֶלְיוֹן֙ʿelyônel-YONE
proceedeth
לֹ֣אlōʾloh
not
תֵצֵ֔אtēṣēʾtay-TSAY
evil
הָרָע֖וֹתhārāʿôtha-ra-OTE
and
good?
וְהַטּֽוֹב׃wĕhaṭṭôbveh-ha-tove

Cross Reference

ଯିଶାଇୟ 45:7
ଆମ୍ଭେ ଆଲୋକ ସୃଷ୍ଟିକରୁ ଓ ଆମ୍ଭେ ଅନ୍ଧକାର ମଧ୍ଯ ସୃଷ୍ଟି କରୁ। ଆମ୍ଭେ ଶାନ୍ତି ରଚନା କରୁ ଓ ଅନିଷ୍ଟ ମଧ୍ଯ ସୃଷ୍ଟି କରୁ। ଆମ୍ଭେ ସଦାପ୍ରଭୁ ଏ ସମସ୍ତ ସାଧନ କରୁ।

ଆୟୁବ ପୁସ୍ତକ 2:10
ଆୟୁବ ତା'ର ପତ୍ନୀକୁ ଉତ୍ତର ଦଲୋ, ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ବର ଆମ୍ଭକୁ ସବୁକିଛି ଭଲ ଜିନିଷ ଦଇେଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସହେିଭଳି ଆମ୍ଭେ ମଧ୍ଯ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍। ଯଦିଓ ଏହାସବୁ ଘଟିଲା ଆୟୁବ ତା' ଓଷ୍ଠ ରେ ପାପ କଲା ନାହିଁ।

ଆମୋଷ 3:6
ଯଦି ନଗର ରେ ତୂରୀ ବାଜି ଉଠିବ ତବେେ ଲୋକମାନେ ଭୟ ରେ ଥରହର ହବେେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅରେ କୌଣସି ଅସୁବିଧା ଘଟିବ ନାହିଁ।

ଯିରିମିୟ 32:42
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ସମାନଙ୍କେ ପ୍ରତି ଯେଉଁପରି ଭାବରେ ମହା ଅମଙ୍ଗଳ ଘଟାଇଅଛୁ, ସହେିପରି ଭାବରେ ସମାନଙ୍କେ ପ୍ରତି ମଙ୍ଗଳ ବିଧାନ କରିବା, ଏହା ଆମ୍ଭେ ପ୍ରତିଜ୍ଞା କରିଅଛୁ।

ଗୀତସଂହିତା 75:7
ପରମେଶ୍ବର ବିଚାରକର୍ତ୍ତା ଅଟନ୍ତି ଏବଂ ପରମେଶ୍ବର ନିଷ୍ପତ୍ତି ନବେେ କିଏ ୟେ ମହାନ୍ ହବେ। ପରମେଶ୍ବର ହିଁ ୟେ କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିପାରନ୍ତି।

ହିତୋପଦେଶ 29:26
ଅନକେ ଶାସନକର୍ତ୍ତାର ପାଖରୁ ନ୍ଯାଯ ପାଇଁ ଇଚ୍ଛା କରନ୍ତି। ମାତ୍ର ମନୁଷ୍ଯର ପ୍ରକୃତ ବିଚାର ସଦାପ୍ରଭୁଙ୍କଠାରୁ ଆସିଥାଏ।