ଯିଶାଇୟ 9:4 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 9 ଯିଶାଇୟ 9:4

Isaiah 9:4
ଏପରି କାହିଁକି ହବେ, କାରଣ ତୁମ୍ଭେ ସମାନଙ୍କେର ଶକ୍ତ ଭାର ବହନ କରିବ। ସମାନଙ୍କେର ସ୍କନ୍ଧସ୍ଥିତ ୟୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦବୋକୁ ବ୍ଯବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିଯନକୁ ପରାଜିତ କଲାଭଳି ଏହା ହବେ।

Isaiah 9:3Isaiah 9Isaiah 9:5

Isaiah 9:4 in Other Translations

King James Version (KJV)
For thou hast broken the yoke of his burden, and the staff of his shoulder, the rod of his oppressor, as in the day of Midian.

American Standard Version (ASV)
For the yoke of his burden, and the staff of his shoulder, the rod of his oppressor, thou hast broken as in the day of Midian.

Bible in Basic English (BBE)
For by your hand the yoke on his neck and the rod on his back, even the rod of his cruel master, have been broken, as in the day of Midian.

Darby English Bible (DBY)
For thou hast broken the yoke of his burden and the staff of his shoulder, the rod of his oppressor, as in the day of Midian.

World English Bible (WEB)
For the yoke of his burden, and the staff of his shoulder, the rod of his oppressor, you have broken as in the day of Midian.

Young's Literal Translation (YLT)
Because the yoke of its burden, And the staff of its shoulder, the rod of its exactor, Thou hast broken as `in' the day of Midian.

For
כִּ֣י׀kee
thou
hast
broken
אֶתʾetet

עֹ֣לʿōlole
the
yoke
סֻבֳּל֗וֹsubbŏlôsoo-boh-LOH
burden,
his
of
וְאֵת֙wĕʾētveh-ATE
and
the
staff
מַטֵּ֣הmaṭṭēma-TAY
shoulder,
his
of
שִׁכְמ֔וֹšikmôsheek-MOH
the
rod
שֵׁ֖בֶטšēbeṭSHAY-vet
of
his
oppressor,
הַנֹּגֵ֣שׂhannōgēśha-noh-ɡASE
day
the
in
as
בּ֑וֹboh
of
Midian.
הַחִתֹּ֖תָhaḥittōtāha-hee-TOH-ta
כְּי֥וֹםkĕyômkeh-YOME
מִדְיָֽן׃midyānmeed-YAHN

Cross Reference

ଯିଶାଇୟ 14:25
ମୁଁ ନିଜ ରାଜ୍ଯ ରେ ଅଶୂରୀଯ ରାଜାକୁ ବିନାଶ କରିବି। ମାରେପର୍ବତ ଉପ ରେ ତାକୁ ପଦଦଳିତ କରିବି। କାରଣ ସହେି ରାଜା ମାରେ ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସମାନଙ୍କେ ସ୍କନ୍ଧ ରେ ୟୁଆଳିର ଭାର ରଖୁଥିଲା। ସହେି ୟୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହବେ।

ଯିଶାଇୟ 10:26
ତା'ପ ରେ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରକୁ ବେତ୍ରାଘାତ କରିବେ। ଅତୀତ ରେ ଓ ରବେ ଶୈଳ ରେ ମିଦିଯନର ହତ୍ଯା ଯେପରି ସଦାପ୍ରଭୁ କରିଥିଲେ ଅଶୂରକୁ ଆକ୍ରମଣ କଲା ବେଳେ ସେ ସହେିପରି କରିବେ। ଆଉ ଅତୀତ ରେ ସଦାପ୍ରଭୁ ଯେପରି ତାଙ୍କର ୟଷ୍ଟି ସମୁଦ୍ର ଉପ ରେ ଧାରଣ କରିଥିଲେ ଓ ମିଶରକୁ ଦଣ୍ଡ ଦଇେ ତାଙ୍କର ଲୋକମାନଙ୍କୁ ରକ୍ଷା କରିଥିଲେ, ସହେିପରି ସେ ଅଶୂରରୁ ନିଜ ଲୋକମାନଙ୍କୁ ରକ୍ଷା କରିବେ।

ନାହୂମ 1:13
ଆମ୍ଭେ ତୁମ୍ଭମାନଙ୍କର ବକରେେ ଥିବା ଅଶୂରୀଯର ୟୁଆଳୀକୁ କାଢିନବୋ, ଏବଂ ଆମ୍ଭେ ତୁମ୍ଭର ଶିକୁଳିକୁ ଛିଣ୍ତାଇ ଦବୋ।

ଯିଶାଇୟ 54:14
ତୁମ୍ଭେ ଧାର୍ମିକତା ରେ ସ୍ଥିରୀକୃତ ହବେ ; ତୁମ୍ଭେ ଅତ୍ଯାଚାରରୁ ଦୂ ରଇେ ରହିବ ; କାରଣ ତୁମ୍ଭେ ଭୟଭୀତ ହବେ ନାହିଁ, ପୁଣି ଭୟଠାରୁ ଦୂ ରଇେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।

ଯିଶାଇୟ 10:5
ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।

ବିଚାରକର୍ତାମାନଙ୍କ ବିବରଣ 8:10
ସହେି ସମୟରେ ସବହେ ଓ ସଲ୍ମକ୍ସ୍ଟନ୍ନ କର୍କୋର ନଗର ରେ ଥିଲେ। ସମାନଙ୍କେ ସହିତ 15,000 ସୈନ୍ଯ ଥିଲେ। ଏହି ସୈନ୍ଯମାନେ, ଯେଉଁମାନେ ପୂର୍ବ ଦେଶୀଯ ଲୋକମାନଙ୍କର ସୈନ୍ଯବାହୀନି ରେ ରହିଥିଲେ। 1,20,000 ଜଣ ଶକ୍ତିଶାଳୀ ସୈନ୍ଯ ପୁରାପୁରି ମୃତକ୍ସ୍ଟ୍ଯବରଣ କରିଥିଲେ।

ବିଚାରକର୍ତାମାନଙ୍କ ବିବରଣ 7:22
ଯେତବେେଳେ ଗିଦ୍ଦିୟୋନର 300 ସୈନିକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇଲେ। ସଦାପ୍ରଭୁ ମିଦିଯନୀଯମାନଙ୍କୁ ସମାନଙ୍କେ ନିଜ ନିଜ ମଧିଅରେ ଖଡ୍ଗ ଦ୍ବାରା ୟକ୍ସ୍ଟଦ୍ଧ କରାଇଲେ। ସେଥି ରେ ସୈନ୍ଯଦଳ ସରୋଦାଆଡେ, ବୌଥ୍ ଶିଟା ପର୍ୟ୍ଯନ୍ତ ଟଦ୍ଦତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ୟ୍ଯନ୍ତ ପଳାଯନ କଲେ।

ଯିରିମିୟ 30:8
ସହେି ସମୟରେ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ଓ ଇଶ୍ରାୟେଲର ଲୋକମାନଙ୍କ ସ୍କନ୍ଦରୁ ୟୁଆଳି ସବୁ ଭାଙ୍ଗି ପକାଇବା ଓ ସମାନଙ୍କେର ବନ୍ଧନସବୁ ଛିଣ୍ଡାଇ ପକାଇବା। ପୁଣି ବିଦେଶୀମାନେ ସମାନଙ୍କେୁ ଦାସ୍ଯକର୍ମ କରାଇବେ ନାହିଁ।

ଯିଶାଇୟ 51:13
ସଦାପ୍ରଭୁ ଯେ ଏହି ଆକାଶମଣ୍ଡଳ ବିସ୍ତାର କରି ଅଛନ୍ତି, ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତୁମ୍ଭର ନିର୍ମାଣକର୍ତ୍ତା, ତୁମ୍ଭେ ତାଙ୍କୁ ଭୁଲିଅଛ। ତେଣୁ ତୁମ୍ଭେ ଦିନୟାକ ନିରନ୍ତର ସମାନଙ୍କେୁ ଭୟ କରୁଛ ଯେ ତୁମ୍ଭକୁ ବିନାଶ କରିବାକୁ ଉଦ୍ଯତ ହାଇେ କୋପ କରିଛନ୍ତି। ମାତ୍ର ସହେି ଉପଦ୍ରବକାରୀ ଏବେ କାହାଁନ୍ତି ଓ ତାଙ୍କର କୋପ କାହିଁ ?

ଯିଶାଇୟ 49:26
ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସମାନଙ୍କେର ନିଜ ମାଂସ ଭୋଜନ କରାଇବା ; ସୁମିଷ୍ଟ ଦ୍ରାକ୍ଷାରସ ରେ ସମାନେେ ମତ୍ତ ହେଲାପରି ସମାନେେ ନିଜ ରକ୍ତ ରେ ମତ୍ତ ହବେେ ; ତାହା ହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।

ଯିଶାଇୟ 47:6
ଆମ୍ଭେ ନିଜ ଲୋକମାନଙ୍କ ଉପ ରେ କ୍ରୋଧିତ ହେଲୁଁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତ ରେ ସମାନଙ୍କେୁ ସମର୍ପର କଲୁ। ତୁମ୍ଭେ ସମାନଙ୍କେ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପ ରେ ୟୁଆଳି ବଡ଼ ଭାରି କରି ଥୋଇଲ।

ଯିଶାଇୟ 30:31
ସଦାପ୍ରଭୁଙ୍କ ରବ ଶୁଣି ଅଶୂର ଭୟଭୀତ ହବେ। ସେ ତାକୁ ଏକ ଦଣ୍ଡ ରେ ଆଘାତ କରିବେ।

ଯିଶାଇୟ 14:3
ସଦାପ୍ରଭୁ ତୁମ୍ଭର କଷ୍ଟ ଓ କଠାେର କାର୍ୟ୍ଯକୁ ଦୂର କରିବେ ଏବଂ ତୁମ୍ଭକୁ ସେ ବିଶ୍ରାମ ଦବେେ। କାରଣ ଅତୀତ ରେ ତୁମ୍ଭମାନେେ ଦାସ ଥିଲ ଓ କଠିନ କାର୍ୟ୍ଯ କରିଥିଲ। ତେଣୁ ସଦାପ୍ରଭୁ ତୁମ୍ଭର ସହେି କ୍ଲେଶ ଦୂର କରିବେ।

ଗୀତସଂହିତା 125:3
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିଯନ୍ତ୍ରଣରେ ରଖିପାରିବେ ନାହିଁ। ୟଦି ଏପରି ଘଟିଲା, ତବେେ ଧାର୍ମିକ ଲୋକମାନେ ଅଧର୍ମ କାର୍ୟ୍ଯ କରିବାକୁ ଆରମ୍ଭ କରିଦବେେ।

ଗୀତସଂହିତା 83:9
ହେ ପରମେଶ୍ବର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ୟପରେି ମିଦିଯନମାନଙ୍କୁ, ସୀଷରା ଓ ୟାବୀନମାନଙ୍କୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।

ବିଚାରକର୍ତାମାନଙ୍କ ବିବରଣ 6:1
ପକ୍ସ୍ଟଣିଥରେ ଇଶ୍ରାୟେଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବଚେନା କଲେ। ତେଣୁ ସଦାପ୍ରଭୁ ସାତବର୍ଷ ପାଇଁ ମିଦିଯନୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।

ଲେବୀୟ ପୁସ୍ତକ 26:13
ମୁଁ ତୁମ୍ଭ ସଦାପ୍ରଭୁ ପରମେଶ୍ବର ଅଟେ। ମୁଁ ତୁମ୍ଭମାନଙ୍କୁ ଦାସ ହବୋରୁ ରକ୍ଷା କଲି। ମୁଁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ମୁଁ ତୁମ୍ଭମାନଙ୍କର ୟୁଆଳିର ୟୋତ ଭାଙ୍ଗି ଅଛି ଓ ତୁମ୍ଭମାନେ ମୁଣ୍ତ ଉପରକୁ ଉଠାଇ ସିଧା ଗ୍ଭଲିବ।

ଆଦି ପୁସ୍ତକ 27:40
ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।