Genesis 27:35
ଇସ୍ହାକ କହିଲେ, ତୁମ୍ଭର ଭାଇ ମାେତେ ପ୍ରବଞ୍ଚନା କଲା। ସେ ଆସି ତୁମ୍ଭର ଆଶୀର୍ବାଦ ନଇଗେଲା।
Genesis 27:35 in Other Translations
King James Version (KJV)
And he said, Thy brother came with subtilty, and hath taken away thy blessing.
American Standard Version (ASV)
And he said, Thy brother came with guile, and hath taken away thy blessing.
Bible in Basic English (BBE)
And he said, Your brother came with deceit, and took away your blessing.
Darby English Bible (DBY)
And he said, Thy brother came with subtilty, and has taken away thy blessing.
Webster's Bible (WBT)
And he said, Thy brother came with subtilty, and hath taken away thy blessing.
World English Bible (WEB)
He said, "Your brother came with deceit, and has taken away your blessing."
Young's Literal Translation (YLT)
and he saith, `Thy brother hath come with subtilty, and taketh thy blessing.'
| And he said, | וַיֹּ֕אמֶר | wayyōʾmer | va-YOH-mer |
| Thy brother | בָּ֥א | bāʾ | ba |
| came | אָחִ֖יךָ | ʾāḥîkā | ah-HEE-ha |
| subtilty, with | בְּמִרְמָ֑ה | bĕmirmâ | beh-meer-MA |
| and hath taken away | וַיִּקַּ֖ח | wayyiqqaḥ | va-yee-KAHK |
| thy blessing. | בִּרְכָתֶֽךָ׃ | birkātekā | beer-ha-TEH-ha |
Cross Reference
ଆଦି ପୁସ୍ତକ 27:19
ଯାକୁବ ତାଙ୍କର ପିତାଙ୍କୁ କହିଲା, ମୁଁ ଏଷୌ ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ଯ ଅନୁସାରେ ମୁଁ କରିଛି। ଏବଂ ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମାେତେ ଆଶୀର୍ବାଦ କର।
ଦିତୀୟ ରାଜାବଳୀ 10:19
ବର୍ତ୍ତମାନ ବାଲ୍ର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ, ତା'ର ସମସ୍ତ ପୂଜକଙ୍କୁ ଓ ତା'ର ସମସ୍ତ ଯାଜକମାନଙ୍କୁ ମାେ ନିକଟକୁ ଡାକ। ଦେଖ ଯେ କହେି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ଯ ରେ ମାରେ ଏକ ବଡ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚଯ ହତ୍ଯା କରାୟିବ।
ଆୟୁବ ପୁସ୍ତକ 13:7
ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ରେ ମିଥ୍ଯା କଥା କହିବ। ତୁମ୍ଭେ କ'ଣ ବିଶ୍ବାସ କରୁଛ ଯେ ତୁମ୍ଭର ମିଥ୍ଯା କଥା ପରମେଶ୍ବରଙ୍କ ଦ୍ବାରା ସମର୍ଥିତ ହବେ।
ମଲାଖୀ 2:10
ପରମେଶ୍ବର ଆମ୍ଭ ସମସ୍ତଙ୍କର ପିତା ଓ ଆମ୍ଭ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ତେଣୁ କାହିଁକି ଆମ ମଧ୍ଯରୁ କହେି ଜଣେ ଅନ୍ୟ ଜଣକୁ ପ୍ରତାରଣା କରୁଛି? କାହିଁକି ଆମ୍ଭମାନେେ ଜଣେ ଅନ୍ୟ ଜଣ ପ୍ରତି ଅବିଶ୍ବସ୍ତ? କାହିଁକି ପରମେଶ୍ବର ଯେଉଁ ଚୁକ୍ତି ଆମ୍ଭ ପୂର୍ବପୁରୁଷଙ୍କ ସହିତ କରିଥିଲେ, ଆମ୍ଭମାନେ ତାହା ଭାଙ୍ଗୁଛୁ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:7
ଜଣେ ଲୋକ କହି ପରେ, ଯେତବେେଳେ ମୁଁ ମିଛ ତାହା ତା ହେ ପ୍ରକୃତ ରେ ପରମେଶ୍ବରଙ୍କୁ ଅଧିକତର ମହିମା ପ୍ରଦାନ କରେ, କାରଣ ମାେ ମିଛ, ପରମେଶ୍ବରଙ୍କ ସତ୍ଯକୁ ପ୍ରକାଶ କରେ। ସେଥିପାଇଁ ମାେତେ ପାପୀ ବୋଲି କାହିଁକି ବିଚ଼ାର କରାଗଲା?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:7
ଆମ୍ଭେ ପରମେଶ୍ବରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କବଳେ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ୟ୍ଯ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ବରଙ୍କର ଅଟେ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:6
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧ ରେ କୌଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ ରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସମାନଙ୍କେୁ ପରମେଶ୍ବର ଦଣ୍ଡ ଦବେେ। ଆମ୍ଭେ ଏ ବିଷୟ ରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।