ଏଜ୍ରା 10:7 in Oriya

ଓଡିଆ ଓଡିଆ ବାଇବେଲ ଏଜ୍ରା ଏଜ୍ରା 10 ଏଜ୍ରା 10:7

Ezra 10:7
ଏହାପରେ ସେ ଯିହୁଦା ଓ ୟିରୁଶାଲମର ପ୍ରେତ୍ୟକକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସହେି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ, ସମାନଙ୍କେ ନିକଟରେ ଘାଷେଣା କରି କହିଲେ, ସମାନେେ ୟିରୁଶାଲମ ରେ ଏକତ୍ରୀତ ହବେେ।

Ezra 10:6Ezra 10Ezra 10:8

Ezra 10:7 in Other Translations

King James Version (KJV)
And they made proclamation throughout Judah and Jerusalem unto all the children of the captivity, that they should gather themselves together unto Jerusalem;

American Standard Version (ASV)
And they made proclamation throughout Judah and Jerusalem unto all the children of the captivity, that they should gather themselves together unto Jerusalem;

Bible in Basic English (BBE)
And they made a public statement through all Judah and Jerusalem, to all those who had come back, that they were to come together to Jerusalem;

Darby English Bible (DBY)
And they made proclamation in Judah and Jerusalem to all the children of the captivity, that they should gather themselves together unto Jerusalem;

Webster's Bible (WBT)
And they made proclamation throughout Judah and Jerusalem to all the children of the captivity, that they should assemble at Jerusalem;

World English Bible (WEB)
They made proclamation throughout Judah and Jerusalem to all the children of the captivity, that they should gather themselves together to Jerusalem;

Young's Literal Translation (YLT)
And they cause a voice to pass over into Judah and Jerusalem, to all sons of the removal, to be gathered to Jerusalem,

And
they
made
proclamation
וַיַּֽעֲבִ֨ירוּwayyaʿăbîrûva-ya-uh-VEE-roo

ק֜וֹלqôlkole
Judah
throughout
בִּֽיהוּדָ֣הbîhûdâbee-hoo-DA
and
Jerusalem
וִירֽוּשָׁלִַ֗םwîrûšālaimvee-roo-sha-la-EEM
unto
all
לְכֹל֙lĕkōlleh-HOLE
children
the
בְּנֵ֣יbĕnêbeh-NAY
of
the
captivity,
הַגּוֹלָ֔הhaggôlâha-ɡoh-LA
together
themselves
gather
should
they
that
לְהִקָּבֵ֖ץlĕhiqqābēṣleh-hee-ka-VAYTS
unto
Jerusalem;
יְרֽוּשָׁלִָֽם׃yĕrûšāloimyeh-ROO-sha-loh-EEM

Cross Reference

ଦିତୀୟ ବଂଶାବଳୀ 30:5
ତେଣୁ ସମାନେେ ବେର୍ଶବୋ ସହରଠାରୁ ଦାନ ସହର ପର୍ୟ୍ଯନ୍ତ ଇଶ୍ରାୟେଲର ପ୍ରେତ୍ୟକକ ସ୍ଥାନ ରେ ଏକ ଘାଷେଣା କଲେ। ସମାନେେ ଲୋକମାନଙ୍କୁ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିବା ପାଇଁ ୟିରୁଶାଲମକୁ ଆସିବାକୁ କହିଲେ। ମାଶାଙ୍କେ ଦତ୍ତ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର ଭାବେ ନିସ୍ତାର ପର୍ବ ପାଳନ କରିବାକୁ କୁହାୟାଇଅଛି, ସେ ପ୍ରକାର ଭାବ ଇଶ୍ରାୟେଲର ବହୁତ ସଂଖ୍ଯକ ଲୋକ ଅନକେ ବର୍ଷ ଧରି ପାଳନ କରି ନ ଥିଲେ।

ଏଜ୍ରା 1:1
ପ୍ରଥମ ବର୍ଷ ରେ କୋରସ ପାରସ୍ଯର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘାଷେଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘାଷେଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆଡେ ପଢି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। ସହେି ଘାଷେଣା ନାମାଟି ଏହିପରି ଥିଲା।