Ezekiel 37:27
ଆଉ ମଧ୍ଯ ମାରେ ପବିତ୍ର ତମ୍ବୁ ସମାନଙ୍କେ ସଙ୍ଗ ରେ ରହିବ। ମୁଁ ସମାନଙ୍କେର ପରମେଶ୍ବର ହବେି ଓ ସମାନେେ ମାରେ ଲୋକ ହବେେ।
Ezekiel 37:27 in Other Translations
King James Version (KJV)
My tabernacle also shall be with them: yea, I will be their God, and they shall be my people.
American Standard Version (ASV)
My tabernacle also shall be with them; and I will be their God, and they shall be my people.
Bible in Basic English (BBE)
And my House will be over them; and I will be to them a God, and they will be to me a people.
Darby English Bible (DBY)
And my tabernacle shall be over them; and I will be their God, and they shall be my people.
World English Bible (WEB)
My tent also shall be with them; and I will be their God, and they shall be my people.
Young's Literal Translation (YLT)
And My tabernacle hath been over them, And I have been to them for God, And they have been to Me for a people.
| My tabernacle | וְהָיָ֤ה | wĕhāyâ | veh-ha-YA |
| also shall be | מִשְׁכָּנִי֙ | miškāniy | meesh-ka-NEE |
| with | עֲלֵיהֶ֔ם | ʿălêhem | uh-lay-HEM |
| be will I yea, them: | וְהָיִ֥יתִי | wĕhāyîtî | veh-ha-YEE-tee |
| their God, | לָהֶ֖ם | lāhem | la-HEM |
| they and | לֵֽאלֹהִ֑ים | lēʾlōhîm | lay-loh-HEEM |
| shall be | וְהֵ֖מָּה | wĕhēmmâ | veh-HAY-ma |
| my people. | יִֽהְיוּ | yihĕyû | YEE-heh-yoo |
| לִ֥י | lî | lee | |
| לְעָֽם׃ | lĕʿām | leh-AM |
Cross Reference
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:3
ମୁଁ ସିଂହାସନରୁ ଏକ ଉଚ୍ଚ ସ୍ବର ଶୁଣିଲି। ସହେି ସ୍ବର କହିଲା, ବର୍ତ୍ତମାନ ପରମେଶ୍ବରଙ୍କର ବାସସ୍ଥାନ ଲୋକମାନଙ୍କ ପାଖ ରେ ଅଛି। ସେ ସମାନଙ୍କେ ସହିତ ରହିବେ। ସମାନେେ ତାହାଙ୍କର ଲୋକ ହବେେ। ପରମେଶ୍ବର ନିଜେ ସମାନଙ୍କେ ସହିତ ରହିବେ ଓ ସମାନଙ୍କେର ପରମେଶ୍ବର ହବେେ।
ଯୋହନଲିଖିତ ସୁସମାଚାର 1:14
ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।
ଯିହିଜିକଲ 37:23
ଆଉ ସମାନେେ ସମାନଙ୍କେର ମୂର୍ତ୍ତିଗଣ ଦ୍ବାରା ଏବଂ ଘୃଣ୍ଯ ମୂର୍ତ୍ତି ଦ୍ବାରା ଅଥବା ସମାନଙ୍କେର ଜଘନ୍ଯ କର୍ମ ଦ୍ବାରା ନିଜକୁ ଆଉ ଅଶୁଚି କରିବା ଚାଲୁ ରଖିବେ ନାହିଁ। ଆଉ ମୁଁ ସମାନଙ୍କେୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠା ରେ ସମାନେେ ପାପ କଲେ ଏବଂ ମୁଁ ସମାନଙ୍କେୁ ଶୁଚି କରିବି। ତହିଁରେ ସମାନେେ ମାରେ ଲୋକ ହବେେ ଓ ମୁଁ ସମାନଙ୍କେର ପରମେଶ୍ବର ହବେି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:22
ମୁଁ ସହେି ନଗରୀ ଭିତ ରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ବର ଓ ମଷେଶାବକ ହେଉଛନ୍ତି ସହେି ନଗରର ମନ୍ଦିର।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:9
ପରମେଶ୍ବର ଖ୍ରୀଷ୍ଟଙ୍କଠା ରେ ପାର୍ଥିବ ଶରୀର ଧାରଣ କରି ବାସ କଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:16
ପରମେଶ୍ବରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧିଅରେ ଚୁକ୍ତି ହାଇେ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ବରଙ୍କ ମନ୍ଦିର। ଯେପରି ପରମେଶ୍ବର କହିଛନ୍ତି :
ହୋଶେୟ 2:23
ଆମ୍ଭେ ଇଶ୍ରାୟେଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, 'ତୁମ୍ଭେ ଆମ୍ଭ ଲୋକ' ଏବଂ ସମାନେେ ମାେତେ କହିବେ, 'ତୁମ୍ଭେ ଆମ୍ଭର ପରମେଶ୍ବର।'
ଯିହିଜିକଲ 36:28
ତାହା ହେଲେ ତୁମ୍ଭମାନେେ ସହେି ଦେଶ ରେ ବାସ କରିବ ଯାହା ମୁଁ ଦଲେି ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଓ ତୁମ୍ଭମାନେେ ମାରେ ଲୋକ ହବେ ଆଉ ମୁଁ ତୁମ୍ଭମାନଙ୍କର ପରମେଶ୍ବର ହବେି।
ଯିହିଜିକଲ 14:11
ତେଣୁ ଇଶ୍ରାୟେଲର ବଂଶଧର ଆଉ ମାଠାରୁେ ବିପଥଗାମୀ ହବେେ ନାହିଁ ଏବଂ ସମାନଙ୍କେର ପାପଦ୍ବାରା ସମାନେେ ନିଜକୁ ଆଉ ଅଶୁଚି କରିବେ ନାହିଁ। ଏବଂ ସମାନେେ ମାରେ ଲୋକ ହବେେ ଓ ମୁଁ ସମାନଙ୍କେର ପରମେଶ୍ବର ହବେି।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ଯିହିଜିକଲ 11:20
ତହିଁରେ ସମାନେେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିଯମସବୁ ରଖିବା ପାଇଁ ୟନ୍ତ୍ରବାନ୍ ହବେେ ଏବଂ ସମାନେେ ମଧ୍ଯ ଆମ୍ଭର ଲୋକ ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ।'
ଲେବୀୟ ପୁସ୍ତକ 26:11
ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତମ୍ଭମାନଙ୍କ ମଧିଅରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ।