ଦିତୀୟ ବିବରଣ 6:9 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 6 ଦିତୀୟ ବିବରଣ 6:9

Deuteronomy 6:9
ଆହକ୍ସ୍ଟରି ତୁମ୍ଭେ ଆପଣା ଗୃହ ଦ୍ବାର ଚଉକାଠ ରେ ଓ ବାହାର ଦ୍ବାର ରେ ତାହା ଲେଖିବ।

Deuteronomy 6:8Deuteronomy 6Deuteronomy 6:10

Deuteronomy 6:9 in Other Translations

King James Version (KJV)
And thou shalt write them upon the posts of thy house, and on thy gates.

American Standard Version (ASV)
And thou shalt write them upon the door-posts of thy house, and upon thy gates.

Bible in Basic English (BBE)
Have them lettered on the pillars of your houses and over the doors of your towns.

Darby English Bible (DBY)
And thou shalt write them upon the posts of thy house, and upon thy gates.

Webster's Bible (WBT)
And thou shalt write them upon the posts of thy house, and on thy gates.

World English Bible (WEB)
You shall write them on the door-posts of your house, and on your gates.

Young's Literal Translation (YLT)
and thou hast written them on door-posts of thy house, and on thy gates.

And
thou
shalt
write
וּכְתַבְתָּ֛םûkĕtabtāmoo-heh-tahv-TAHM
them
upon
עַלʿalal
posts
the
מְזֻז֥וֹתmĕzuzôtmeh-zoo-ZOTE
of
thy
house,
בֵּיתֶ֖ךָbêtekābay-TEH-ha
and
on
thy
gates.
וּבִשְׁעָרֶֽיךָ׃ûbišʿārêkāoo-veesh-ah-RAY-ha

Cross Reference

ଦିତୀୟ ବିବରଣ 11:20
ତୁମ୍ଭେ ଆପଣା ଗୃହଦ୍ବାର ରେ ଥିବା ଚଉକାଠ ରେ ଓ ବାହାର ଦ୍ବାର ରେ ତାହା ଲେଖିବ।

ଯିଶାଇୟ 57:8
ପୁଣି କବାଟ ଓ ଚୌକାଠର ପଛ ରେ ତୁମ୍ଭେ ତୁମ୍ଭର ସ୍ମୃତିସ୍ତମ୍ଭ ସ୍ଥାପନ କରିଅଛ ; କାରଣ ତୁମ୍ଭେ ଆମ୍ଭକୁ ଛାଡ଼ି ଅନ୍ୟପ୍ରତି ନିଜକୁ ଅନାବୃତ କରି ଉପରକୁ ୟାଇଅଛ। ତୁମ୍ଭେ ନିଜର ଶୟ୍ଯା ବଢ଼ାଇ ସମାନଙ୍କେ ସହିତ ଚୁକ୍ତି କରିଅଛି। ତୁମ୍ଭେ ଯେଉଁଠା ରେ ଶୟ୍ଯା ଦେଖିଲ ତାହା ଭଲ ପାଇଅଛି।

ଯାତ୍ରା ପୁସ୍ତକ 12:7
ତୁମ୍ଭମାନେେ ସହେି ପଶୁର ରକ୍ତ ନଇେ ତୁମ୍ଭେ ଯେଉଁ ଘ ରେ ମଷେ ଖାଉଥିବ, ସହେି ଫାଟକର ଦ୍ବାରବନ୍ଧର ଉପର ଓ ବାଜୁବନ୍ଧ ପାଖ ରେ ସହେି ରକ୍ତ ଲଗାଇବ।

ଆୟୁବ ପୁସ୍ତକ 19:23
ମୁଁ ଚା ହେଁ କହେି ଜଣେ ମନରେଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହି ରେ ଲେଖିଛି। ମୁଁ ଚା ହେଁ ମାରେ କଥାସବୁ ପୁସ୍ତକରେ ଲିଖିତ ହାଇରହେୁ।

ଯିଶାଇୟ 30:8
ଏବେ ୟାଅ, ସମାନଙ୍କେ ସାକ୍ଷାତ ରେ ଏକ ଫଳକରେ ତାହା ଲେଖ। ଏକ ପୁସ୍ତକରେ ତାହା ଲିପିବଦ୍ଧ କର ଯେପରି କି ତାହା ଆସନ୍ତାକାଲି ଓ ଅନନ୍ତକାଳ ପର୍ୟ୍ଯନ୍ତ ରହିବ।

ହବକକୂକ 2:2
ସଦାପ୍ରଭୁ ମାେତେ ଉତ୍ତର ଦେଲେ, ଆମ୍ଭେ ତୁମ୍ଭକୁ ଯେଉଁ ଦର୍ଶନ ଦଖାେଉଛୁ ତାହା ଗୋଟିଏ ଫଳକ ଉପ ରେ ସ୍ପଷ୍ଟ ଭାବରେ ଲେଖ ଯେପରିକି ସବୁଲୋକ ସହଜ ରେ ପଢି ପାରିବେ।