ଦାନିଏଲ 8:21
ଆଉ ସେ ଛାଗ ହେଉଛି ୟବନ ଦେଶର ରାଜା। ସହେି ଛାଗର ଦୁଇ ଚକ୍ଷୁ ମଧିଅରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା।
And the rough | וְהַצָּפִ֥יר | wĕhaṣṣāpîr | veh-ha-tsa-FEER |
goat | הַשָּׂעִ֖יר | haśśāʿîr | ha-sa-EER |
king the is | מֶ֣לֶךְ | melek | MEH-lek |
of Grecia: | יָוָ֑ן | yāwān | ya-VAHN |
great the and | וְהַקֶּ֤רֶן | wĕhaqqeren | veh-ha-KEH-ren |
horn | הַגְּדוֹלָה֙ | haggĕdôlāh | ha-ɡeh-doh-LA |
that | אֲשֶׁ֣ר | ʾăšer | uh-SHER |
is between | בֵּין | bên | bane |
eyes his | עֵינָ֔יו | ʿênāyw | ay-NAV |
is the first | ה֖וּא | hûʾ | hoo |
king. | הַמֶּ֥לֶךְ | hammelek | ha-MEH-lek |
הָרִאשֽׁוֹן׃ | hāriʾšôn | ha-ree-SHONE |
Cross Reference
ଦାନିଏଲ 10:20
ତେଣୁ ସେ କହିଲେ, ' ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ଯର ଅଧିପତି ସଙ୍ଗେ ୟୁଦ୍ଧ କରିବାକୁ ଫରେିୟିବା। ଆଉ ଆମ୍ଭେ ଗଲାପ ରେ ଗ୍ରୀସର ଅଧିପତି ଆସିବ।
ଦାନିଏଲ 11:3
ତା'ପ ରେ ଏକ ମହା ପରାକ୍ରମୀ ରାଜା ଉତ୍ପନ୍ନ ହବେ, ସେ ମହା କତ୍ତୃର୍ତ୍ବ ରେ ରାଜତ୍ବ କରିବ ଓ ସ୍ବେଚ୍ଛାଗ୍ଭରୀ ହାଇେ କର୍ମ କରିବ।
ଦାନିଏଲ 8:5
ମୁଁ ସେ ଅଣ୍ତିରା ମଷେ ବିଷଯ ରେ ଚିନ୍ତା କରୁଥିଲା ବେଳେ ଦେଖିଲି ଗୋଟିଏ ଛାଗ ପଶ୍ଚିମ ଦିଗରୁ ଆସୁଛି। ଆଉ ସହେି ଛାଗର ଦୁଇ ଚକ୍ଷୁ ମଧିଅରେ ବଡ ଶିଙ୍ଗ ଥିଲା ଓ ତାହା ଧ୍ଯାନାକର୍ଷଣୀଯ ଥିଲା। ସେ ଛାଗ ଏତେ ଦ୍ରୁତଗତି ରେ ଦୌଡୁଥିଲା ଯେ ତା'ର ପାଦ ଭୂମିକୁ ସ୍ପର୍ଶ କରୁ ନଥିଲା।