ଆୟୁବ ପୁସ୍ତକ 38:28 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 38 ଆୟୁବ ପୁସ୍ତକ 38:28

Job 38:28
ବର୍ଷାର କ'ଣ ପିତା ଅଛି ? କିଏ କାକର ବୁନ୍ଦା ତିଆରି କରେ।

Job 38:27Job 38Job 38:29

Job 38:28 in Other Translations

King James Version (KJV)
Hath the rain a father? or who hath begotten the drops of dew?

American Standard Version (ASV)
Hath the rain a father? Or who hath begotten the drops of dew?

Bible in Basic English (BBE)
Has the rain a father? or who gave birth to the drops of night mist?

Darby English Bible (DBY)
Hath the rain a father? or who begetteth the drops of dew?

Webster's Bible (WBT)
Hath the rain a father? or who hath begotten the drops of the dew?

World English Bible (WEB)
Does the rain have a father? Or who fathers the drops of dew?

Young's Literal Translation (YLT)
Hath the rain a father? Or who hath begotten the drops of dew?

Hath
הֲיֵשׁhăyēšhuh-YAYSH
the
rain
לַמָּטָ֥רlammāṭārla-ma-TAHR
a
father?
אָ֑בʾābav
or
א֥וֹʾôoh
who
מִיmee
hath
begotten
ה֝וֹלִ֗ידhôlîdHOH-LEED
the
drops
אֶגְלֵיʾeglêeɡ-LAY
of
dew?
טָֽל׃ṭāltahl

Cross Reference

ଯିରିମିୟ 14:22
ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।

ଗୀତସଂହିତା 147:8
ପରମେଶ୍ବର ଆକାଶକୁ ମାଟୋ ମେଘମାଳାରେ ଆଚ୍ଛନ୍ନ କରନ୍ତି। ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି। ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।

ହିତୋପଦେଶ 3:20
ସଦାପ୍ରଭୁ ତାଙ୍କ ଜ୍ଞାନ ରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ।

ଯିରିମିୟ 5:24
ସମାନେେ କବେେ କହିବେ ନାହିଁ ଯେ, 'ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ଯ ଓ ଶଷେ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ଯ ଚ୍ଛଦନେ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭମାନେେ ସହେି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।'

ଯିରିମିୟ 10:13
ପରମେଶ୍ବର ଭୟଙ୍କର ବଜ୍ରର କାରଣ ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା। ସେ ପୃଥିବୀ ଶଷେପୃଷ୍ଠରୁ ବାଦଲ ଉଠାନ୍ତି ଏବଂ ବର୍ଷା ଓ ବିଜୁଳି କରାନ୍ତି। ସେ ନିଜ ଭଣ୍ଡାର ଘରୁ ବାଯୁ ପ୍ରବାହିତ କରନ୍ତି।

ହୋଶେୟ 14:5
ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।

ଯୋୟେଲ 2:23
ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭମାନେେ ସୁଖ କର, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର। ସେ ମଙ୍ଗଳମଯ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦବେେ। ସେ ତୁମ୍ଭକୁ ଆଦ୍ଯ ବୃଷ୍ଟି ଓ ଶଷେ ବୃଷ୍ଟି ପୂର୍ବପରି ଦବେେ।

ଆମୋଷ 4:7
ଆମ୍ଭେ ଶସ୍ଯ ଅମଳର ତିନିମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗର ରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗର ରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶ ରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା।

ମାଥିଉଲିଖିତ ସୁସମାଚାର 5:45
ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।

ଗୀତସଂହିତା 65:9
ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ବର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ଯ କ୍ଷେତ୍ରମାନ ବଢ଼ାଇ ଥାଅ।

ଆୟୁବ ପୁସ୍ତକ 38:8
ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା ?

ଆଦି ପୁସ୍ତକ 27:39
ତା'ପରେ ଇସ୍ହାକ ତାଙ୍କୁ କହିଲେ, ତୁମ୍ଭେ ବାହା ରେ ବର୍ଷା ରେ ରହିବ ଏବଂ ଯାହା ଭୂମି ଉତ୍ପାଦନ କରିବ ଛାଡ଼ି ଦବେ।

ଦିତୀୟ ବିବରଣ 33:13
ମାଶାେ ଯୋଷଫଙ୍କେ ବିଷଯ ରେ କହିଲେ, ସଦାପ୍ରଭୁ, ଯୋଷଫଙ୍କେର ଭୂମିକକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ସଦାପ୍ରଭୁ ଆକାଶରକ୍ସ୍ଟ ଶିଶିର ବିନ୍ଦକ୍ସ୍ଟ ଓ ଧରଣୀ ଗଭୀରକ୍ସ୍ଟ ତାଙ୍କର ଭୂମି ୟଥେଷ୍ଟ ପାଣି ପାଉ ଓ ତାଙ୍କର କ୍ଷେତ୍ରଗକ୍ସ୍ଟଡିକ ବାରିଧି ରେ ପରିପୂର୍ଣ କରନ୍ତକ୍ସ୍ଟ।

ଦିତୀୟ ବିବରଣ 33:28
ତେଣୁ ଇଶ୍ରାୟେଲୀୟମାନେ ନିରାପଦ ରେ ବାସ କରିପାରିବେ। ୟାକକ୍ସ୍ଟବର ନିର୍ଝର ଏକାକୀ ଶସ୍ଯ ଓ ଦ୍ରାକ୍ଷାରସ ମଯ ଦେଶ ରେ ବାସ କଲା। ତାଙ୍କର ଆକାଶ ଶିଶିର ଝରାଏ।

ପ୍ରଥମ ଶାମୁୟେଲ 12:17
ବର୍ତ୍ତମାନ ଗହମ କାଟିବାର ସମୟ । କିନ୍ତୁ ମୁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରକ୍ସ୍ଟ ତୁମ୍ଭମାନେେ ଜାଣିବ ଯେ, ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ତୁମ୍ଭେ ରାଜା ଦାବିକରି ବହକ୍ସ୍ଟତ ପାପ କରିଅଛ।

ଦିତୀୟ ଶାମୁୟେଲ 1:21
ହେ ଗଲ୍ବୋଯ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡକ୍ସ୍ଟ। ଅଥବା ଉପହାରଜନକ କ୍ଷେତ୍ର ନ ହେଉ। କାରଣ ସଠାେରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା। ଶାଉଲଙ୍କର ଢାଲ ତୈଲ ରେ ଅଭିଷିକ୍ତ ହେଲା ନାହିଁ।

ପ୍ରଥମ ରାଜାବଳୀ 17:1
ଏଲିଯ ତିସ୍ବୀଯର ଭବିଷ୍ଯତ ବକ୍ତା ଗିଲିଯଦ ରେ ରାଜା ଆହାବ୍ଙ୍କୁ କହିଲେ, ଗିଲିଯଦର ପ୍ରବାସୀ ତିସ୍ବୀଯ ଏଲିଯ ଭବିଷ୍ଯଦ୍ବକ୍ତା ରାଜା ଆହାବ୍ଙ୍କୁ କହିଲେ, ମୁଁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସବୋ କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶ ରେ କାକର କି ବୃଷ୍ଟିପାତ ହବେନାହିଁ। ଯଦି ମୁଁ ଆଦେଶ ଦିଏ ତବେେ ବର୍ଷା ହବେ।

ଆୟୁବ ପୁସ୍ତକ 5:9
ଲୋକେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯକର୍ମକୁ ବୁଝିପାରନ୍ତି ନାହିଁ କି ତାଙ୍କର ଅଲୌକିକ କାର୍ୟ୍ଯର ମଧ୍ଯ ଅନ୍ତ ନାହିଁ।

ଆୟୁବ ପୁସ୍ତକ 29:19
ମୁଁ ସବୁଦିନ ସ୍ବାସ୍ଥ୍ଯବାନ କାର୍ୟ୍ଯକ୍ଷମ ଥିବି। ଗୋଟିଏ ସବଳ ବୃକ୍ଷଭଳି ଯାହାର ଚରେ ମାଟିତଳେ ଜଳକୁ ସ୍ପର୍ଶ କରି ଅନକେ ଡ଼ାଳ ଶାଖା ପ୍ରଶାଖା ମଲେି କାକର ରେ ଭିଜି ୟାଇଥିବ।

ଆଦି ପୁସ୍ତକ 27:28
ସଦାପ୍ରଭୁ ତୁମ୍ଭକୁ ୟଥେଷ୍ଟ ବର୍ଷା ଦିଅନ୍ତୁ। ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ।