ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:1 in Oriya

ଓଡିଆ ଓଡିଆ ବାଇବେଲ ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:1

2 Timothy 2:1
ତୀମଥି, ତୁମ୍ଭେ ମାରେ ଜଣେ ପୁତ୍ର ଭଳି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆମ୍ଭକୁ ମିଳିଥିବା ଅନୁଗ୍ରହ ରେ ଶକ୍ତିଶାଳୀ ହୁଅ।

2 Timothy 22 Timothy 2:2

2 Timothy 2:1 in Other Translations

King James Version (KJV)
Thou therefore, my son, be strong in the grace that is in Christ Jesus.

American Standard Version (ASV)
Thou therefore, my child, be strengthened in the grace that is in Christ Jesus.

Bible in Basic English (BBE)
So then, my child, be strong in the grace which is in Christ Jesus.

Darby English Bible (DBY)
Thou therefore, my child, be strong in the grace which [is] in Christ Jesus.

World English Bible (WEB)
You therefore, my child, be strengthened in the grace that is in Christ Jesus.

Young's Literal Translation (YLT)
Thou, therefore, my child, be strong in the grace that `is' in Christ Jesus,

Thou
Σὺsysyoo
therefore,
οὖνounoon
my
τέκνονteknonTAY-knone
son,
μουmoumoo
be
strong
ἐνδυναμοῦendynamouane-thyoo-na-MOO
in
ἐνenane
the
τῇtay
grace
χάριτιcharitiHA-ree-tee
that
is
τῇtay
in
ἐνenane
Christ
Χριστῷchristōhree-STOH
Jesus.
Ἰησοῦiēsouee-ay-SOO

Cross Reference

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:10
ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:7
ପରମେଶ୍ବର ଆମ୍ଭକୁ ଭୟର ଆତ୍ମା ଦଇେ ନାହାଁନ୍ତି। ସେ ଆମ୍ଭକୁ ଶକ୍ତି, ପ୍ ରମେ ଓ ଆତ୍ମସଂୟମର ଆତ୍ମା ପ୍ରଦାନ କରିଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:13
ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ବାସ ରେ ଅଟଳ ରୁହ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:18
ତୀମଥି ! ତୁମ୍ଭେ ମାେ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତ ରେ ତୁମ୍ଭ ବିଷୟ ରେ ଯାହା ସବୁ ଭବିଷ୍ଯଦ୍ ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସହେି ଭବିଷ୍ଯଦ୍ ବାଣୀର ଅନୁସରଣ କରିବ ଓ ବିଶ୍ବାସର ଉତ୍ତମ ଲଢ଼ଇେ ଲଢ଼ି ପାରିବ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:13
ଖ୍ରୀଷ୍ଟଙ୍କଠାରୁ ମାେତେ ଶକ୍ତି, ପ୍ରଦତ୍ତ ହାଇେଥିବାରୁ, ତାଙ୍କ ମାଧ୍ଯମ ରେ ମୁଁ ସବୁକିଛି କରିବାକୁ ସକ୍ଷମ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:9
କିନ୍ତୁ ପ୍ରଭୁ ମାେତେ କହିଲେ, ତୁମ୍ଭ ପାଇଁ ମାରେ ଅନୁଗ୍ରହ ୟଥେଷ୍ଟ। ଯେତବେେଳେ ତୁମ୍ଭେ ଦୁର୍ବଳ, ସେତବେେଳେ ମାରେ ଶକ୍ତି ତୁମ୍ଭଠା ରେ ପରିପୂର୍ଣ୍ଣତା ଭାବେ ଦଖାେ ଦିଏ। ଅତଏବ ମୁଁ ମାରେ ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା ରେ ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି ମାେ ଠା ରେ ରହିଥିବ।

ଯିହୋଶୂୟ 1:7
କିନ୍ତୁ ତୁମ୍ଭେ ବଳବାନ ଓ ସାହାସୀ ହକ୍ସ୍ଟଅ। ଅନ୍ୟ କଥା ମାନିବାକକ୍ସ୍ଟ ତୁମ୍ଭେ ନିଶ୍ଚିତ ମାରେ ଦାସ ମାଶାଙ୍କେର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତବେେ ତୁମ୍ଭେ ଯେଉଁ କର୍ମ କରିବ ସେଥି ରେ ଉତ୍ତିର୍ଣ୍ଣ ହବେ।

ପିତରଙ୍କ ଦିତୀୟ ପତ୍ର 3:18
କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ ରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:2
ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମାେ ପାଇଁ ମାେ ପ୍ରିୟ ପୁତ୍ର ଭଳି। ପରମପିତା ପରମେଶ୍ବରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

ହଗୟ 2:4
କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, 'ୟିରୁଦ୍ଦାବିଲର ସାହସ ଜଗାଅ' ୟିହୋଷାଦକଙ୍କ ପୁତ୍ର ଯିହାଶୂେୟ, ତୁମ୍ଭେ ଜଣେ ମହାୟାଜକ 'ସାହସ ଜଗାଅ' ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ। ସଦାପ୍ରଭୁ କୁହନ୍ତି, 'ଏହି କାର୍ୟ୍ଯ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:2
ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ବାସ କରୁଥିବାରୁ ମାରେ ପ୍ରକୃତ ପୁତ୍ର ଅଟ।