ଓଡ଼ିଆ ଓଡ଼ିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 17 ଦିତୀୟ ରାଜାବଳୀ 17:34 ଦିତୀୟ ରାଜାବଳୀ 17:34 ଚିତ୍ର English

ଦିତୀୟ ରାଜାବଳୀ 17:34 ଚିତ୍ର

ସମାନେେ ଆଜି ପର୍ୟ୍ଯନ୍ତ ମଧ୍ଯ ପୂର୍ବବିଧି ଅନୁସାରେ ଚଳୁଛନ୍ତି। ସମାନେେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି। ଇଶ୍ରାୟେଲୀୟମାନଙ୍କର ବିଧି ଆଜ୍ଞା ସମାନେେ ପାଳନ କରୁ ନାହାନ୍ତି। ସଦାପ୍ରଭୁ ଯାକୁବର ସନ୍ତାନଗଣଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ। ସମାନେେ ସଦାପ୍ରଭୁଙ୍କର ବ୍ଯବସ୍ଥା ଆଜ୍ଞା ପାଳନ କରୁ ନାହାନ୍ତି।
Click consecutive words to select a phrase. Click again to deselect.
ଦିତୀୟ ରାଜାବଳୀ 17:34

ସମାନେେ ଆଜି ପର୍ୟ୍ଯନ୍ତ ମଧ୍ଯ ପୂର୍ବବିଧି ଅନୁସାରେ ଚଳୁଛନ୍ତି। ସମାନେେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି। ଇଶ୍ରାୟେଲୀୟମାନଙ୍କର ବିଧି ଓ ଆଜ୍ଞା ସମାନେେ ପାଳନ କରୁ ନାହାନ୍ତି। ସଦାପ୍ରଭୁ ଯାକୁବର ସନ୍ତାନଗଣଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ। ସମାନେେ ସଦାପ୍ରଭୁଙ୍କର ବ୍ଯବସ୍ଥା ଓ ଆଜ୍ଞା ପାଳନ କରୁ ନାହାନ୍ତି।

ଦିତୀୟ ରାଜାବଳୀ 17:34 Picture in Oriya