କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:29 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:29

1 Corinthians 14:29
ଆହୁରି ମଧ୍ଯ କବଳେ ଦୁଇ ବା ତିନିଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସମାନେେ ଯାହା କହୁଛନ୍ତି, ସଗେୁଡ଼ିକୁ ପରୀକ୍ଷା କରିବା ଉଚିତ୍।

1 Corinthians 14:281 Corinthians 141 Corinthians 14:30

1 Corinthians 14:29 in Other Translations

King James Version (KJV)
Let the prophets speak two or three, and let the other judge.

American Standard Version (ASV)
And let the prophets speak `by' two or three, and let the others discern.

Bible in Basic English (BBE)
And let the prophets give their words, but not more than two or three, and let the others be judges of what they say.

Darby English Bible (DBY)
And let two or three prophets speak, and let the others judge.

World English Bible (WEB)
Let the prophets speak, two or three, and let the others discern.

Young's Literal Translation (YLT)
And prophets -- let two or three speak, and let the others discern,

Let
προφῆταιprophētaiproh-FAY-tay
the
prophets
δὲdethay
speak
δύοdyoTHYOO-oh
two
ēay
or
τρεῖςtreistrees
three,
λαλείτωσανlaleitōsanla-LEE-toh-sahn
and
καὶkaikay
let
the
οἱhoioo
other
ἄλλοιalloiAL-loo
judge.
διακρινέτωσαν·diakrinetōsanthee-ah-kree-NAY-toh-sahn

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:10
ଆତ୍ମା ଅନ୍ୟଜଣକୁ ଆର୍ଶ୍ଚ୍ଯର୍ୟ୍ଯକାର୍ୟ୍ଯ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତ ରେ ପାର୍ଥକ୍ଯ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସହେି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:19
କଦାପି ପବିତ୍ର ଆତ୍ମାର କାର୍ୟ୍ଯ ବନ୍ଦ କର ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 4:1
ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:39
ଅତଏବ, ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନେେ ଭବିଷ୍ଯଦ୍ ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷା ରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ।