ଓଡ଼ିଆ ଓଡ଼ିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 5 ପ୍ରଥମ ବଂଶାବଳୀ 5:26 ପ୍ରଥମ ବଂଶାବଳୀ 5:26 ଚିତ୍ର English

ପ୍ରଥମ ବଂଶାବଳୀ 5:26 ଚିତ୍ର

ତେଣୁ ଇଶ୍ରାୟେଲର ପରମେଶ୍ବର ଅଶୂର ରାଜା ପୂଲର ମନ ରେ ୟୁଦ୍ଧ ନିମନ୍ତେ ୟିବା ପାଇଁ ଉତ୍ତଜେନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପଲନେଷେର ମଧ୍ଯ କୁହାୟାଏ। ସେ ରୂବନେ ଗାଦ୍ ଗୋଷ୍ଠୀର ମନଃଶିର ଅର୍ଦ୍ଧକେ ଗୋଷ୍ଠୀ ସହିତ ୟୁଦ୍ଧ କଲେ। ସେ ବଳପୂର୍ବକ ସମାନଙ୍କେୁ ଗୃହରୁ ବିତାଡ଼ିତ କଲେ ବନ୍ଦୀ କରି ନଇଗେଲେ। ପୂଲ ସମାନଙ୍କେୁ ହଲଦ, ହାବୋର, ହାରା ଗୋଶନ୍ ନଦୀ ନିକଟକୁ ଆଣିଲେ। ସହେିଦିନଠାରୁ ସମାନେେ ସହେି ସ୍ଥାନ ରେ ବାସ କରୁଛନ୍ତି।
Click consecutive words to select a phrase. Click again to deselect.
ପ୍ରଥମ ବଂଶାବଳୀ 5:26

ତେଣୁ ଇଶ୍ରାୟେଲର ପରମେଶ୍ବର ଅଶୂର ରାଜା ପୂଲର ମନ ରେ ୟୁଦ୍ଧ ନିମନ୍ତେ ୟିବା ପାଇଁ ଉତ୍ତଜେନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପଲନେଷେର ମଧ୍ଯ କୁହାୟାଏ। ସେ ରୂବନେ ଓ ଗାଦ୍ ଗୋଷ୍ଠୀର ମନଃଶିର ଅର୍ଦ୍ଧକେ ଗୋଷ୍ଠୀ ସହିତ ୟୁଦ୍ଧ କଲେ। ସେ ବଳପୂର୍ବକ ସମାନଙ୍କେୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନଇଗେଲେ। ପୂଲ ସମାନଙ୍କେୁ ହଲଦ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସହେିଦିନଠାରୁ ସମାନେେ ସହେି ସ୍ଥାନ ରେ ବାସ କରୁଛନ୍ତି।

ପ୍ରଥମ ବଂଶାବଳୀ 5:26 Picture in Oriya