ପ୍ରଥମ ବଂଶାବଳୀ 18:12 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 18 ପ୍ରଥମ ବଂଶାବଳୀ 18:12

1 Chronicles 18:12
ଲବଣ ଉପତ୍ୟକା ରେ ସରୁଯାଙ୍କ ପୁତ୍ର ଅବୀଶଯ 18,000 ଇଦୋମୀଯ ଲୋକଙ୍କୁ ହତ୍ଯା କଲେ।

1 Chronicles 18:111 Chronicles 181 Chronicles 18:13

1 Chronicles 18:12 in Other Translations

King James Version (KJV)
Moreover Abishai the son of Zeruiah slew of the Edomites in the valley of salt eighteen thousand.

American Standard Version (ASV)
Moreover Abishai the son of Zeruiah smote of the Edomites in the Valley of Salt eighteen thousand.

Bible in Basic English (BBE)
And when he came back from putting to the sword eighteen thousand of the Edomites in the Valley of Salt,

Darby English Bible (DBY)
And Abishai the son of Zeruiah smote of the Edomites in the valley of salt eighteen thousand.

Webster's Bible (WBT)
Moreover, Abishai the son of Zeruiah slew of the Edomites in the valley of salt eighteen thousand.

World English Bible (WEB)
Moreover Abishai the son of Zeruiah struck of the Edomites in the Valley of Salt eighteen thousand.

Young's Literal Translation (YLT)
And Abishai son of Zeruiah hath smitten Edom in the valley of salt -- eighteen thousand,

Moreover
Abishai
וְאַבְשַׁ֣יwĕʾabšayveh-av-SHAI
the
son
בֶּןbenben
of
Zeruiah
צְרוּיָ֗הṣĕrûyâtseh-roo-YA
slew
הִכָּ֤הhikkâhee-KA

אֶתʾetet
Edomites
the
of
אֱדוֹם֙ʾĕdômay-DOME
in
the
valley
בְּגֵ֣יאbĕgêʾbeh-ɡAY
of
salt
הַמֶּ֔לַחhammelaḥha-MEH-lahk
eighteen
שְׁמוֹנָ֥הšĕmônâsheh-moh-NA

עָשָׂ֖רʿāśārah-SAHR
thousand.
אָֽלֶף׃ʾālepAH-lef

Cross Reference

ପ୍ରଥମ ଶାମୁୟେଲ 26:6
ଦାଉଦ ହିତ୍ତୀଯ ଅହୀମଲକେକକ୍ସ୍ଟ ଓ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବର ଭ୍ରାତା, ଅବୀଶଯକକ୍ସ୍ଟ ପଚାରିଲେ, ମାେ ସଙ୍ଗ ରେ ଶାଉଲଙ୍କ ଛାଉଣୀକି ନିକଟକକ୍ସ୍ଟ କିଏ ୟିବ।

ଗୀତସଂହିତା 60:8
ମାୟୋବ ମାରେ ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର। ଇଦୋମ ମାରେ ପାଦୁକା ବହନ କରିବ। ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି। ତୁମ୍ଭେ ବିଜଯ ସକାଶେ ଜଯଧ୍ବନି କର।

ଗୀତସଂହିତା 60:1
ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ଯାଖ୍ଯାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।

ଦିତୀୟ ବଂଶାବଳୀ 25:11
ଏହାପରେ ଅମତ୍ସିଯ ଅତ୍ଯନ୍ତ ସାହସୀ ହାଇେ ଉଠିଲେ ଓ ତାଙ୍କର ସୈନ୍ଯଦଳକୁ ଲବଣ-ଉପତ୍ୟକାକୁ କଢ଼ାଇ ନେଲେ। ସହେି ସ୍ଥାନ ରେ, ଅମତ୍ସିଯଙ୍କ ସୈନ୍ଯଦଳ ସଯେୀରର 10,000 ଲୋକଙ୍କୁ ହତ୍ଯା କଲେ।

ପ୍ରଥମ ବଂଶାବଳୀ 19:11
ଯୋୟାବ ଅବୀଶଯଙ୍କ ଅଧୀନ ରେ ଇଶ୍ରାୟେଲର ଅବଶିଷ୍ଟ ସୈନ୍ଯଦଳକୁ ରଖିଲେ। ଅବୀଶଯ ଯୋୟାବଙ୍କ ଭ୍ରାତା ଥିଲେ। ସହେି ସୈନ୍ଯମାନେ ଅେମ୍ମାନୀୟ ସୈନ୍ଯଦଳ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରି ଗଲେ।

ପ୍ରଥମ ବଂଶାବଳୀ 11:20
ଯୋୟାବଙ୍କ ଭ୍ରାତା ଅବୀଶଯ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ବାରା 300 ଲୋକଙ୍କ ସହିତ ୟୁଦ୍ଧ କରିଥିଲେ ଓ ସମାନଙ୍କେୁ ବଧ କରିଥିଲେ। ଅବୀଶଯ ମଧ୍ଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।

ପ୍ରଥମ ବଂଶାବଳୀ 2:16
ସରୁଯାର ତିନି ପୁତ୍ର ଥିଲେ ଅବୀଶଯ, ଯୋୟାବ ଓ ଅସା ହେଲ।

ଦିତୀୟ ରାଜାବଳୀ 14:7
ଅମତ୍ସିଯ ଲବଣ ଉପତ୍ୟକା ରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ୟୁଦ୍ଧ ରେ ସେଲା ନଗର ଅଧିକାର କରି ତାହାର ନାମ ୟକ୍ତଲେ ରଖିଲେ। ତାହା ଆଜି ମଧ୍ଯ ୟକ୍ତଲେ ନାମ ରେ ପରିଚିତ।

ଦିତୀୟ ଶାମୁୟେଲ 23:18
ସହେି ତିନି ଜଣଙ୍କ ମଧିଅରେ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶଯ ମକ୍ସ୍ଟଖ୍ଯ ଥିଲେ। ସେ 300 ଲୋକ ବିରକ୍ସ୍ଟଦ୍ଧ ରେ ନିଜର ବର୍ଚ୍ଛା ଉଠାଇ ସମାନଙ୍କେୁ ହତ୍ଯା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧିଅରେ ବିଖ୍ଯାତ ହେଲା।

ଦିତୀୟ ଶାମୁୟେଲ 21:17
ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଦାଉଦଙ୍କର ସାହାୟ୍ଯ କଲା ଓ ସହେି ପଲେଷ୍ଟୀୟକକ୍ସ୍ଟ ଆଘାତ କରି ବଧ କଲା।

ଦିତୀୟ ଶାମୁୟେଲ 20:6
ତହିଁରେ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଏବେ ଅବଶା ଲୋମ ଅପେକ୍ଷା ବିଖ୍ରିର ପକ୍ସ୍ଟତ୍ର ଶବେଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମାରେ ଅଧିକାରୀମାନଙ୍କୁ ନଇେ ତାଙ୍କ ପେଛ ପେଛ ୟାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୈଣସି ନଗରକକ୍ସ୍ଟ ୟାଇ ଆମ୍ଭମାନଙ୍କ ଦୃଷ୍ଟିରକ୍ସ୍ଟ ପଳାଇବ।

ଦିତୀୟ ଶାମୁୟେଲ 19:21
କିନ୍ତୁ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଉତ୍ତର କରି କହିଲା, ଶିମିଯିକକ୍ସ୍ଟ ଆଲମ ନିଶ୍ଚିତ ମାରିଦଲବକ୍ସ୍ଟ କାରଣସସ ସଦାପ୍ରଭୁଙ୍କ ଅଭିଷିକ୍ତକକ୍ସ୍ଟ ଶାପସଦଇ ଅଛି।

ଦିତୀୟ ଶାମୁୟେଲ 16:9
ସରକ୍ସ୍ଟଯାର ପକ୍ସ୍ଟତ୍ର ଅବିଶଯ ରାଜାଙ୍କକ୍ସ୍ଟ କହିଲା, ଏ ମଲା କକ୍ସ୍ଟକକ୍ସ୍ଟରଟା କାହିଁକି ମାେ ପ୍ରଭକ୍ସ୍ଟ ମହାରାଜାଙ୍କକ୍ସ୍ଟ ଅଭିଶାପ ଦବେ? ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁ ପାର ହାଇେ ତା'ର ମକ୍ସ୍ଟଣ୍ତ କାଟି ଆଣିବି।

ଦିତୀୟ ଶାମୁୟେଲ 10:14
ଅରାମୀଯମାନଙ୍କୁ ପଳାଇବାର ଦେଖି ଅେମ୍ମାନୀୟମାନେ ଅବୀଶଯଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ନିଜର ନଗରକକ୍ସ୍ଟ ପଳାଯନ କଲେ।

ଦିତୀୟ ଶାମୁୟେଲ 10:10
ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶଯ ହସ୍ତ ରେ ସମର୍ପଣ କଲେ, ତହିଁରେ ସେ ସମାନଙ୍କେୁ ନଇେ ଅେମ୍ମାନୀୟମାନଙ୍କ ବକ୍ସ୍ଟରକ୍ସ୍ଟଦ୍ଧ ରେ ସୈନ୍ଯ ସଜାଇଲ।

ଦିତୀୟ ଶାମୁୟେଲ 8:13
ଦାଉଦ ଲବଣ ନାମକ ଉପତ୍ୟକା ରେ ଅରାମୀଯମାନଙ୍କର 18,000 ସୈନ୍ଯଙ୍କକ୍ସ୍ଟ ବଧ କରିଥିଲେ ଓ ସେ ଯେତବେେଳେ ଘରକକ୍ସ୍ଟ ଫରେିଲେ ସେତବେେଳେ ବହକ୍ସ୍ଟତ ଖ୍ଯାତି ଅର୍ଜନ କରିଥିଲେ।

ଦିତୀୟ ଶାମୁୟେଲ 7:13
ସେ ମାେ ନାମ ରେ ଏକ ମନ୍ଦିର ନିର୍ମାଣ କରିବ। ଏବଂ ମୁ ତା'ର ରାଜ୍ଯକକ୍ସ୍ଟ ଚିରଦିନ ପାଇଁ ଶକ୍ତିଶାଳୀ କରିବି।

ଦିତୀୟ ଶାମୁୟେଲ 3:30
ଯୋୟାବ ଓ ତା'ର ଭାଇ ଅବୀଶଯ ଅବ୍ନରକକ୍ସ୍ଟ ହତ୍ଯା କଲେ, କାରଣ ଅବ୍ନର ସମାନଙ୍କେର ଭାଇ ଅସା ହେଲକକ୍ସ୍ଟ ଗିବିଯା ୟକ୍ସ୍ଟଦ୍ଧ ରେ ହତ୍ଯା କରିଥିଲେ।

ପ୍ରଥମ ଶାମୁୟେଲ 26:8
ଅବୀଶଯ ଦାଉଦଙ୍କକ୍ସ୍ଟ କହିଲା, ଆଜି ପରମେଶ୍ବର ତୁମ୍ଭକୁ ତକ୍ସ୍ଟମ୍ଭ ଶତୃକକ୍ସ୍ଟ ପରାସ୍ତ କରିବାର ସକ୍ସ୍ଟୟୋଗ ଦଇେଛନ୍ତି। ତେଣୁ ଏହି ବର୍ଚ୍ଛା ରେ ତାକକ୍ସ୍ଟ ଭୂମିରେ ବଦ୍ଧ କରିବାକୁ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ମୁ ତାକକ୍ସ୍ଟ ଏକାଥରେ ହତ୍ଯା କରିବି।