କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:33 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:33

1 Corinthians 14:33
ପରମେଶ୍ବର ବିଶୃଙ୍ଖଳାର ପରମେଶ୍ବର ନୁହଁନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ବର ଅଟନ୍ତି।

1 Corinthians 14:321 Corinthians 141 Corinthians 14:34

1 Corinthians 14:33 in Other Translations

King James Version (KJV)
For God is not the author of confusion, but of peace, as in all churches of the saints.

American Standard Version (ASV)
for God is not `a God' of confusion, but of peace. As in all the churches of the saints,

Bible in Basic English (BBE)
For God is not a God whose ways are without order, but a God of peace; as in all the churches of the saints.

Darby English Bible (DBY)
For God is not [a God] of disorder but of peace, as in all the assemblies of the saints.

World English Bible (WEB)
for God is not a God of confusion, but of peace. As in all the assemblies of the saints,

Young's Literal Translation (YLT)
for God is not `a God' of tumult, but of peace, as in all the assemblies of the saints.

For
οὐouoo

γάρgargahr
God
ἐστινestinay-steen
is
ἀκαταστασίαςakatastasiasah-ka-ta-sta-SEE-as
not
hooh
confusion,
of
author
the
θεὸςtheosthay-OSE
but
ἀλλ'allal
peace,
of
εἰρήνηςeirēnēsee-RAY-nase
as
Ὡςhōsose
in
ἐνenane
all
πάσαιςpasaisPA-sase
of

churches
ταῖςtaistase

ἐκκλησίαιςekklēsiaisake-klay-SEE-ase
the
τῶνtōntone
saints.
ἁγίωνhagiōna-GEE-one

Cross Reference

ଯାକୁବଙ୍କ ପତ୍ 3:17
କିନ୍ତୁ ପରମେଶ୍ବରଙ୍କଠାରୁ ଆସିଥିବା ଜ୍ଞାନ ଏହିପରି : ପ୍ରଥମ ରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟ ରେ ପଡ଼ିଛନ୍ତି, ଏହି ଜ୍ଞାନ ସମାନଙ୍କେୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 13:20
ମୁଁ ଶାନ୍ତିର ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସା ରେ ତୁମ୍ଭମାନେେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରେତ୍ୟକକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ବର ହିଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନଃଜୀବିତ କରିଥିଲେ। ମହାନ୍ ମଷେପାଳକ ଯୀଶୁଙ୍କୁ ପରମେଶ୍ବର ତାହାଙ୍କ ରକ୍ତ ହତେୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନଚୁକ୍ତି ଚିରନ୍ତନ ଅଟେ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:16
ଆମ୍ଭେ ପ୍ରାର୍ଥନା କରୁ ଯେ, ଶାନ୍ତିର ପ୍ରଭୁ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ସେ ତୁମ୍ଭମାନଙ୍କୁ ସବୁବେଳେ ଓ ପ୍ରେତ୍ୟକକ କ୍ଷେତ୍ର ରେ ଶାନ୍ତି ପ୍ରଦାନ କରନ୍ତୁ। ପ୍ରଭୁ ତୁମ୍ଭମାନଙ୍କ ସମସ୍ତଙ୍କ ସହିତ ଥାଆନ୍ତୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:40
ପ୍ରେତ୍ୟକକ କାମ ଠିକ୍ ଭାବରେ ଓ କ୍ରମାନୁସା ରେ କରିବା ଉଚିତ୍।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:17
ପ୍ରଭୁ ତୁମକୁ ଆହ୍ବାନ କଲା ବେଳେ ଯେଉଁ ପ୍ରକାର ଜୀବନ ଯାପନ କରିବା ପାଇଁ ଚାଳନା ଦେଉଛନ୍ତି, ପ୍ରେତ୍ୟକକ ଲୋକ ସହେିଭଳି ଜୀବନ ଯାପନ କରିବା ଉଚିତ୍। ମୁଁ ସମସ୍ତ ମଣ୍ଡଳୀକୁ ଏହି ନିର୍ଦ୍ଦଶେ ଦିଏ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:15
ତଥାପି ଯଦି ଜଣେ ଅବିଶ୍ବାସୀ, ଜଣେ ବିଶ୍ବାସୀଠାରୁ ଅଲଗା ହବୋକୁ ଇଚ୍ଛା କରେ, ତା' ହେଲେ ସେ ଅଲଗା ହାଇପୋ ରେ। ଯେତବେେଳେ ଏପରି ଘଟିବ, ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହବେେ। ପରମେଶ୍ବର ତୁମ୍ଭମାନଙ୍କୁ ଶାନ୍ତି ରେ ରହିବାକୁ ଆହ୍ବାନ ଦଇେଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:16
ଯଦି କିଏ ଏହି ବିଷୟ ରେ ୟୁକ୍ତି ତର୍କ କରିବା ପାଇଁ ଇଚ୍ଛା କରେ, ତବେେ ଆମ୍ଭେ କହିବୁ ଯେ, ଲୋକମାନଙ୍କ ଏପ୍ରକାର କାର୍ୟ୍ଯକଳାପଠାରୁ ଆମ୍ଭେ ବା ପରମେଶ୍ବରଙ୍କ ମଣ୍ଡଳୀ ସ୍ବୀକୃତ ଦବେ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:17
ସେଥିପାଇଁ ଜୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟ ରେ ମାହେର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ବାସ ଯୋଗ୍ଯ। ଖ୍ରୀଷ୍ଟଯୀଶୁଙ୍କ ପାଇଁ ମୁଁ କିପରି ଜୀବନ ଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦବେେ। ମୁଁ ସବୁ ମଣ୍ଡଳୀ ରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:22
ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:33
ଶାନ୍ତିଦାତା ପରମେଶ୍ବର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:13
ହନନିୟ ଉତ୍ତର ଦେଲେ, ପ୍ରଭୁ, ମୁଁ ବହୁତ ଲୋକଙ୍କଠାରୁ ଏହି ଲୋକ ବିଷୟ ରେ ଶୁଣିଛି। ମୁଁ ଶୁଣିଛି ଯେ, ସେ ୟିରୂଶାଲମ ରେ ଆପଣଙ୍କ ପବିତ୍ର ଲୋକମାନଙ୍କ ପ୍ରତି ବହୁତ ଅତ୍ଯାଚାର କରିଛି।

ଲୂକଲିଖିତ ସୁସମାଚାର 2:14
ସ୍ବର୍ଗ ରେ ରହୁଥିବା ପରମେଶ୍ବରଙ୍କୁ ଜୟ ହେଉ ଏବଂ ଏ ପୃଥିବୀ ରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ବର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।