Judges 16:17
ଶଷେ ରେ ଶାମ୍ଶାେନ୍ ସମସ୍ତ ଗକ୍ସ୍ଟଲ୍ଗକଥା ତାଙ୍କୁ ଜଣାଇଲେ। ସେ ତାଙ୍କୁ କହିଲେ, ମୁ ଜନ୍ମ ପୂର୍ବରକ୍ସ୍ଟ ସଦାପ୍ରଭୁଙ୍କୁ ସମର୍ପଣ ହାଇେଥିଲି। ମୁ ମାରେ ବାଳ କବେେ କାଟିନଥିଲି। ଯଦି କୌଣସି ଲୋକ ମାରେ ମକ୍ସ୍ଟଣ୍ତର ବାଳ କାଟି ସଫା କରିଦିଏ, ତବେେ ମୁ ମାରେ ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହାଇଯେିବି।
That he told | וַיַּגֶּד | wayyagged | va-ya-ɡED |
her | לָ֣הּ | lāh | la |
all | אֶת | ʾet | et |
heart, his | כָּל | kāl | kahl |
and said | לִבּ֗וֹ | libbô | LEE-boh |
not hath There her, unto | וַיֹּ֤אמֶר | wayyōʾmer | va-YOH-mer |
come | לָהּ֙ | lāh | la |
a razor | מוֹרָה֙ | môrāh | moh-RA |
upon | לֹֽא | lōʾ | loh |
head; mine | עָלָ֣ה | ʿālâ | ah-LA |
for | עַל | ʿal | al |
I | רֹאשִׁ֔י | rōʾšî | roh-SHEE |
have been a Nazarite | כִּֽי | kî | kee |
God unto | נְזִ֧יר | nĕzîr | neh-ZEER |
from my mother's | אֱלֹהִ֛ים | ʾĕlōhîm | ay-loh-HEEM |
womb: | אֲנִ֖י | ʾănî | uh-NEE |
if | מִבֶּ֣טֶן | mibbeṭen | mee-BEH-ten |
shaven, be I | אִמִּ֑י | ʾimmî | ee-MEE |
then my strength | אִם | ʾim | eem |
go will | גֻּלַּ֙חְתִּי֙ | gullaḥtiy | ɡoo-LAHK-TEE |
from | וְסָ֣ר | wĕsār | veh-SAHR |
weak, become shall I and me, | מִמֶּ֣נִּי | mimmennî | mee-MEH-nee |
and be | כֹחִ֔י | kōḥî | hoh-HEE |
like any | וְחָלִ֥יתִי | wĕḥālîtî | veh-ha-LEE-tee |
other man. | וְהָיִ֖יתִי | wĕhāyîtî | veh-ha-YEE-tee |
כְּכָל | kĕkāl | keh-HAHL | |
הָֽאָדָֽם׃ | hāʾādām | HA-ah-DAHM |
Cross Reference
Judges 13:5
ଏହା କାରଣ ତୁମ୍ଭେ ଗର୍ଭବତୀ, ଏବଂ ତୁମ୍ଭେ ଏକ ପକ୍ସ୍ଟତ୍ର ସନ୍ତାନକକ୍ସ୍ଟ ଜନ୍ମ ଦବୋ ପାଇଁ ଯାଉଛ। ତା'ର ମସ୍ତକରେ କ୍ଷକ୍ସ୍ଟର ଲାଗିବ ନାହିଁ। ସେ ଗର୍ଭ ରେ ଥିଲା ସମୟରକ୍ସ୍ଟ ନାସରୀଯ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗିତ ହାଇେଅଛି। ସେ ପଲେଷ୍ଟୀୟମାନଙ୍କ କବଳରକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ଉଦ୍ଧାର କରିବ।
Numbers 6:5
ତାହାର ପ୍ରତିଜ୍ଞା ହତେୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁରଲାଗିବ ନାହିଁ, ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ଥିବା ଦିନ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦବେ।
Micah 7:5
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।
Numbers 6:2
ଇଶ୍ରାୟେଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ସର୍ଗିତ ହବୋ ନିମନ୍ତେ ବିଶଷେ ନାସରୀଯ ପ୍ରତିଜ୍ଞା କରିବା ଉଚିତ୍।
Proverbs 12:23
ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ।
Proverbs 29:12
ଶାସନକର୍ତ୍ତା ଯଦି ମିଥ୍ଯାକୁ ଶୁଣନ୍ତି, ତବେେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହବେେ।
Acts 18:18
ପାଉଲ ସଠାେରେ ଭାଇମାନଙ୍କ ସହିତ ଅନକେ ଦିନ ରହିଲେ। ତା'ପରେ ସେ ବିଦାୟ ନଇେ ଜଳପଥରେ ସୁରିଆ ଦେଶକୁ ଗଲେ। ତାହାଙ୍କ ସହିତ ପ୍ରୀସ୍କିଲ୍ଲା ଓ ଆକ୍ବିଲା ମଧ୍ଯ ଗଲେ। ପରମେଶ୍ବରଙ୍କ ନିକଟରେ ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ ରଯୋ ରେ ଲଣ୍ଡା ହେଲେ।