Joshua 13:2 in Oriya

Oriya Oriya Bible Joshua Joshua 13 Joshua 13:2

Joshua 13:2
ତୁମ୍ଭେ ଏପର୍ୟ୍ଯନ୍ତ ଯେଉଁ ଦେଶଗକ୍ସ୍ଟଡିକ ତକ୍ସ୍ଟମ୍ଭ ଅଧିନକକ୍ସ୍ଟ ନଇେ ନାହିଁ, ସଗେକ୍ସ୍ଟଡିକ ହେଲା ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ତଳ, ଗଶୂରୀଯମାନଙ୍କ ସମସ୍ତ ଅଞ୍ଚଳ।

Joshua 13:1Joshua 13Joshua 13:3

Joshua 13:2 in Other Translations

King James Version (KJV)
This is the land that yet remaineth: all the borders of the Philistines, and all Geshuri,

American Standard Version (ASV)
This is the land that yet remaineth: all the regions of the Philistines, and all the Geshurites;

Bible in Basic English (BBE)
This is the land which is still to be taken: all the country of the Philistines, and all the Geshurites;

Darby English Bible (DBY)
This is the land that yet remaineth: all the districts of the Philistines and all the Geshurites,

Webster's Bible (WBT)
This is the land that yet remaineth: all the borders of the Philistines, and all Geshuri,

World English Bible (WEB)
This is the land that yet remains: all the regions of the Philistines, and all the Geshurites;

Young's Literal Translation (YLT)
`This `is' the land that is left; all the circuits of the Philistines, and all Geshuri,

This
זֹ֥אתzōtzote
is
the
land
הָאָ֖רֶץhāʾāreṣha-AH-rets
that
yet
remaineth:
הַנִּשְׁאָ֑רֶתhannišʾāretha-neesh-AH-ret
all
כָּלkālkahl
borders
the
גְּלִיל֥וֹתgĕlîlôtɡeh-lee-LOTE
of
the
Philistines,
הַפְּלִשְׁתִּ֖יםhappĕlištîmha-peh-leesh-TEEM
and
all
וְכָלwĕkālveh-HAHL
Geshuri,
הַגְּשׁוּרִֽי׃haggĕšûrîha-ɡeh-shoo-REE

Cross Reference

Joshua 13:11
ଗିଲିଯଦ ଓ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କ ଅଞ୍ଚଳ ଓ ସମକ୍ସ୍ଟଦାଯ ହର୍ମୋଣ ପର୍ବତ ଓ ସଲଖା ପର୍ୟ୍ଯନ୍ତ ସମସ୍ତ ବାସନ ସୀମା ପର୍ୟ୍ଯନ୍ତ ଥିଲା।

Joel 3:4
ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭମାନେେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭମାନେେ ଆମ୍ଭଙ୍କୁ ଦଣ୍ତ ଦଇେ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦବୋ।

1 Samuel 27:8
ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀଯ, ଅମାଲକେୀଯ ଓ ଗିଷରୀଯ ଲୋକମାନଙ୍କୁ ଆକ୍ରମଣ କରୁଥାନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ୟ୍ଯନ୍ତ ଯେଉଁ ଦେଶ, ସେଥି ମଧ୍ଯରକ୍ସ୍ଟ ପୂର୍ବକାଳ ରେ ସଠାେରେ ସେ ଲୋକମାନେ ବାସ କରୁଥିଲେ।

Judges 3:1
ସଦାପ୍ରଭୁ ସହେି ଭୂମିର ରହିବା ପାଇଁ ସହେି ଜାତିକକ୍ସ୍ଟ ଅନକ୍ସ୍ଟମତି ଦେଲେ। ସେ ଇଶ୍ରାୟେଲର ଲୋକମାନଙ୍କୁ ଏହିପରି ପରୀକ୍ଷା କଲେ। ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରକ୍ସ୍ଟ କହେି ଜଣେ ସହେି ସମୟରେ ହରାଇବାକକ୍ସ୍ଟ କିଣାନ ଦେଶର ୟକ୍ସ୍ଟଦ୍ଧ ରେ ଲଢାଇ କରିନଥିଲେ।

2 Samuel 15:8
ଅବଶା ଲୋମ କହିଲେ, ମୁ ଅରାମର ଗଶୂର ରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, 'ଯଦି ରାଜା ମାେତେ ଯିରୁଶାଲମକୁ ଫରେି ଆସିବାକକ୍ସ୍ଟ କହନ୍ତି ତବେେ ମୁ ସଦାପ୍ରଭୁଙ୍କର ସବୋ କରିବି।'

2 Samuel 13:37
ତାଙ୍କର ପକ୍ସ୍ଟତ୍ର ଅମ୍ମାନଙ୍କେ ପାଇଁ ଦାଉଦ ବହକ୍ସ୍ଟତ ଦିନ ଶାେକ କଲେ।

2 Samuel 3:3
କର୍ମିଲୀଯ ନାବଲ୍ର ସ୍ତ୍ରୀ ଅବୀଗଲ୍ଙ୍କଠାରକ୍ସ୍ଟ ଜନ୍ମ ହେଲ ଦ୍ବିତୀୟ ପକ୍ସ୍ଟତ୍ର କିଲାବ୍ ଏବଂ ତୃତୀୟ ପକ୍ସ୍ଟତ୍ର ହେଲ ଅବ୍ଶାଲୋମ୍, ସେ ଗଶୂରର ରାଜା ତଲ୍ମଯର କନ୍ଯା ମାଖାରର ପକ୍ସ୍ଟତ୍ର।

Joshua 13:13
ଇଶ୍ରାୟେଲର ସନ୍ତାନଗଣ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କୁ ଘଉଡାଇ ଦଇେ ନ ଥିଲେ। ଆଜି ପର୍ୟ୍ଯନ୍ତ ସହେି ଲୋକମାନେ ଇଶ୍ରାୟେଲୀୟମାନଙ୍କ ସହିତ ବାସ କରୁଛନ୍ତି।

Joshua 12:5
ଓଗ୍ ମଧ୍ଯ ହର୍ମୋଣ ପର୍ବତ ରେ, ସଲଖା ରେ, ଗଶୂରୀଯମାନଙ୍କ ଓ ମାଖାଥୀଯମାନଙ୍କ ସୀମା ପର୍ୟ୍ଯନ୍ତ ସମକ୍ସ୍ଟଦାଯ ବାଶନ ଦେଶ ରେ ଓ ହିଷ୍ବୋନ୍ର ରାଜା ସୀହାନରେ ସୀମା ପର୍ୟ୍ଯନ୍ତ ଗିଲିଯଦର ଅର୍ଦ୍ଧ ଦେଶ ରେ ଶାସନ କରୁଥିଲେ।

Deuteronomy 11:23
ତବେେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହିସବୁ ଗୋଷ୍ଠୀଯ ଲୋକମାନଙ୍କୁ ତଡି ଦବେେ, ଏବଂ ତୁମ୍ଭମାନେେ, ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକକ୍ସ୍ଟ ଅଧିକାର କରିବ।

Exodus 23:29
ମାତ୍ର ଏକ ବର୍ଷ ରେ ତୁମ୍ଭ ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବୋ ନାହିଁ। ତାହାହେଲେ ଦେଶ ଶୁନ୍ଯ ହାଇଯେିବଓ ତୁମ୍ଭ ପ୍ରତିକୂଳ ରେ ବନ୍ଯ ପଶୁମାନଙ୍କ ସଂଖ୍ଯା ବୃଦ୍ଧି ପାଇବ।

Genesis 26:1
ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହାଇେଥିଲା। ସହେି ଦେଶ ରେ ଆଉ ସହେିଭଳି ଏକ ଦୁର୍ଭିକ୍ଷ ଦଖାଦେବୋରୁ ଇସ୍ହାକ ଗରାର ରେ ପଲେଷ୍ଟୀୟମାନଙ୍କ ରାଜା ଅବିମଲକେ ନିକଟକୁ ଗଲେ।

Genesis 10:14
ପଥ୍ରୋଷୀଯ, କସ୍ଲୁହୀଯ ଓ କପ୍ତୋରିଯ (ଏହି ପଲେଷ୍ଟୀୟ ଲୋକମାନେ କସ୍ଲୁହୀଯରୁ ଆସିଲେ।)