Job 9:23 in Oriya

Oriya Oriya Bible Job Job 9 Job 9:23

Job 9:23
ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ଯକ୍ତି ପ୍ରାଣ ହରାଏ, ପରମେଶ୍ବର କ'ଣ ନିର୍ଦ୍ ଦୋଷର ମୃତ୍ଯୁ ରେ କବଳେ ହସି ପାରିବେ ?

Job 9:22Job 9Job 9:24

Job 9:23 in Other Translations

King James Version (KJV)
If the scourge slay suddenly, he will laugh at the trial of the innocent.

American Standard Version (ASV)
If the scourge slay suddenly, He will mock at the trial of the innocent.

Bible in Basic English (BBE)
If death comes suddenly through disease, he makes sport of the fate of those who have done no wrong.

Darby English Bible (DBY)
If the scourge kill suddenly, he mocketh at the trial of the innocent.

Webster's Bible (WBT)
If the scourge shall slay suddenly, he will laugh at the trial of the innocent.

World English Bible (WEB)
If the scourge kills suddenly, He will mock at the trial of the innocent.

Young's Literal Translation (YLT)
If a scourge doth put to death suddenly, At the trial of the innocent He laugheth.

If
אִםʾimeem
the
scourge
שׁ֭וֹטšôṭshote
slay
יָמִ֣יתyāmîtya-MEET
suddenly,
פִּתְאֹ֑םpitʾōmpeet-OME
laugh
will
he
לְמַסַּ֖תlĕmassatleh-ma-SAHT
at
the
trial
נְקִיִּ֣םnĕqiyyimneh-kee-YEEM
of
the
innocent.
יִלְעָֽג׃yilʿāgyeel-Aɡ

Cross Reference

2 Samuel 14:15
ମାରେ ପ୍ରଭକ୍ସ୍ଟ ଓ ମହାରାଜ ମୁ ଏହି କଥାଗକ୍ସ୍ଟଡିକ କହିବାକକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଆସିଲି କାରଣ ଲୋକମାନେ ମାେତେ ଭୟ ଦଖାଇେଲେ। ତେଣୁ ନିଜକକ୍ସ୍ଟ ଭାବିଲି, 'ମୁ ମହାରାଜାଙ୍କକ୍ସ୍ଟ କହିବି, ହାଇପୋ ରେ, ମହାରାଜ ମାେତେ ସାହାୟ୍ଯ କରିପାରନ୍ତି।

Ezekiel 21:13
ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ଯାଖ୍ଯାନ କରିବା ପ ରେ ଆଉ କ'ଣ ବାକି ରହିଲା ?' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

Ezekiel 14:19
ପୁଣି ପରମେଶ୍ବର କହିଲେ, ଆମ୍ଭେ ଯବେେ ସହେି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା' ଉପ ରେ ଢ଼ାଳି ଦେଉ, ତବେେ ମନୁଷ୍ଯ ଓ ପଶୁକୁ ତା' ମଧ୍ଯରୁ ଉଚ୍ଛନ୍ନ କରୁ।

Psalm 44:22
ହେ ପରମେଶ୍ବର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ଯୁବରଣ କରୁଛୁ। ଆମ୍ଭେ ହେଉଛୁ ସହେି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ଯା କରିବାକୁ ନିଆ ଯାଉଥାଏ।

Job 24:12
ସହର ରେ ମରୁଥିବା ମନୁଷ୍ଯମାନଙ୍କ କାନ୍ଦଣା ତୁମ୍ଭେ ନିଶ୍ଚଯ ଶୁଣିପାରୁଥିବ। ସହେି ଦୁଃଖି ମନୁଷ୍ଯମାନଙ୍କର ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର, ପରମେଶ୍ବର କାନ ରେ ଶୁଣି ପାରନ୍ତି ନାହିଁ।

Job 8:20
ପରମେଶ୍ବର ଅନ୍ଯାଯସବୁକୁ କବେେ ପ୍ରତ୍ଯାଖ୍ଯାନ କରନ୍ତି ନାହିଁ କି ଦୁଷ୍ଟ ଲୋକକୁ ସାହାୟ୍ଯ କରନ୍ତି ନାହିଁ।

Job 4:7
ଆୟୁବ ଥରେ ଭାବି ଦେଖିଲ, କହେି ନିରପରାଧ ବ୍ଯକ୍ତି କବେେ ଧ୍ବଂସ ହାଇେଛନ୍ତି! ଉତ୍ତମ ବ୍ଯକ୍ତିମାନଙ୍କର ବିନାଶ ଘଟେ ନାହିଁ।

Job 2:7
ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।

Job 1:13
ଗୋଟିଏ ଦିନ ଭୋଜି ମଧିଅରେ, ଆୟୁବର ପୁଅ ଓ ଝିଅମାନେ ବଡ଼ ଭାଇର ଘ ରେ ଏକତ୍ର ଖାଇବା ସହିତ ଦ୍ରାକ୍ଷାରସ ପାନ କରୁଥିଲେ।

2 Samuel 14:17
ମୁ ଜାଣେ ମାରେମୂନିବଙ୍କର କଥା, ନିଶ୍ଚିତ ଭାବରେ ମାେତେ ବିଶ୍ରାମ ଦବେ କାରଣ ଆପଣ ହେଉଛନ୍ତି ଜଣେ ପରମେଶ୍ବରଙ୍କ ଦୂତପରି। ଆପଣ ଜାଣନ୍ତି କେଉଁଟା ଠିକ୍ ଓ କେଉଁଟା ଭକ୍ସ୍ଟଲ୍ ଏବଂ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସର୍ବଦା ତକ୍ସ୍ଟମ୍ଭ ପାଖ ରେ ଅଛନ୍ତି।

Hebrews 11:36
କେତେ ଲୋକ ହାସ୍ଯର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘ ରେ ରଖା ଗଲେ।