Job 31:8 in Oriya

Oriya Oriya Bible Job Job 31 Job 31:8

Job 31:8
ତବେେ ଅନ୍ୟ ଲୋକ ସହେି ଶସ୍ଯ ଖାଇଲେ ତାହା ଠିକ୍ ହବେ, ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦଲେି।

Job 31:7Job 31Job 31:9

Job 31:8 in Other Translations

King James Version (KJV)
Then let me sow, and let another eat; yea, let my offspring be rooted out.

American Standard Version (ASV)
Then let me sow, and let another eat; Yea, let the produce of my field be rooted out.

Bible in Basic English (BBE)
Let me put seed in the earth for another to have the fruit of it, and let my produce be uprooted.

Darby English Bible (DBY)
Let me sow, and another eat; and let mine offspring be rooted out.

Webster's Bible (WBT)
Then let me sow, and let another eat; yes, let my offspring be rooted out.

World English Bible (WEB)
Then let me sow, and let another eat; Yes, let the produce of my field be rooted out.

Young's Literal Translation (YLT)
Let me sow -- and another eat, And my products let be rooted out.

Then
let
me
sow,
אֶ֭זְרְעָהʾezrĕʿâEZ-reh-ah
and
let
another
וְאַחֵ֣רwĕʾaḥērveh-ah-HARE
eat;
יֹאכֵ֑לyōʾkēlyoh-HALE
yea,
let
my
offspring
וְֽצֶאֱצָאַ֥יwĕṣeʾĕṣāʾayveh-tseh-ay-tsa-AI
be
rooted
out.
יְשֹׁרָֽשׁוּ׃yĕšōrāšûyeh-shoh-ra-SHOO

Cross Reference

Leviticus 26:16
ଯଦି ତୁମ୍ଭମାନେେ ତାହା କର, ତବେେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଭୟଙ୍କର ଅଘଟଣ ଘଟାଇବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ୟକ୍ଷ୍ମା ଓ ଜ୍ବର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ, ପ୍ରାଣ କ୍ଷଯ କରିବ। ଆଉ ତୁମ୍ଭମାନେେ ବୃଥା ରେ ବୀଜ ବୁଣିବ, କାରଣ ଶତୃମାନେ ତାକୁ ଖାଇଯିବେ।

Micah 6:15
ତୁମ୍ଭେ ଯଦିଓ ଶସ୍ଯ ବୁଣିବ କିନ୍ତୁ ଫସଲ ଅମଳ କରିବ ନାହିଁ। ତୁମ୍ଭେ ଅଲିଭ ଫଳ ପଷେିବ ମାତ୍ର ତୈଳ ମର୍ଦ୍ଦନ ପାଇଁ ପାଇବ ନାହିଁ। ଯଦିଓ ଦ୍ରାକ୍ଷାଫଳ ପଷେିବ, ଦ୍ରାକ୍ଷାରସ ପାନୀଯ ପାଇଁ ପାଇବ ନାହିଁ।

Deuteronomy 28:38
ତୁମ୍ଭେ କ୍ଷେତ୍ରକକ୍ସ୍ଟ ବହକ୍ସ୍ଟତ ବିହନ ବହିନବେ ମାତ୍ର ଅଳ୍ପ ସଂଗ୍ରହ କରିବ। କାରଣ ପଙ୍ଗପାଳ ତାହା ଖାଇ ପକାଇବେ।

Psalm 109:13
ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।

Job 24:6
ଗରିବ ଲୋକମାନେ ବହୁତ ବିଳମ୍ବିତ ରାତ୍ରିୟାଏ ଫସଲ ଅମଳ କରନ୍ତି। ସମେନେ ନିଶ୍ଚଯ ଧନୀ ଲୋକମାନଙ୍କ ପାଇଁ ତାଙ୍କ ଅଙ୍ଗୁର କ୍ଷେତ୍ର ରେ ଅଙ୍ଗୁର ସଂଗ୍ରହ କରନ୍ତି।

Job 20:18
ଦୁଷ୍ଟ ଲୋକ ତା'ର ଲାଭ ଫରୋଇବାକୁ ବାଧ୍ଯ ହବେ। ସେ ଯାହା ପାଇଁ ଏତେ କଷ୍ଟ ସ୍ବୀକାର କଲା, ତାକୁ ସେ ଭୋଗ କରିପାରିବ ନାହିଁ।

Job 18:19
ତା'ର କୌଣସି ସନ୍ତାନ ସନ୍ତତି ଓ ନାତି ନାତୁଣୀ ହବେ ନାହିଁ। ତା' ପରିବାରର କହେି ଗୃହ ରେ ବାସ କରିବା ନିମନ୍ତେ ରହିବେ ନାହିଁ।

Job 15:30
ଦୁଷ୍ଟଲୋକ ଅନ୍ଧକାରରୁ ରକ୍ଷାପାଇ ପାରିବ ନାହିଁ। ସେ ଏକ ବୃକ୍ଷ ସଦୃଶ, ଯାହାର ପତ୍ର ରୋଗିଣା ହାଇେ ଶୁଖିୟାଏ ଏବଂ ପବନ ତାକୁ ଉଡ଼ାଇ ନିଏ।

Job 5:4
ତା'ର ସନ୍ତାନମାନଙ୍କୁ ସାହାୟ୍ଯ କରିବାକୁ କହେି ନ ଥିଲେ। ସମାନଙ୍କେୁ ଦରବାର ରେ କହେି ପକ୍ଷସମର୍ଥନ କଲନୋହିଁ।

Judges 6:3
ସମାନେେ ଏହିପରି କଲେ, କାରଣ ମିଦିଯନୀଯ ଓ ଅମାଲକେୀଯ ଓ ପୂର୍ବ ଦେଶିଯ ଗୋଷ୍ଠୀମାନେ ସର୍ବଦା ଆସି ସମାନଙ୍କେର ଫସଲ ନଷ୍ଟ କରି ଦେଉଥିଲେ।

Deuteronomy 28:51
ସମାନେେ ତୁମ୍ଭର ପଶକ୍ସ୍ଟ ଓ ବଢିଥିବା ଶସ୍ଯ ନଇେଯିବେ। ତୁମ୍ଭମାନଙ୍କୁ ଧ୍ବଂସ କରିବା ପର୍ୟ୍ଯନ୍ତ ସମାନେେ ସମସ୍ତ ଦ୍ରବ୍ଯ ନଇେଯିବେ। ସମାନେେ ତୁମ୍ଭମାନଙ୍କ ପାଇଁ କୌଣସି ଶସ୍ଯ ରଖିବେ ନାହିଁ। ମଦ, ତଲେ, ଗାଈ, ମଷେ କିଅବା ଛଳେି ଅବଶିଷ୍ଟ କିଛି ରଖିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ତଳିତଳାନ୍ତ କରିବା ପର୍ୟ୍ଯନ୍ତ ସମସ୍ତ ଦ୍ରବ୍ଯ ସମାନେେ ନଇେଯିବେ।

Deuteronomy 28:30
ତୁମ୍ଭେ ଏକ ସ୍ତ୍ରୀଲୋକକୁ ବିବାହ କରିବ କିନ୍ତୁ ଅନ୍ୟ ଜଣେ ପୁରୁଷ ତାକକ୍ସ୍ଟ ଧର୍ଷଣ କରିବ। ତୁମ୍ଭେ ଏକ ଗୃହ ନିର୍ମାଣ କରିବ କିନ୍ତୁ ସେଥି ରେ ଅନ୍ୟ ଜଣେ ବାସ କରିବ। ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ଓ ଅନ୍ୟ ଜଣେ ତା'ର ଫଳସବୁ ଖାଇବ। ତୁମ୍ଭେ ସେଥିରକ୍ସ୍ଟ କିଛି ପାଇବ ନାହିଁ।