Jeremiah 50:38 in Oriya

Oriya Oriya Bible Jeremiah Jeremiah 50 Jeremiah 50:38

Jeremiah 50:38
ତାହାର ଜଳାଶଯଗୁଡ଼ିକ ଖଡ୍ଗର ଆଘାତ ରେ ଜଳଶୂନ୍ଯ ହବେ। ଆଉ ତା'ର ଖାଦେିତ ପ୍ରତିମାଗଣ ଯୋଗୁଁ ତା'ର ଲୋକମାନେ ନିର୍ବୋଧ ହାଇେଅଛନ୍ତି ଓ ସମାନଙ୍କେ ପାଇଁ ମନ୍ଦଫଳ ଘଟିବ।

Jeremiah 50:37Jeremiah 50Jeremiah 50:39

Jeremiah 50:38 in Other Translations

King James Version (KJV)
A drought is upon her waters; and they shall be dried up: for it is the land of graven images, and they are mad upon their idols.

American Standard Version (ASV)
A drought is upon her waters, and they shall be dried up; for it is a land of graven images, and they are mad over idols.

Bible in Basic English (BBE)
A sword is on her waters, drying them up; for it is a land of images, and their minds are fixed on false gods.

Darby English Bible (DBY)
a drought is upon her waters, and they shall be dried up; for it is a land of graven images, and they are mad after frightful idols.

World English Bible (WEB)
A drought is on her waters, and they shall be dried up; for it is a land of engraved images, and they are mad over idols.

Young's Literal Translation (YLT)
A sword `is' on her waters, and they have been dried up, For it `is' a land of graven images, And in idols they do boast themselves.

A
drought
חֹ֥רֶבḥōrebHOH-rev
is
upon
אֶלʾelel
her
waters;
מֵימֶ֖יהָmêmêhāmay-MAY-ha
up:
dried
be
shall
they
and
וְיָבֵ֑שׁוּwĕyābēšûveh-ya-VAY-shoo
for
כִּ֣יkee
land
the
is
it
אֶ֤רֶץʾereṣEH-rets
of
graven
images,
פְּסִלִים֙pĕsilîmpeh-see-LEEM
they
and
הִ֔יאhîʾhee
are
mad
וּבָאֵימִ֖יםûbāʾêmîmoo-va-ay-MEEM
upon
their
idols.
יִתְהֹלָֽלוּ׃yithōlālûyeet-hoh-la-LOO

Cross Reference

Jeremiah 50:2
ତୁମ୍ଭମାନେେ ଗୋଷ୍ଠୀଗଣ ମଧିଅରେ ପ୍ରକାଶ କରି ପ୍ରଚାର କର। ଧ୍ବଜା ଉଠାଇ ପ୍ରଚାର କର ଓ ଗୋପନ ନ ରଖି କୁହ, 'ବାବିଲ ହସ୍ତଗତ ହେଲା, ବଲେ ଲଜ୍ଜିତ ହେଲା ; ମରୋଦକ ବିସ୍ମିତ ହେଲା ; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦବେତା ସକଳ ବିସ୍ମିତ ହେଲେ।'

Isaiah 44:27
ଆମ୍ଲଭ ଗଭୀର ଜଳକୁ ଶୁଷ୍କସହବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦଲଉ।

Revelation 16:12
ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢ଼ାଳିଲେ। ଏହାଦ୍ବାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।

Jeremiah 51:52
ଏଣୁ ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେତବେେଳେ ଆମ୍ଭେ ତାହାର ଖୋଦିତ ମୂର୍ତ୍ତିଗୁଡ଼ିକୁ ପ୍ରତିଫଳ ଦବୋ, ସେତବେେଳେ ଏହି ଦେଶର କ୍ଷତବିକ୍ଷତ ଲୋକମାନେ ୟନ୍ତ୍ରଣା ରେ ଗଁ ଗଁ କରିବେ।

Jeremiah 51:47
ଆଉ ସେ ସମୟ ନିଶ୍ଚଯ ଆସିବ, ଯେତବେେଳେ ଆମ୍ଭେ ବାବିଲର ଖାଦେିତ ପ୍ରତିମାଗଣକୁ ପ୍ରତିଫଳ ଦବୋ ଓ ସମଗ୍ର ବାବିଲ ଲଜ୍ଜିତ ହବେ। ଆଉ ତାହାର ନିହତ ଲୋକମାନେ ନଗରର ରାସ୍ତା ରେ ପତିତ ହବେେ।

Revelation 17:15
ତା'ପରେ ସେ ସ୍ବର୍ଗଦୂତ ମାେତେ କହିଲେ, ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ଯା ବସୁଥିବାର ଦେଖିଲ, ସହେି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ।

Revelation 17:5
ତା'ର କପାଳ ରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲଖାେ ହେଲା :

Acts 17:16
ପାଉଲ ଆଥୀନୀ ନଗର ରେ ଶୀଲା ଓ ତୀମଥିଙ୍କୁ ଅପେକ୍ଷା କରିଥାଆନ୍ତି। ନଗର ସାରା ମୂର୍ତ୍ତିଗୁଡ଼ିକରେ ପୂର୍ଣ୍ଣ ହାଇେଥିବାର ଦେଖି ସେ ହୃଦୟ ରେ ଅତି ମାତ୍ରା ରେ ବିବ୍ରତ ହାଇେ ପଡ଼ିଲେ।

Habakkuk 2:18
ଖାଦେିତ ପ୍ରତିମା ରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖାଦେନ କଲା। ଧାତୁର ମୂର୍ତ୍ତି ରେ କଣ ଲାଭ ଅଛି? ଏହା ମିଥ୍ଯା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥି ରେ ବିଶ୍ବାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ।

Daniel 5:4
ସମାନେେ ଦ୍ରାକ୍ଷାରସ ପାନ କରୁଥିଲା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦବଗେଣର ପ୍ରଶଂସା କଲେ।

Daniel 3:1
ରାଜା ନବୂଖଦ୍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମଯ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦା ରେ ସ୍ଥାପନ କଲା।

Jeremiah 51:44
ତା'ପ ରେ ଆମ୍ଭେ ବାବିଲର ବାଲ୍ଦବଙ୍କେଠାରୁ ପ୍ରତିଶୋଧ ନବୋ ଓ ଯାହା ସେ ଗିଳିଅଛି, ଆମ୍ଭେ ତା'ର ମୁଖରୁ ତାହା ବାହାର କରିବା। ଗୋଷ୍ଠୀ ଏହା ପାଇଁ ଆଉ ନିର୍ଝର ହବେ ନାହିଁ। ଏବଂ ବାବିଲର ପ୍ରାଚୀର ପଡ଼ିୟିବ।

Jeremiah 51:32
ପୁଣି ତା'ର ନଦୀପାର ଘାଟସବୁ ଅଧିକୃତ ହାଇେଅଛି ଓ ନଳବଣ ସବୁ ଅଗ୍ନି ରେ ଦଗ୍ଧିଭୂତ ହାଇେଅଛି। ଆଉ ତା'ର ୟୋଦ୍ଧାଗଣ ଭୟଭୀତ ହାଇେଅଛନ୍ତି।

Jeremiah 51:7
ବାବିଲ ସଦାପ୍ରଭୁଙ୍କ ହସ୍ତ ରେ ଏକ ସୁବର୍ଣ୍ଣ ପାତ୍ର ସ୍ବରୂପ ହାଇେଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସମାନେେ ଉନ୍ମତ୍ତ ହାଇେଅଛନ୍ତି।

Jeremiah 50:12
କିନ୍ତୁ ତୁମ୍ଭମାନଙ୍କର ମାତା ଅତିଶଯ ଲଜ୍ଜିତା ହବେ, ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶ ହବେେ। ବାବିଲ ଗୋଷ୍ଠୀଗଣ ମଧିଅରେ ନ୍ଯୁନ ହବେ। ଆଉ ସେ ପ୍ରାନ୍ତର ଶୁଷ୍କସ୍ଥାନ ଓ ମରୁଭୂମି ହବେ।

Isaiah 46:1
ବେଲ୍ ଓ ନବୋ ଆମ୍ଭ ସମ୍ମୁଖ ରେ ଅବନତ ହବେେ। ସମାନଙ୍କେର ପ୍ରତିମାଗୁଡ଼ିକ ଜନ୍ତୁ ଓ ପଶୁମାନଙ୍କ ଉପ ରେ ଥୁଆ ହାଇେଛନ୍ତି। ସଗେୁଡ଼ିକ ବୋଝପରି ତୁମ୍ଭମାନେେ ବହି ଚାଲିଲ, ତାହା କ୍ଲାନ୍ତ ପଶୁମାନଙ୍କ ପାଇଁ କବଳେ ଭାର ହାଇେଅଛି।

Isaiah 44:25
ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।