Home Bible Jeremiah Jeremiah 49 Jeremiah 49:16 Jeremiah 49:16 Image ଓଡ଼ିଆ

Jeremiah 49:16 Image in Oriya

ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧିଅରେ ନିଜକୁ ମହାନ୍ ଭାବିଛ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି। ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧିଅରେ ଉଚ୍ଚ ସ୍ଥାନ ରେ ରହି ନିଜକୁ ନିରାପଦ ମନେ କରିଛ। ମାତ୍ର ତୁମ୍ଭେ ଉତ୍କ୍ରୋଶ ପକ୍ଷୀପରି ଉଚ୍ଚ ସ୍ଥାନ ରେ ବାସ କଲେ ମଧ୍ଯ ମୁଁ ତୁମ୍ଭକୁ ସଠାରୁେ ତଳକୁ ଓହ୍ଲାଇ ଆଣିବି। ଏହା ସଦାପ୍ରଭୁ କହନ୍ତି।
Click consecutive words to select a phrase. Click again to deselect.
Jeremiah 49:16

ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧିଅରେ ନିଜକୁ ମହାନ୍ ଭାବିଛ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି। ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧିଅରେ ଓ ଉଚ୍ଚ ସ୍ଥାନ ରେ ରହି ନିଜକୁ ନିରାପଦ ମନେ କରିଛ। ମାତ୍ର ତୁମ୍ଭେ ଉତ୍କ୍ରୋଶ ପକ୍ଷୀପରି ଉଚ୍ଚ ସ୍ଥାନ ରେ ବାସ କଲେ ମଧ୍ଯ ମୁଁ ତୁମ୍ଭକୁ ସଠାରୁେ ତଳକୁ ଓହ୍ଲାଇ ଆଣିବି। ଏହା ସଦାପ୍ରଭୁ କହନ୍ତି।

Jeremiah 49:16 Picture in Oriya