James 4:15
ଅତଏବ ତୁମ୍ଭେ କହିବା ଉଚିତ : ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।
James 4:15 in Other Translations
King James Version (KJV)
For that ye ought to say, If the Lord will, we shall live, and do this, or that.
American Standard Version (ASV)
For that ye ought to say, If the Lord will, we shall both live, and do this or that.
Bible in Basic English (BBE)
But the right thing to say would be, If it is the Lord's pleasure and if we are still living, we will do this and that.
Darby English Bible (DBY)
instead of your saying, If the Lord should [so] will and we should live, we will also do this or that.
World English Bible (WEB)
For you ought to say, "If the Lord wills, we will both live, and do this or that."
Young's Literal Translation (YLT)
instead of your saying, `If the Lord may will, we shall live, and do this or that;'
| For that | ἀντὶ | anti | an-TEE |
| ye | τοῦ | tou | too |
| ought | λέγειν | legein | LAY-geen |
| say, to | ὑμᾶς | hymas | yoo-MAHS |
| If | Ἐὰν | ean | ay-AN |
| the | ὁ | ho | oh |
| Lord | κύριος | kyrios | KYOO-ree-ose |
| will, | θελήσῃ | thelēsē | thay-LAY-say |
| καὶ | kai | kay | |
| we shall live, | ζήσωμεν | zēsōmen | ZAY-soh-mane |
| and | καὶ | kai | kay |
| do | ποιήσωμεν | poiēsōmen | poo-A-soh-mane |
| this, | τοῦτο | touto | TOO-toh |
| or | ἢ | ē | ay |
| that. | ἐκεῖνο | ekeino | ake-EE-noh |
Cross Reference
Acts 18:21
ସେ ଗଲା ବେଳେ କହିଲେ, ଯଦି ପରମେଶ୍ବର ଚ଼ାହାଁନ୍ତି, ତବେେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି। ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।
Proverbs 19:21
ମନୁଷ୍ଯର ମନ ରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହବେ।
Hebrews 6:3
ହଁ ଯଦି ପରମେଶ୍ବର ଅନୁମତି ଦିଅନ୍ତି, ଆମ୍ଭେ ଏପରି କରିବା।
Lamentations 3:37
ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।
Romans 1:10
ପରମେଶ୍ବର ଜାଣନ୍ତି ଯେ ଏହା ସତ୍ଯ। ପରମେଶ୍ବରଙ୍କ ପୁତ୍ରଙ୍କ ବିଷୟ ରେ ସୁସମାଚ଼ାର ଲୋକମାନଙ୍କୁ ଶୁଣାଇବା ଦ୍ବାରା ମୁଁ ପରମେଶ୍ବରଙ୍କୁ ମାେ ଅନ୍ତରର ସହ ଉପାସନା କରୁଛି। ମୁଁ ପ୍ରାର୍ଥନା କରେ ଯେ, ତୁମ୍ଭମାନଙ୍କ ପାଖକୁ ୟିବା ପାଇଁ ମାେତେ ଅନୁମତି ମିଳୁ। ପରମେଶ୍ବର ଇଚ୍ଛା କଲେ ଏହା ସମ୍ଭବ ହବେ।
Romans 15:32
ତା'ପରେ ଯଦି ପରମେଶ୍ବର ଇଚ୍ଛା କରନ୍ତି ତା' ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନବେି।
1 Corinthians 4:19
କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ଓ ଅହଂକାର କରୁଥିବା ଲୋକମାନେ କଣ ଅଧିକ କାର୍ୟ୍ଯକ କରୁଛନ୍ତି ତାହା ମୁଁ ଦେଖିବାକୁ ଚା ହେଁ।
1 Corinthians 16:7
ମୁଁ ଏବେ ତୁମ୍ଭମାନଙ୍କ ସହିତ ଦଖାେ କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ।
2 Samuel 15:25
ରାଜା ଦାଉଦ ସାଦୋକକକ୍ସ୍ଟ କହିଲେ, ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଯିରୁଶାଲମକୁ ଫରୋଇ ନିଅ। ଯଦି ସଦାପ୍ରଭୁ ମାେ ଉପରେ ପ୍ରତି ହକ୍ସ୍ଟଅନ୍ତି, ତବେେ ସଦାପ୍ରଭୁ ମାେତେ ଯିରୁଶାଲମକୁ ଫରୋଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସକ୍ସ୍ଟ ଯୋଗ ମାେତେ ଦବେେ।