Isaiah 33:12
ପୁଣି ଲୋକମନେ ଚୂନପରି ଭସ୍ମିଭୂତ ହବେେ ଓ ଅଗ୍ନି ରେ ଇଟା ଓ କଣ୍ଟକପରି ଶୀଘ୍ର ଦଗ୍ଧିଭୂତ ହବେେ।
Isaiah 33:12 in Other Translations
King James Version (KJV)
And the people shall be as the burnings of lime: as thorns cut up shall they be burned in the fire.
American Standard Version (ASV)
And the peoples shall be as the burnings of lime, as thorns cut down, that are burned in the fire.
Bible in Basic English (BBE)
And the peoples will be like the burning of chalk: as thorns cut down, which are burned in the fire.
Darby English Bible (DBY)
And the peoples shall be [as] burnings of lime, [as] thorns cut up shall they be burned in the fire.
World English Bible (WEB)
The peoples shall be as the burning of lime, as thorns cut down, that are burned in the fire.
Young's Literal Translation (YLT)
And peoples have been `as' burnings of lime, Thorns, as sweepings, with fire they burn.
| And the people | וְהָי֥וּ | wĕhāyû | veh-ha-YOO |
| shall be | עַמִּ֖ים | ʿammîm | ah-MEEM |
| burnings the as | מִשְׂרְפ֣וֹת | miśrĕpôt | mees-reh-FOTE |
| of lime: | שִׂ֑יד | śîd | seed |
| thorns as | קוֹצִ֥ים | qôṣîm | koh-TSEEM |
| cut up | כְּסוּחִ֖ים | kĕsûḥîm | keh-soo-HEEM |
| burned be they shall | בָּאֵ֥שׁ | bāʾēš | ba-AYSH |
| in the fire. | יִצַּֽתּוּ׃ | yiṣṣattû | yee-TSA-too |
Cross Reference
2 Samuel 23:6
କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତକ୍ସ୍ଟଲ୍ଯ। ସାଧାରଣତଃ ଲୋକମାନେ ସମାନଙ୍କେର ହାତ ରେ କଣ୍ଟା ଧରନ୍ତି ନାହିଁ, ମାତ୍ର ସମାନଙ୍କେୁ ଦୂରକକ୍ସ୍ଟ ଫିଙ୍ଗି ଦିଅନ୍ତି।
Isaiah 27:4
ମାଠାେ ରେ କୋରଧ ନାହିଁ। ଯଦି ୟୁଦ୍ଧ ହୁଏ ଓ କହେି ଜଣେ କଣ୍ଟାକର ବାଡ଼ ଦିଏ, ଆମ୍ଭେ ଆକ୍ରମଣ କରିବୁ ଓ ପୋଡ଼ି ପକାଇବୁ।
Isaiah 9:18
ଭ୍ରଷ୍ଟାଚାର ଜ୍ବଳନ୍ତ ଅଗ୍ନିତୁଲ୍ଯ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା'ପ ରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ଯକୁ ଜାଳିଦିଏ। ଶଷେ ରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ଯ ଧୂମ ହାଇେ ଉପରକୁ ଉେଠ।
Isaiah 10:17
ଇଶ୍ରାୟେଲର ଜ୍ଯୋତି ଗୋଟିଏ ଜ୍ବଳନ୍ତ ଅଗ୍ନି ପରି ହବେେ। ସହେି ଧର୍ମସ୍ବରୂପ ଏକ ଶିଖା ସଦୃଶ ହବେେ। ସହେି ଅଗ୍ନିଶିଖା ପ୍ରଥମେ ଅନାବନା ଘାସ ଓ କଣ୍ଟାସବୁ ପୋଡ଼ି ପକାଇବେ।
Isaiah 37:36
ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।
Amos 2:1
ସଦାପ୍ରଭୁ ଏହାହିଁ କହନ୍ତି: ବହୁ ଅପରାଧ କରିଥିବା ମାୟୋବର ଲୋକମାନଙ୍କୁ ଆମ୍ଭେ ନିଶ୍ଚଯ ଦଣ୍ତ ଦବୋ। କାରଣ ମାୟୋବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡି଼ ଚୂର୍ଣ୍ଣ ରେ ପରିଣତ କରିଥିଲେ।