Isaiah 3:23 in Oriya

Oriya Oriya Bible Isaiah Isaiah 3 Isaiah 3:23

Isaiah 3:23
ଦର୍ପଣ ଓ ସୂକ୍ଷ୍ମବସ୍ତ୍ର ଓ ଶିରୋବନ୍ଧନୀ ଓ ଓଢ଼ଣି କାଢ଼ି ପକାଇବେ।

Isaiah 3:22Isaiah 3Isaiah 3:24

Isaiah 3:23 in Other Translations

King James Version (KJV)
The glasses, and the fine linen, and the hoods, and the vails.

American Standard Version (ASV)
the hand-mirrors, and the fine linen, and the turbans, and the veils.

Bible in Basic English (BBE)
The looking-glasses, and the fair linen, and the high head-dresses, and the veils.

Darby English Bible (DBY)
the mirrors, and the fine linen bodices, and the turbans, and the flowing veils.

World English Bible (WEB)
the hand-mirrors, the fine linen garments, the tiaras, and the shawls.

Young's Literal Translation (YLT)
Of the mirrors, and of the linen garments, And of the hoods, and of the vails,

The
glasses,
וְהַגִּלְיֹנִים֙wĕhaggilyōnîmveh-ha-ɡeel-yoh-NEEM
and
the
fine
linen,
וְהַסְּדִינִ֔יםwĕhassĕdînîmveh-ha-seh-dee-NEEM
hoods,
the
and
וְהַצְּנִיפ֖וֹתwĕhaṣṣĕnîpôtveh-ha-tseh-nee-FOTE
and
the
vails.
וְהָרְדִידִֽים׃wĕhordîdîmveh-hore-dee-DEEM

Cross Reference

Genesis 24:65
ରିବିକା ଦାସକୁ କହିଲା, ଆମ୍ଭମାନଙ୍କୁ ଦେଖି ସାକ୍ଷାତ କରିବାକୁ ଆସୁଥିବା ୟୁବକ କିଏ? ଦାସଟି ଉତ୍ତର ଦେଲେ, “ସେ ହେଉଛନ୍ତି ମୋର କର୍ତ୍ତା।” ତେଣୁ ରିବିକା ମୁହଁକୁ ନିଜର ଓଢ଼ଣାରେ ଆଚ୍ଛାଦନ କଲେ।

Revelation 19:8
କନ୍ଯାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।

Luke 16:19
ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।

Ezekiel 16:10
ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ର ରେଶମ ବସ୍ତ୍ର ରେ ତୁମ୍ଭର କଟୀବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ର ରେ ବିଭୂଷିତା କଲି।

Song of Solomon 5:7
ନଗର ଭ୍ରମଣକାରୀ ପ୍ରହରିମାନେ ମାେତେ ଦେଖିଲେ। ସମାନେେ ମାେତେ ପ୍ରହାର କଲେ। ସମାନେେ ମାେତେ କ୍ଷତବିକ୍ଷତ କଲେ। ପ୍ରାଚୀର ରକ୍ଷକମାନେ ମାଠାରୁେ ମାହେର ଆଚ୍ଛାଦନ ବସ୍ତ୍ର କାଢ଼ି ନଇଗେଲେ।

1 Chronicles 15:27
ଦାଉଦ ଓ ନିଯମସିନ୍ଦୁକ ବହୁଥିବା ସମସ୍ତ ଲବେୀୟମାନେ ଓ ଗାଯକ କିଣାନିଯମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ଯ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।

Ruth 3:15
ଏହାପରେ ବୋୟଜ ଋତଙ୍କକ୍ସ୍ଟ କହିଲେ, ତୁମ୍ଭର ଗ୍ଭଦର ମଲୋଇ ଧର।

Exodus 38:8
ସ୍ତ୍ରୀ ଲୋକଟି ଦଇେଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୂଖା ତିଆରି କଲେ। ସହେି ସ୍ତ୍ରୀଲୋକ ସମାଗମ ତମ୍ବୁର ଦ୍ବାର ସମୀପରେ ସବୋ କରୁଥିଲେ।

Genesis 41:42
ଏହାପରେ ଫାରୋ ତାଙ୍କୁ ଏକ ବିଶଷେ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳା ରେ ସୁବର୍ଣ୍ଣହାର ଦେଲେ।

Revelation 19:14
ସ୍ବର୍ଗର ସନୋବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସମାନେେ ମଧ୍ଯ ଶ୍ବତେଅଶ୍ବ ଉପରେ ବସିଥିଲେ। ସମାନେେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ।