Isaiah 16
1 ତୁମ୍ଭମାନେେ ସେ ଦେଶର ରାଜାଙ୍କ ନିମନ୍ତେ ଏକ ଉପହାର ପଠାଅ। ତୁମ୍ଭମାନେେ ସେଲାରୁ ଏକ ମଷେଶାବକ ବିସ୍ତୃତ ପ୍ରାନ୍ତର ମଧ୍ଯ ଦଇେ ସିୟୋନ କନ୍ଯାର ପର୍ବତକୁ ପଠାଅ।
2 ମାୟୋବର କନ୍ଯାଗଣ ଅର୍ନୋନ ଅତିକ୍ରମ କରିବାକୁ ଚେଷ୍ଟା କରିବେ। ସାହାୟ୍ଯ ପାଇଁ ସମାନେେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବେ। ପକ୍ଷୀର ବସା ଭାଙ୍ଗି ତଳେ ପଡ଼ିଲା ପ ରେ, ପକ୍ଷୀ ଛୁଆମାନେ ଏଣତେଣେେ ଧାଇଁଲା ପରି ସମାନେେ ଧାଇଁବେ।
3 ସମାନେେ କୁହନ୍ତି, ଆମ୍ଭମାନଙ୍କୁ ସାହାୟ୍ଯ କର, ଆମ୍ଭମାନେେ କ'ଣ କରିବୁ ମନ୍ତ୍ରଣା ଦିଅ। ଆମ୍ଭର ଶତ୍ରୁଠାରୁ ଆମ୍ଭମାନଙ୍କୁ ରକ୍ଷା କର, ଯେପରିକି ଛାଯା ମଧ୍ଯାହ୍ନ ସୂର୍ୟ୍ଯ ତାପରୁ ରକ୍ଷା କରେ। ଆମ୍ଭମାନଙ୍କୁ ଶତ୍ରୁଠାରୁ ଲୁଚାଇ ରଖ। କାରଣ ଆମ୍ଭମାନେେ ତାଙ୍କଠାରୁ ପଳାଇ ଆସିଛୁ। ତାଙ୍କ ନିକଟକୁ ଆମ୍ଭମାନଙ୍କୁ ପଠାଅ ନାହିଁ।'
4 ମାୟୋବର ଲୋକମାନଙ୍କୁ ତାଙ୍କର ଘରୁ ଜାରେ କରି ତଡ଼ି ଦିଆ ୟାଇଛି। ତେଣୁ ସମାନଙ୍କେୁ ତୁମ୍ଭ ଦେଶ ରେ ବାସ କରିବାକୁ ଦିଅ। ସମାନଙ୍କେ ଶତ୍ରୁଠାରୁ ସମାନଙ୍କେୁ ଲୁଚାଇ ରଖ। କାରଣ ଲୁଣ୍ଠନ ବନ୍ଦ ହବେ। ଶତ୍ରୁ ପରାଜିତ ହବେେ। ଆଘାତ କାରୀମାନେ ଦେଶରୁ ବିଦାଯ ନବେେ।
5 ତା'ପ ରେ ଜଣେ ନୂତନ ରାଜା ଆସିବେ। ସେ ରାଜା ଦାଉଦ ପରିବାରରୁ ହବେେ। ସେ ବିଶ୍ବସ୍ତ, ଦୟାଳୁ ଓ ସ୍ନହେୀ ହବେେ। ସେ ନ୍ଯାଯ ବିଚାର କରିବେ ଓ ଧର୍ମ ରେ ସମସ୍ତ କାର୍ୟ୍ଯ ସାଧନ କରିବେ।
6 ଏହା ଶୁଣା ଯାଉଛି ଯେ, ମାୟୋବ ଅତ୍ଯନ୍ତ ଗର୍ବୀ ଓ ଅହଙ୍କାରୀ। ସେ କେତେ ଆତ୍ମଭିମାନୀ ଗର୍ବୀ ଏବଂ କୋର୍ଧୀ ମାତ୍ର, ତା'ର ଏ ଅହଙ୍କାର ଅଧିକ ସମୟ ରହିବ ନାହିଁ।
7 ଏହି ଅହଙ୍କାର ୟୋଗୁଁ ସମସ୍ତ ମାୟୋବ କଷ୍ଟ ଭୋଗିବ। ମାୟୋବର ସମସ୍ତ ଲୋକ କ୍ରନ୍ଦନ କରିବେ। ସମାନେେ ଦୁଃଖିତ ହବେେ। ଅତୀତ ରେ ତାଙ୍କର ଯାହା ଥିଲା ସଗେୁଡ଼ିକୁ ସେ ଇଚ୍ଛା କରିବେ। ସମାନେେ ହରେସତରର ଶୁଷ୍କ କିସମିସର ପିଠା ପାଇଁ ଇଚ୍ଛା କରିବେ।
8 ଲୋକମାନେ ଦୁଃଖିତ ହବେେ କାରଣ ହିଶବୋନର କ୍ଷତେସବୁ ଓ ଶବ୍ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ। ଦ୍ରାକ୍ଷା ରାଷ୍ଟ୍ରର ପ୍ରଭୁଙ୍କ ପାନୀଯ ପାଇଁ ତିଆରି କରାୟାଏ, ମରୁଭୂମିରେ ପହଞ୍ଚିବା ପାଇଁ ବ୍ଯବହାର କରାୟାଏ, ଯାହାର ମୂଳ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଛି।
9 ମୁଁ ୟା ସରେ ଓ ଶିବମାର ଲୋକମାନଙ୍କ ସହିତ ମିଶି ବିଳାପ କରିବି କାରଣ ସମାନଙ୍କେର ଦ୍ରାକ୍ଷାଲତା ସବୁ ଧ୍ବଂସ ପାଇଛି। ହିଶ୍ବୋନ୍ ଓ ଇଲିଯାଲି ସହିତ ଲୋତକ ଜଳ ରେ ତିନ୍ତାଇବା, କାରଣ ତୁମ୍ଭମାନଙ୍କର ଶସ୍ଯ ଅମଳ ହବେ ନାହିଁ କି ଗ୍ରୀଷ୍ମ କାଳର ଫଳ ପାଇବା ନାହିଁ ଏବଂ ତୁମ୍ଭମାନଙ୍କ ଆନନ୍ଦ ଧ୍ବନି ରହିବ ନାହିଁ।
10 ଉର୍ବରା କ୍ଷତରେୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହବେ ଏବଂ ଦ୍ରାକ୍ଷା କ୍ଷତେ ରେ ଗାନ ଓ ଆନନ୍ଦ ଧ୍ବନି ଶୁଣାୟିବ ନାହିଁ। ଦ୍ରାକ୍ଷାକୁ କୁଣ୍ଡ ରେ ପଦ ରେ ଚାପି କହେି ଦ୍ରାକ୍ଷାରସ ବାହାର କରିବ ନାହିଁ, କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ବନି ନିବୃତ୍ତି କରିଅଛୁଁ।
11 ତେଣୁ ମୁଁ ଦୁଇଟି ନଗର ମାୟୋବ ଓ କୀରହରେସ ପାଇଁ ବିଶଷେ ଭାବରେ ଦୁଃଖିତ।
12 ମାୟୋବର ଲୋକମାନେ ସମାନଙ୍କେର ପ୍ରାର୍ଥନା ସ୍ଥଳୀକୁ ଯିବେ। ସଠାେ ରେ ସମାନେେ ପ୍ରାର୍ଥନା କରିବାକୁ ଚେଷ୍ଟା କରିବେ। ମାତ୍ର ସମାନେେ ଏତେ ଦୁର୍ବଳ ଯେ ସେଥି ରେ ସମାନେେ କୃତାର୍ଥ ହବେେ ନାହିଁ।
13 ସଦାପ୍ରଭୁ ଆନକେଥର ମାୟୋବ ବିଷଯ ରେ ଏହିସବୁ କହିଥିଲେ।
14 ପୁଣି ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, ତିନି ବର୍ଷ ମଧିଅରେ ସହେି ସବୁ ଲୋକମାନେ ଓ ସମାନଙ୍କେର ଗର୍ବ କରୁଥିବା ଜିନିଷଗୁଡ଼ିକ ଲୋପ୍ ପାଇବ। ଅବଶିଷ୍ଟାଂଶ ଏତେ ଅଳ୍ପ ହବେ ଯେ ଗଣନା ୟୋଗ୍ଯ ହବେ ନାହିଁ।'
1 Send ye the lamb to the ruler of the land from Sela to the wilderness, unto the mount of the daughter of Zion.
2 For it shall be, that, as a wandering bird cast out of the nest, so the daughters of Moab shall be at the fords of Arnon.
3 Take counsel, execute judgment; make thy shadow as the night in the midst of the noonday; hide the outcasts; bewray not him that wandereth.
4 Let mine outcasts dwell with thee, Moab; be thou a covert to them from the face of the spoiler: for the extortioner is at an end, the spoiler ceaseth, the oppressors are consumed out of the land.
5 And in mercy shall the throne be established: and he shall sit upon it in truth in the tabernacle of David, judging, and seeking judgment, and hasting righteousness.
6 We have heard of the pride of Moab; he is very proud: even of his haughtiness, and his pride, and his wrath: but his lies shall not be so.
7 Therefore shall Moab howl for Moab, every one shall howl: for the foundations of Kir-hareseth shall ye mourn; surely they are stricken.
8 For the fields of Heshbon languish, and the vine of Sibmah: the lords of the heathen have broken down the principal plants thereof, they are come even unto Jazer, they wandered through the wilderness: her branches are stretched out, they are gone over the sea.
9 Therefore I will bewail with the weeping of Jazer the vine of Sibmah: I will water thee with my tears, O Heshbon, and Elealeh: for the shouting for thy summer fruits and for thy harvest is fallen.
10 And gladness is taken away, and joy out of the plentiful field; and in the vineyards there shall be no singing, neither shall there be shouting: the treaders shall tread out no wine in their presses; I have made their vintage shouting to cease.
11 Wherefore my bowels shall sound like an harp for Moab, and mine inward parts for Kir-haresh.
12 And it shall come to pass, when it is seen that Moab is weary on the high place, that he shall come to his sanctuary to pray; but he shall not prevail.
13 This is the word that the Lord hath spoken concerning Moab since that time.
14 But now the Lord hath spoken, saying, Within three years, as the years of an hireling, and the glory of Moab shall be contemned, with all that great multitude; and the remnant shall be very small and feeble.
Tamil Indian Revised Version
மரித்தேன், ஆனாலும், இதோ, எல்லாக் காலங்களிலும் உயிரோடு இருக்கிறேன், ஆமென்; நான் மரணம் மற்றும் பாதாளத்தின் திறவுகோல்களை வைத்திருக்கிறேன்.
Tamil Easy Reading Version
நான் வாழ்கிற ஒருவராக இருக்கிறேன். நான் இறந்தேன். ஆனால் இப்போது சதாகாலங்களிலும் உயிரோடு இருக்கிறேன். என்னிடம் மரணத்துக்கும், பாதாளத்துக்கும் உரிய திறவுகோல்கள் உள்ளன.
Thiru Viviliam
வாழ்பவரும் நானே. இறந்தேன்; ஆயினும் இதோ என்றென்றும் வாழ்கின்றேன். சாவின் மீதும் பாதாளத்தின் மீதும் எனக்கு அதிகாரம் உண்டு.
King James Version (KJV)
I am he that liveth, and was dead; and, behold, I am alive for evermore, Amen; and have the keys of hell and of death.
American Standard Version (ASV)
and the Living one; and I was dead, and behold, I am alive for evermore, and I have the keys of death and of Hades.
Bible in Basic English (BBE)
And I was dead, and see, I am living for ever, and I have the keys of death and of Hell.
Darby English Bible (DBY)
and the living one: and I became dead, and behold, I am living to the ages of ages, and have the keys of death and of hades.
World English Bible (WEB)
and the Living one. I was dead, and behold, I am alive forevermore. Amen. I have the keys of Death and of Hades.
Young’s Literal Translation (YLT)
and he who is living, and I did become dead, and, lo, I am living to the ages of the ages. Amen! and I have the keys of the hades and of the death.
வெளிப்படுத்தின விசேஷம் Revelation 1:18
மரித்தேன், ஆனாலும், இதோ, சதாகாலங்களிலும் உயிரோடிருக்கிறேன், ஆமென்; நான் மரணத்திற்கும் பாதாளத்திற்குமுரிய திறவுகோல்களை உடையவராயிருக்கிறேன்.
I am he that liveth, and was dead; and, behold, I am alive for evermore, Amen; and have the keys of hell and of death.
καὶ | kai | kay | |
I am he | ὁ | ho | oh |
that liveth, | ζῶν | zōn | zone |
and | καὶ | kai | kay |
was | ἐγενόμην | egenomēn | ay-gay-NOH-mane |
dead; | νεκρὸς | nekros | nay-KROSE |
and, | καὶ | kai | kay |
behold, | ἰδού, | idou | ee-THOO |
I am | ζῶν | zōn | zone |
alive | εἰμι | eimi | ee-mee |
for | εἰς | eis | ees |
τοὺς | tous | toos | |
evermore, | αἰῶνας | aiōnas | ay-OH-nahs |
Amen; | τῶν | tōn | tone |
and | αἰώνων | aiōnōn | ay-OH-none |
have | ἀμήν· | amēn | ah-MANE |
the | καὶ | kai | kay |
keys | ἔχω | echō | A-hoh |
of hell | τὰς | tas | tahs |
and | κλεῖς | kleis | klees |
of | τοῦ | tou | too |
death. | ᾅδου | hadou | A-thoo |
καὶ | kai | kay | |
τοῦ | tou | too | |
θανάτου | thanatou | tha-NA-too |