ଓଡ଼ିଆ ଓଡ଼ିଆ ବାଇବେଲ 1 Samuel 1 Samuel 1 1 Samuel 1:1 1 Samuel 1:1 ଚିତ୍ର English

1 Samuel 1:1 ଚିତ୍ର

ଇଫ୍ରଯିମର ପର୍ବତମଯ ଦେଶର ରାମାଠା ରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ୟିରୋହମର ପକ୍ସ୍ଟତ୍ର, ଥିଲା ୟିଏ ଇଲୀହର ପକ୍ସ୍ଟତ୍ର ଥିଲା, ୟିଏ ତୋହର ପକ୍ସ୍ଟତ୍ର ଥିଲା, ୟିଏ ସୂଫର ପକ୍ସ୍ଟତ୍ର ଥିଲା ଏମାନେ ଇଫ୍ରଯିମ ପରିବାରବର୍ଗର ଥିଲେ।
Click consecutive words to select a phrase. Click again to deselect.
1 Samuel 1:1

ଇଫ୍ରଯିମର ପର୍ବତମଯ ଦେଶର ରାମାଠା ରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ୟିରୋହମର ପକ୍ସ୍ଟତ୍ର, ଥିଲା ୟିଏ ଇଲୀହର ପକ୍ସ୍ଟତ୍ର ଥିଲା, ୟିଏ ତୋହର ପକ୍ସ୍ଟତ୍ର ଥିଲା, ୟିଏ ସୂଫର ପକ୍ସ୍ଟତ୍ର ଥିଲା ଓ ଏମାନେ ଇଫ୍ରଯିମ ପରିବାରବର୍ଗର ଥିଲେ।

1 Samuel 1:1 Picture in Oriya