Genesis 6:11 in Oriya

Oriya Oriya Bible Genesis Genesis 6 Genesis 6:11

Genesis 6:11
ପରମେଶ୍ବର ପୃଥିବୀକୁ ନିରୀକ୍ଷଣ କଲେ ଓ ଦେଖିଲେ ଯେ, ପୃଥିବୀ ଭ୍ରଷ୍ଟାଚ଼ାରିତା ହାଇେଅଛି। ସମସ୍ତ ସ୍ଥାନ ରେ ଅତ୍ଯାଚ଼ାର ଥିଲା,

Genesis 6:10Genesis 6Genesis 6:12

Genesis 6:11 in Other Translations

King James Version (KJV)
The earth also was corrupt before God, and the earth was filled with violence.

American Standard Version (ASV)
And the earth was corrupt before God, and the earth was filled with violence.

Bible in Basic English (BBE)
And the earth was evil in God's eyes and full of violent ways.

Darby English Bible (DBY)
And the earth was corrupt before God, and the earth was full of violence.

Webster's Bible (WBT)
The earth also was corrupt before God; and the earth was filled with violence.

World English Bible (WEB)
The earth was corrupt before God, and the earth was filled with violence.

Young's Literal Translation (YLT)
And the earth is corrupt before God, and the earth is filled `with' violence.

The
earth
וַתִּשָּׁחֵ֥תwattiššāḥētva-tee-sha-HATE
also
was
corrupt
הָאָ֖רֶץhāʾāreṣha-AH-rets
before
לִפְנֵ֣יlipnêleef-NAY
God,
הָֽאֱלֹהִ֑יםhāʾĕlōhîmha-ay-loh-HEEM
earth
the
and
וַתִּמָּלֵ֥אwattimmālēʾva-tee-ma-LAY
was
filled
הָאָ֖רֶץhāʾāreṣha-AH-rets
with
violence.
חָמָֽס׃ḥāmāsha-MAHS

Cross Reference

Ezekiel 8:17
ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହିସବୁ ଦେଖିଲ ? ଏହିପରି ଘୃଣ୍ଯ କର୍ମମାନ କରିବା କ'ଣ ଯିହୁଦାର ଭବିଷ୍ଯତ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ। ବାସ୍ତବ ରେ ସମାନେେ ଦେଶକୁ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କୋର୍ଧିତ କରି ରଖିଛନ୍ତି। ଆଉ ଦେଖ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦବୋ ପାଇଁ ସମାନେେ ନାସିକା ରେ ନାକଫୁଲ ପିନ୍ଧିଛନ୍ତି।

Romans 3:19
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।

Romans 2:13
ବ୍ଯବସ୍ଥାକୁ କବଳେ ଶୁଣିଥିଲେ କହେି ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ପାରିବ ନାହିଁ। ବ୍ଯବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ଯବସ୍ଥା, ଲୋକମାନଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।

Luke 1:6
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।

Habakkuk 2:17
ତୁମ୍ଭେ ଲିବାନୋନ୍ ରେ କରିଥିବା ରକ୍ତପାତ ତୁମ୍ଭକୁ ଆଚ୍ଛାନ୍ନ କରିବ। ତୁମ୍ଭେ ସଠାରୁେ ବହୁ ପଶୁ ଗ୍ଭରେି କଲ। ତେଣୁ ସହେି ମୃତବ୍ଯକ୍ତିଙ୍କ ପାଇଁ ଏବଂ ସହେି ଦେଶ ରେ କରିଥିବା ରକ୍ତପାତ ପାଇଁ ଏବଂ ସଠାେ ରେ ବାସ କରୁଥିବା ପ୍ରେତ୍ୟକକ ପାଇଁ ତୁମ୍ଭେ ଭୟଭୀତ ହବେ।

Habakkuk 2:8
ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସହେି ଲୋକମାନେ ତୁମ୍ଭଠାରୁ ଅଧିକ ନଇେଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ଯା କରିଛ। ବହୁଦେଶ ଓ ନଗର ଧ୍ବଂସ କରିଛ। ସବୁ ଲୋକଙ୍କୁ ସଠାେ ରେ ହତ୍ଯା କରିଛ।

Habakkuk 1:2
ହେ ସଦାପ୍ରଭୁ, କେତକୋଳ ପର୍ୟ୍ଯନ୍ତ ମୁଁ ସାହାୟ୍ଯ ପାଇଁ ତୁମ୍ଭକୁ ଡାକିବି? କେତବେେଳେ ତୁମ୍ଭେ ମାରେ ଡାକ ଶୁଣିବ? ଏବି ଗୋଳମାଳ ବିଷଯ ରେ ମୁଁ ତୁମ୍ଭକୁ ଆହ୍ବାନ କଲି କିନ୍ତୁ ତୁମ୍ଭେ କିଛି କଲନାହିଁ।

Hosea 4:1
ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର ଲୋକମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। ଏହି ଦେଶର ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି।

Ezekiel 28:16
ତୁମ୍ଭେ ବାଣିଜ୍ଯ କରି ବହୁ ଧନ ସମ୍ପଦ ଆଣିଥିଲ। ମାତ୍ର ସହେି ଧନସମ୍ପଦ ଯୋଗୁଁ ତୁମ୍ଭର ଅଭ୍ଯନ୍ତର ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହେଲା। ଆଉ ତୁମ୍ଭେ ପାପ କଲ। ଏଣୁ ମୁଁ ଅଶୁଚି ବସ୍ତୁ ତୁଲ୍ଯ ତୁମ୍ଭକୁ ପରମେଶ୍ବରଙ୍କ ପର୍ବତରୁ ପକାଇ ଦଇେଅଛି। ଆଉ ମନୋନୀତ କିରୂବଦୂତ, ମୁଁ ତୁମ୍ଭକୁ ଉନ୍ନତ ପ୍ରସ୍ତରରୁ ବିତାଡ଼ିତ କଲି।

Jeremiah 6:7
ଯେପରି କୂପ ତା'ର ଜଳକୁ ସତଜେ ରେଖ, ସହେିପରି ୟିରୁଶାଲମ ତା'ର ଦୁଷ୍ଟତା ସତଜେ ରେଖ। ତାହାରି ମଧିଅରେ ଦୌରାତ୍ମ୍ଯ ଓ ଅପହରଣ ଶୁଣାୟାଏ। ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତ ରେ ଥାଏ।

Isaiah 60:18
ତୁମ୍ଭ ଦେଶ ରେ ଦୌରାତ୍ମ୍ଯର କଥା ଓ ତୁମ୍ଭର ସୀମା ମଧିଅରେ ଧ୍ବଂସ ଓ ବିନାଶର କଥା ଆଉ ଶୁଣାୟିବ ନାହିଁ। ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ପରିତ୍ରାଣ' ଓ ତୁମ୍ଭ ନଗରର ଦ୍ବାର ସମୂହର ନାମ ପ୍ରଶଂସା' ରଖିବ।

Psalm 140:11
ସଦାପ୍ରଭୁ ସହେି ମିଥ୍ଯାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ। ସମାନଙ୍କେୁ ଆକସ୍ମିକ ବିପତ୍ତି ଶିକାର କରିନେଉ।

Psalm 55:9
ହେ ମାରେ ପ୍ରଭୁ, ସମାନଙ୍କେୁ ବିନାଶ କର। ସମାନଙ୍କେର ବକ୍ତୃତାକୁ ପଣ୍ଡ କର। ମୁଁ ନଗର ମଧ୍ୟରେ ଦୌରାତ୍ମ୍ଯ ଓ କଳହ ଦେଖିଛି।

Psalm 11:5
ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି। କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରନ୍ତି।

2 Chronicles 34:27
'ଯେତବେେଳେ ତୁମ୍ଭମାନେେ ଏହି ସ୍ଥାନ ବିଷଯ ରେ ଓ ଏଠା ରେ ବାସ କରୁଥିବା ଲୋକମାନଙ୍କ ବିଷଯ ରେ ପରମେଶ୍ବରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭମାନେେ ଦୁଃଖ କଲ, ପରମେଶ୍ବରଙ୍କ ଆଗ ରେ ନିଜକୁ ନମଯ କଲ ଏବଂ ଦୁଃଖ ରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି।

Genesis 13:13
ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।

Genesis 10:9
ସେ ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ହେଲା। ସଦାପ୍ରଭୁଙ୍କ ସାକ୍ଷାତ ରେ ପରାକ୍ରାନ୍ତ ବ୍ଯାଧ ନିମ୍ରୋଜ ତୁଲ୍ଯ ଥିଲେ ବୋଲି ଲୋକମାନେ କହୁଥିଲେ, ସେ ବ୍ଯକ୍ତି ନିମ୍ରୋଜ ସଦୃଶ ସଦାପ୍ରଭୁଙ୍କ ସମ୍ମୁଖ ରେ ଗୋଟିଏ ପରାକ୍ରାନ୍ତ ବ୍ଯାଧ।

Genesis 7:1
ଏହାପରେ ସଦାପ୍ରଭୁ ନୋହଙ୍କୁ କହିଲେ, ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧିଅରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହାଇେ ଜାହା ରେ ପ୍ରବେଶ କଲ।