Genesis 29:8
କିନ୍ତୁ ମଷେପାଳକ କହିଲେ, ଯେପର୍ୟ୍ଯନ୍ତ ସମସ୍ତ ମଷେ ଏକତ୍ର ନ ହାଇେଛନ୍ତି ସେ ପର୍ୟ୍ଯନ୍ତ ଆମ୍ଭେ ଏହା କରିପାରିବୁ ନାହିଁ। ସମସ୍ତ ଏକତ୍ର ହବୋପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢିବୁ ଏବଂ ସମସ୍ତ ମଷେମାନେ ପାଣି ପିଇପାରିବେ।
Genesis 29:8 in Other Translations
King James Version (KJV)
And they said, We cannot, until all the flocks be gathered together, and till they roll the stone from the well's mouth; then we water the sheep.
American Standard Version (ASV)
And they said, We cannot, until all the flocks be gathered together, and they roll the stone from the well's mouth. Then we water the sheep.
Bible in Basic English (BBE)
And they said, We are not able to do so till all the flocks have come together and the stone has been rolled away from the mouth of the water-hole; then we will get water for the sheep.
Darby English Bible (DBY)
And they said, We cannot until all the flocks are gathered together, and they roll the stone from the mouth of the well, and we water the sheep.
Webster's Bible (WBT)
And they said, We cannot, until all the flocks are collected, and till they roll the stone from the well's mouth; then we water the sheep.
World English Bible (WEB)
They said, "We can't, until all the flocks are gathered together, and they roll the stone from the well's mouth. Then we water the sheep."
Young's Literal Translation (YLT)
And they say, `We are not able, till that all the droves be gathered together, and they have rolled away the stone from the mouth of the well, and we have watered the flock.'
| And they said, | וַיֹּֽאמְרוּ֮ | wayyōʾmĕrû | va-yoh-meh-ROO |
| We cannot, | לֹ֣א | lōʾ | loh |
| נוּכַל֒ | nûkal | noo-HAHL | |
| until | עַ֣ד | ʿad | ad |
| אֲשֶׁ֤ר | ʾăšer | uh-SHER | |
| all | יֵאָֽסְפוּ֙ | yēʾāsĕpû | yay-ah-seh-FOO |
| the flocks | כָּל | kāl | kahl |
| be gathered together, | הָ֣עֲדָרִ֔ים | hāʿădārîm | HA-uh-da-REEM |
| roll they till and | וְגָֽלֲלוּ֙ | wĕgālălû | veh-ɡa-luh-LOO |
| אֶת | ʾet | et | |
| the stone | הָאֶ֔בֶן | hāʾeben | ha-EH-ven |
| from | מֵעַ֖ל | mēʿal | may-AL |
| well's the | פִּ֣י | pî | pee |
| mouth; | הַבְּאֵ֑ר | habbĕʾēr | ha-beh-ARE |
| then we water | וְהִשְׁקִ֖ינוּ | wĕhišqînû | veh-heesh-KEE-noo |
| the sheep. | הַצֹּֽאן׃ | haṣṣōn | ha-TSONE |
Cross Reference
Genesis 29:3
ଯେତବେେଳେ ସବୁ ମଷେପଲ ସହେି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତବେେଳେ ମଷେପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମଷେମାନେ ପାଣି ପିଇ ସାରିବା ପରେ ସମାନେେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କଲେ।
Genesis 34:14
ତେଣୁ ଭାଇମାନେ ତାଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭ ସହିତ ଆମର ଭଉଣୀକୁ ବୀବୀହ ଦଇପୋରିବୁ ନାହିଁ। କାରଣ ତୁମ୍ଭମାନେେ ଏପର୍ୟ୍ଯନ୍ତ ସୁନ୍ନତ ହାଇେ ନାହଁ। ଆମ ଭଉଣୀ ସହିତ ବିବାହ କରିବା ଏହା ବହୁତ ଭୁଲ ହବେ।
Genesis 43:32
ଯୋଷଫେର ଦାସମାନେ ଯୋଷଫଙ୍କେ ପାଇଁ ଏକ ଟବେୁଲ, ଏକ ଟବେୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟବେୁଲ ମିଶ୍ରୀଯମାନଙ୍କ ପାଇଁ ଯେଉଁମାନେ ସମାନଙ୍କେ ସହିତ ବସି ଖାଇଲେ। କାରଣ ଏବ୍ରୀଯମାନଙ୍କ ସହିତ ଭୋଜନ କରିବା ମିଶ୍ରୀଯମାନଙ୍କର ପ୍ରଥା ନଥିଲା। ମିଶ୍ରୀଯମାନେ ଏବ୍ରୀଯମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବଚେିତ ହୁଏ।
Mark 16:3
ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ବାରା ବନ୍ଦ କରି ଦିଆ ହାଇେଛି। ପଥରଟିକୁ ଆମ୍ଭ ପାଇଁ କିଏ ସଠାରୁେ ଗଡଇେ ଦବେ?
Luke 24:2
ସମାଧି ବନ୍ଦ କରିବା ପାଇଁ ତାର ପ୍ରବେଶ ଦ୍ବାର ରେ ଗୋଟିଏ ପଡ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡି ଯାଇଛି।