Ezekiel 34:22
କିନ୍ତୁ ମୁଁ ମାରେପଲକୁ ରକ୍ଷା କରିବି। ସମାନେେ ଆଉ ବନ୍ଯ ପଶୁମାନଙ୍କ ଦ୍ବାରା ଧ୍ବଂସ ହବେେ ନାହିଁ। ଏବଂ ମୁଁ ଯଥାର୍ଥ ଭାବରେ ସମାନଙ୍କେର ବିଚାର କରିବି।
Ezekiel 34:22 in Other Translations
King James Version (KJV)
Therefore will I save my flock, and they shall no more be a prey; and I will judge between cattle and cattle.
American Standard Version (ASV)
therefore will I save my flock, and they shall no more be a prey; and I will judge between sheep and sheep.
Bible in Basic English (BBE)
I will make my flock safe, and they will no longer be taken away, and I will be judge between sheep and sheep.
Darby English Bible (DBY)
-- I will save my flock, that they may no more be a prey; and I will judge between sheep and sheep.
World English Bible (WEB)
therefore will I save my flock, and they shall no more be a prey; and I will judge between sheep and sheep.
Young's Literal Translation (YLT)
And I have given safety to My flock, And they are not any more for prey, And I have judged between sheep and sheep.
| Therefore will I save | וְהוֹשַׁעְתִּ֣י | wĕhôšaʿtî | veh-hoh-sha-TEE |
| flock, my | לְצֹאנִ֔י | lĕṣōʾnî | leh-tsoh-NEE |
| and they shall no | וְלֹֽא | wĕlōʾ | veh-LOH |
| more | תִהְיֶ֥ינָה | tihyênâ | tee-YAY-na |
| be | ע֖וֹד | ʿôd | ode |
| a prey; | לָבַ֑ז | lābaz | la-VAHZ |
| judge will I and | וְשָׁ֣פַטְתִּ֔י | wĕšāpaṭtî | veh-SHA-faht-TEE |
| between | בֵּ֥ין | bên | bane |
| cattle | שֶׂ֖ה | śe | seh |
| and cattle. | לָשֶֽׂה׃ | lāśe | la-SEH |
Cross Reference
Psalm 72:12
ଆମ୍ଭର ରାଜା ସାହାୟ୍ଯ କରନ୍ତି, ଯେଉଁମାନେ ତାଙ୍କୁ ଡ଼ାକନ୍ତି, ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
Jeremiah 23:2
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧ ରେ ଏହି କଥା କହନ୍ତି, ତୁମ୍ଭମାନେେ ଆମ୍ଭର ମଷେପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦଇେଅଛ ଓ ସମାନଙ୍କେର ଯତ୍ନ ନଇେ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ଯ ଦବୋ। ଏହା ସଦାପ୍ରଭୁ କହନ୍ତି।
Ezekiel 34:10
ସଦାପ୍ରଭୁ କହନ୍ତି, ଦେଖ, ମୁଁ ମଷେପାଳକମାନଙ୍କର ବିରୁଦ୍ଧ ରେ ଅଛି। ମୁଁ ସମାନଙ୍କେୁ ମାରେ ମଷେମାନଙ୍କ ପାଇଁ ଦାଯୀ କରିବି। ମୁଁ ସମାନଙ୍କେୁ ମଷଗେୁଡ଼ିକ ପାଖରୁ ଦୂରକୁ ନଇୟିବେି ଏବଂ ସମାନେେ ଆଉ ସଗେୁଡ଼ିକର ମଷେପାଳକ ହବେେ ନାହିଁ। ସମାନଙ୍କେର ପାଟିରୁ ମୁଁ ମାରେ ମଷଗେୁଡ଼ିକୁ ଉଦ୍ଧାର କରିବି ଏବଂ ସମାନେେ ସମାନଙ୍କେର ଖାଦ୍ୟ ହବେେ ନାହିଁ।
Zechariah 11:7
ତେଣୁ ବଧର ଯୋଗ୍ଯ ସହେି ମଷେପଲର ଆମ୍ଭେ ଯତ୍ନ ନଲେୁ, ଯେଉଁ ନିରୀହ ମଷେ ମରା ହବୋକୁ ଯାଉଥିଲେ, ଆମ୍ଭେ ଦୁଇଟି ୟଷ୍ଟି ନଲେୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦଲେୁ। ଏହିପରି ଆମ୍ଭେ ମଷେପଲର ଯତ୍ନ ନଲେୁ।