Exodus 9:21 in Oriya

Oriya Oriya Bible Exodus Exodus 9 Exodus 9:21

Exodus 9:21
କିନ୍ତୁ କେତକେ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହଯେଜ୍ଞାନ ମଣିଲେ, ସହେି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷତେ ରେ ଛାଡି ଦେଲେ.

Exodus 9:20Exodus 9Exodus 9:22

Exodus 9:21 in Other Translations

King James Version (KJV)
And he that regarded not the word of the LORD left his servants and his cattle in the field.

American Standard Version (ASV)
And he that regarded not the word of Jehovah left his servants and his cattle in the field.

Bible in Basic English (BBE)
And he who gave no attention to the word of the Lord, kept his servants and his cattle in the field.

Darby English Bible (DBY)
But he that did not regard the word of Jehovah left his bondmen and his cattle in the field.

Webster's Bible (WBT)
And he that regarded not the word of the LORD, left his servants and his cattle in the field.

World English Bible (WEB)
Whoever didn't regard the word of Yahweh left his servants and his cattle in the field.

Young's Literal Translation (YLT)
and he who hath not set his heart unto the word of Jehovah leaveth his servants and his cattle in the field.

And
he
that
וַֽאֲשֶׁ֥רwaʾăšerva-uh-SHER
regarded
לֹאlōʾloh

שָׂ֛םśāmsahm
not
לִבּ֖וֹlibbôLEE-boh
the
word
אֶלʾelel
Lord
the
of
דְּבַ֣רdĕbardeh-VAHR
left
יְהוָ֑הyĕhwâyeh-VA

וַֽיַּעֲזֹ֛בwayyaʿăzōbva-ya-uh-ZOVE
his
servants
אֶתʾetet
cattle
his
and
עֲבָדָ֥יוʿăbādāywuh-va-DAV
in
the
field.
וְאֶתwĕʾetveh-ET
מִקְנֵ֖הוּmiqnēhûmeek-NAY-hoo
בַּשָּׂדֶֽה׃baśśādeba-sa-DEH

Cross Reference

Exodus 7:23
ଫାରୋ ମାଶାେ ଏବଂ ହାରୋଣଙ୍କର କାର୍ୟ୍ଯ ରେ ଧ୍ଯାନ ନଦଇେ ଗୃହକୁ ଫରେିଗଲେ।

1 Samuel 4:20
ତା'ପରେ ପ୍ରାଯ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହାଇେଥିବା ସ୍ତ୍ରୀମାନେ ତାକକ୍ସ୍ଟ କହିଲେ, ଭୟ କର ନାହିଁ, ତୁମ୍ଭେ ତ ପକ୍ସ୍ଟତ୍ର ପ୍ରସବ କରିଅଛ,

1 Chronicles 22:19
ବର୍ତ୍ତମାନ, ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦଯ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠା ରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ବରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହାପରେ, ନିଯମସିନ୍ଦୁକ ଓ ଅନ୍ଯାନ୍ଯ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ଯକୁ ଆଣ।

Job 7:17
ହେ ପରମେଶ୍ବର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ବାପୂର୍ଣ୍ଣ। ତୁମ୍ଭେ କାହିଁକି ତାକୁ ସମ୍ମାନ ଦବେ ? ତୁମ୍ଭେ କାହିଁକି ତା'ପ୍ରତି ଧ୍ଯାନ ଦବେ ?

Job 34:14
ଯଦି ପରମେଶ୍ବର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା ଓ ନିଶ୍ବାସ ପ୍ରଶ୍ବାସକୁ କାଢ଼ି ନବେେ।

Proverbs 24:32
ତେଣୁ ମୁଁ ଅନାଇଲି, ପୁଣି ମନୋୟୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି।

Ezekiel 40:4
ସେ ଲୋକଟି ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖାେଲା ରଖିଛ ଓ ଧ୍ଯାନ ଦଇେଛ, ଯାହା ମୁଁ ତୁମ୍ଭକୁ ଦଖାଇବୋ ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସଗେୁଡ଼ିକ ଇଶ୍ରାୟେଲର ଲୋକମାନଙ୍କୁ ଜଣାଅ।

Daniel 10:12
ତା'ପ ରେ ସେ ମାେତେ କହିଲେ, ' ହେ ଦାନିୟେଲ, ଭୟ କରନାହିଁ କାରଣ ତୁମ୍ଭେ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ବରଙ୍କର ସାକ୍ଷାତ ରେ ନିଜକୁ ନମ୍ର କଲ। ସହେି ଦିନଠାରୁ ତୁମ୍ଭର ବାକ୍ଯ ଶୁଣାୟାଇଛି। ମୁଁ ତୁମ୍ଭ ପାଖକୁ ଆସିଲି କାରଣ ତୁମ୍ଭେ ପ୍ରାର୍ଥନା କରି ଆସୁଅଛି।