Index
Full Screen ?
 

Exodus 39:8 in Oriya

யாத்திராகமம் 39:8 Oriya Bible Exodus Exodus 39

Exodus 39:8
ଏହାପରେ ସମାନେେ ବୁକୁପଟା ପ୍ରସ୍ତୁତ କଲେ। ଏହି କର୍ମ କୁଶଳ କାରୀଗରମାନଙ୍କର ଥିଲା। ଏହା ଠିକ୍ ଏଫୋଦ୍ ପରି ଥିଲା। ଏହା ସୁବର୍ଣ୍ଣ ନୀଳଧୂମ୍ର ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ଦ୍ବାରା ତିଆରି କରାୟାଇଥିଲା।

And
he
made
וַיַּ֧עַשׂwayyaʿaśva-YA-as

אֶתʾetet
the
breastplate
הַחֹ֛שֶׁןhaḥōšenha-HOH-shen
cunning
of
מַֽעֲשֵׂ֥הmaʿăśēma-uh-SAY
work,
חֹשֵׁ֖בḥōšēbhoh-SHAVE
like
the
work
כְּמַֽעֲשֵׂ֣הkĕmaʿăśēkeh-ma-uh-SAY
ephod;
the
of
אֵפֹ֑דʾēpōday-FODE
of
gold,
זָהָ֗בzāhābza-HAHV
blue,
תְּכֵ֧לֶתtĕkēletteh-HAY-let
and
purple,
וְאַרְגָּמָ֛ןwĕʾargāmānveh-ar-ɡa-MAHN
scarlet,
and
וְתוֹלַ֥עַתwĕtôlaʿatveh-toh-LA-at

שָׁנִ֖יšānîsha-NEE
and
fine
twined
וְשֵׁ֥שׁwĕšēšveh-SHAYSH
linen.
מָשְׁזָֽר׃mošzārmohsh-ZAHR

Cross Reference

Exodus 25:7
ଏଫୋଦ୍ ଓ ବୁକୁପଟା ରେ ଏହା ଲଗାଇବା ନିମନ୍ତେ ଗୋମଦେକମଣି ଓ ଅଳଙ୍କାରସବୁ ଗ୍ରହଣ କର।

Exodus 28:4
ବୁକପଟା, ଏଫୋଦ, ଗୋଟିଏ ଚୋଗା, ଶୁକ୍ଲ ସୁତା ରେ ବୁଣା ୟାଇଥିବା ଚୋଗା, ପଗଡି ଓ କଟି ବନ୍ଧନ ସମାନେେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବ, ଯେଉଁଥିପାଇଁ ସମାନେେ ମାରେ ଯାଜକ ରୁପେ ସବୋ କରିବେ।

Exodus 28:13
ଶୁଦ୍ଧ ସୁବର୍ଣ୍ଣ ରେ ଏହି ପଥର ଏଫୋଦର ରହିବ।

Leviticus 8:8
ସେ ହାରୋଣଙ୍କୁ ବୁକପଟା ଦେଲେ, ଆଉ ବୁକପଟା ରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ।

Psalm 89:28
ଆମ୍ଭେ ସର୍ବଦା ତାଙ୍କୁ ପ୍ରମେ କରିବା ଓ ତା' ପ୍ରତି ବିଶ୍ବସ୍ତ ରହିବା। ଆମ୍ଭର ଚୁକ୍ତି ସର୍ବଦା ତା'ଠାରେ ରଖିବା, ତାହା କବେେ ଶଷେ ହବେ ନାହିଁ।

Isaiah 59:17
ପୁଣି ସଦାପ୍ରଭୁ ଧାର୍ମିକତାର ସଞ୍ଜୁ ବୁକୁ ରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତି ଶାଧେରୂପକ ବସ୍ତ୍ର ଓ ଉଦ୍ୟୋଗ ରୂପକ ବସ୍ତ୍ର ଉତ୍ତରୀଯ ରୂପେ ପରିଧାନ କଲେ।

Ephesians 6:14
ଅତଏବ, ଅଣ୍ଟା ରେ ସତ୍ଯର କଟିବନ୍ଧ ବାନ୍ଧି, ବକ୍ଷ ରେ ଧାର୍ମିକ ଜୀବନର ସୁରକ୍ଷାୟୁକ୍ତ ବୁକୁପଟା ପିନ୍ଧ।

Chords Index for Keyboard Guitar